Odisha News Portal

Intresting GK Q ueastion – ଗୋମାତା ଶରୀରରେ କେତେ କୋଟି ଦେବା ଦେବୀ ଙ୍କ ଆଖ୍ୟା ରହିଛି, କିଏ କହିପାରିବ ଏହାର ଉତ୍ତର ?

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଅଧିକ ମୋବାଇଲ ବ୍ୟବହାର ରେ ସମୟ ବିତାଉ ଅଛନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।

ତେଣୁ ଆଜି ଆମେ ଆପଣଙ୍କୁ ୭ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୭ ଟି ପ୍ରଶ୍ନ ଓ ସେମାନଙ୍କର ଉତ୍ତର ବିଷୟରେ;

୧- ମତେ ଯେତେ ଟାଣିବ ମୁଁ ସେତେ ଛୋଟ ହୋଇଯିବି ମୁଁ କିଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି , ସିଗାରେଟ୍

୨- ମୁଁ ସବୁକିଛି ଓଲଟା କରିଦେବି କିନ୍ତୁ ମୁଁ ହଲଚଲ ହୋଇ ପାରିବି ନାହିଁ କଣ ଆପଣ ମତେ ଜାଣିଛନ୍ତି ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଦର୍ପଣ ବା ଆଇନା

୩- ଜଣେ ଲୋକ ନସୋଇ କେତେ ଦିନ ରହି ପାରିବ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି , ରାତିରେ ଶୋଉଛି ତେଣୁ ଦିନ ରେ ଶୋଇବା ଆବଶ୍ୟକ ନାହିଁ

୪- ଜଣେ ହତ୍ୟାକାରୀ କୁ ଦଣ୍ଡ ଦେବା ଉଦେଶ୍ୟ ରେ ତିନୋଟି ଘର ବାଛିବାକୁ କୁହାଗଲା । ପ୍ରଥମ ଘର ଖଣ୍ଡା ଦ୍ଵାରା, ଦ୍ୱିତୀୟ ଘର ବନ୍ଧୁକ ଦ୍ଵାରା, ତୃତୀୟ ଘର ଭୋକିଲା ବାଘ ଦ୍ଵାରା । ସେ କେଉଁ ଘରକୁ ଗଲେ ଜୀବିତ ରହିବ ?

ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି , ତୃତୀୟ ଘର କାରଣ ଭୋକିଲା ବାଘ ମରି ସାରିଥିବ

୫- କାହାର ଦାନ୍ତ ଅଛି ହେଲେ ଖାଦ୍ୟ ଖାଇପରେ ନାହିଁ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି , ପାନିଆ

୬- କେଉଁ ଟେବୁଲ୍ ର ଗୋଡ଼ ନାହିଁ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି , ଭେଜିତେବୁଲ

୭- ମୁଁ ବହୁତ୍ ଓଜନିଆ କିନ୍ତୁ ଇଂରାଜୀ ର NOT ମତେ ସବୁବେଳେ ଓଲଟା ଲାଗି ଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି , TON -NOT

୮- ଗୋମାତା ଶରୀରରେ କେତେ କୋଟି ଦେବା ଦେବୀ ଙ୍କ ଆଖ୍ୟା ରହିଛି, କିଏ କହିପାରିବ ଏହାର ଉତ୍ତର ?
ଉତ୍ତର – ୩୩ କୋଟି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।