Odisha News Portal

Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0 6

ଆମ ପୃଥିବୀରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା । ତେବେ ଅନେକ ଛୋଟ ଛୋଟ କଥା ରହିଛି ଯାହା ଜାଣିବା ନିହାତି ଆବଶ୍ୟକ । କାହିଁକି ନାଁ ତାହା ଆମର ବହୁତ ଦରକାରୀ ମଧ୍ୟ । ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ । ସରକାର ଏହି ପାଠକୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ଯେମିତି ଏହି ସବୁ ପାଠ ପିଲାମାନେ ଛୋଟ ବେଳୁ ଜାଣନ୍ତୁ । ତେବେ ଆସନ୍ତୁ ଜାଣିବା ଏମତି 15ଟି ପ୍ରଶ୍ନ ଯାହା ଆପଣ କେବେ ଜାଣି ନଥିବେ କି ଏମିତି ପ୍ରଶ୍ନ କେବେ ଆପଣଙ୍କ ମୁଣ୍ଡକୁ ଆସି ନଥିବେ।

ତେବେ ଏହା ଆପଣଙ୍କର ଅନେକ କାମରେ ଲାଗିବ । ତେବେ ଆସନ୍ତୁ ଜାଣି ସେହି 15 ଟି ପ୍ରଶ୍ନ ଯାହା ଆପଣ କେବେ ଭାବି ନଥିବେ। ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇଥାଏ। ଯାହା ଆମେ କେବେ ଜାଣି ନଥିବା। ଆଉ ଏହିଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ିଥାଏ ।

1. ଭାରତରେ ଫାସୀ ଦଣ୍ଡ କେଉଁ ସମୟରେ ଦିଆ ଯାଏ ?

ଉତ୍ତର:- ଭୋର 4.30 ସମୟ ରେ ।

2. କେଉଁ ସହର ଗୋଟିଏ ଦିନ ପାଇଁ ଭାରତ ର ରାଜଧନି ହୋଇ ଥିଲା ?

ଉତ୍ତର:- ଆହ୍ଲାବାଦ

3. କ୍ରିକେଟ ପିଚ ର ଲମ୍ବ କେତେ ?
ଉତ୍ତର:- 20.12 ମିଟର

4. ଅକ୍ସିଜେନ୍ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର:- ଜୋସେଫ ପ୍ରଷ୍ଟେଲ

5. ଭାରତ ର ପ୍ରଧାନମନ୍ତ୍ରି ଙ୍କ ଆବାସ ସ୍ଥଳୀ ର ନାମ କଣ ?
ଉତ୍ତର:- ପଞ୍ଚ ବଟି

6. ଭାରତ ର କେଉଁ ପ୍ରଧାନ ମନ୍ତ୍ରୀ ଙ୍କ ମୁର୍ତ୍ୟୁ ଏକ ରହସ୍ୟମୟ ଘଟଣା ?
ଉତ୍ତର:- ଲାଲ ବହାଦୁର ଶାସ୍ତ୍ରୀ

7. ବଙ୍ଗଳା ବିଭାଜନ କେଉଁ ନାମ ରେ ପରିଚିତ ?
ଉତ୍ତର:- ବଙ୍ଗ – ଭଙ୍ଗ

8. ସବୁଠୁ ବେଶୀ ହୀରା ଉତ୍ପାଦନ କରୁ ଥିବା ଦେଶ କିଏ ?
ଉତ୍ତର:- ରୁଷିଆ

9. ଆମ ରାଜ୍ୟ ର ଖାଉଟି କମିଶନ ଙ୍କ କାର୍ଯ୍ୟାଳୟ କେଉଁଠି ଅବସ୍ତିତ ?
ଉତ୍ତର:- ବ୍ରହ୍ମପୁର

10. ଗାୟତ୍ରୀ ମନ୍ତ୍ର କିଏ ରଚନା କରି ଥିଲେ ? କିଏ କହି ପାରିବ l

ଉତ୍ତର :- ବିଶ୍ଵାମିତ୍ର l

11. ଭାରତ ର କେଉଁ ରାଜ୍ୟ ରେ ଗରିବ ଙ୍କ ସଂଖ୍ୟା ଅଧିକ ?
ଉତ୍ତର:- ଉତ୍ତର ପ୍ରଦେଶ

12. କେଉଁ ମୋଟର କମ୍ପାନୀ ଟି ବିଦେଶୀ କମ୍ପାନୀ ନୁହଁ ?
ଉତ୍ତର:- ମହିନ୍ଦ୍ରା

13. ରବର ଚାଷ କେଉଁ ଅଞ୍ଚଳ ରେ ଅଧିକ ପରିମାଣ ରେ ହୋଇ ଥାଏ ?
ଉତ୍ତର:- ବିସୁବ ମଣ୍ଡଳୀୟ ଅଂଚଳ

14. କେଉଁ ଲୁହା ଖଣି ରୁ ଲୁହା ପଥର ର ଗିଲା ଅବସ୍ଥରେ ପାଇପ ସାହାଯ୍ୟ ରେ ପରିବହନ କରା ଯାଏ ?
ଉତ୍ତର:-କୁଡ୍ରମୁଖ

15. ଲାଲ ତଥ୍ୟ ପୁସ୍ତକ ରେ ସ୍ଥାନ ପାଇ ଥିବା ସ୍ତନ୍ୟପାୟୀ ଶ୍ରେଣୀ ର ପ୍ରାଣୀ ଙ୍କ ସଂଖ୍ୟା କେତେ ?
ଉତ୍ତର:- 497

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।