Odisha News Portal

Interesting ପ୍ରଶ୍ନ —ସ୍ତ୍ରୀ କାହିଁକି ସବୁବେଳେ ସ୍ଵାମୀର ବାମ ପଟେ ଶୋଇଥାଏ ? ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ ।

ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ଆପଣ ମାନେ ଭାରତ ବିଷୟରେ ଅନେକ କଥା ଜାଣିଛନ୍ତି ଏଠାରେ କଣ ହୁଏ , ନହୁଏ ପ୍ରତ୍ୟେକ ବିଷୟରେ ଆପଣଙ୍କର ଜ୍ଞାନ ରହିଛି । ମାତ୍ର ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ଜ୍ଞାନ ସମ୍ବଦ୍ଧିତ କଥା ବିଷୟରେ କହିବୁ , ଯାହାକୁ ଆପଣ ମାନେ ନିଶ୍ଚିତ ଜାଣିବା ଆବଶ୍ୟକ ।

କାରଣ ଏମିତି କିଛି କଥା ରହିଥାଏ ଯାହାକୁ ଆମେ ମାନେ ଜାଣିନଥାଉ ମାତ୍ର ସେହି କଥା ସମ୍ବଦ୍ଧରେ ଆମର ଜାଣିରଖିବା ନିତାନ୍ତ ଆବସ୍ୟକ ଅଟେ । କାରଣ ବେଳେ ବେଳେ ସେହି ସମସ୍ତ କଥା ବା ପ୍ରଶ୍ନ ପାଇଁ ଆମେ ମାନେ ଅନ୍ୟ ଆଗରେ ଲଜ୍ଜ୍ୟାର ପାତ୍ର ହୋଇଥାଉ । ତେଣୁ ଏପରି କିଛି ଆମ ସହିତ ନହେଉ ଅର୍ଥାତ ଆମେ କେହି ସମୟରେ କାହା ଆଗରେ ଅପମାନିତ ନହେବା ସେଥିପାଇଁ କିଛି ସାଧାରଣ ଜ୍ଞାନ ସମ୍ବଦ୍ଧରେ ଆମର ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ସେହିୁପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଝିଅମାନେ ତାଙ୍କ ଜୀବନରେ ପାଖା ପାଖି କେତେ କିଲୋ ର ଲିପଷ୍ଟିକ ଲଗାଇ ଥାଆନ୍ତି ?

ଉତ୍ତର- ପାଖାପାଖି 3 କିଲୋର ଲିପଷ୍ଟିକ

2–ଭାରତ ଓ ପାକିସ୍ଥାନ ମଧ୍ୟରେ ଚାଲୁଥିବା ଟ୍ରେନ ର ନାମ କଣ ?

ଉତ୍ତର – ସମଝୋତା ଏକ୍ସପ୍ରେସ

3–ଶ୍ମଶାନ ବାଟ ଦେଇ ରାତିରେ ଯିବା ଆସିବା କରିବା କାହିଁକି ଅନୁଚିତ ?

ଉତ୍ତର- ରାତିରେ ନକରାତ୍ମକ ଶକ୍ତି ଅଧିକ ଥିବାରୁ

4–ଦିଲ୍ଲୀ ଭାରତର ରାଜଧାନୀ କେବେ ହେଲା ?

ଉତ୍ତର- 1911 ମସିହାରେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା ।

5–ସ୍ତ୍ରୀ କାହିଁକି ସବୁବେଳେ ସ୍ଵାମୀର ବାମ ପଟେ ଶୋଇଥାଏ ?

ଉତ୍ତର- କାରଣ ସ୍ତ୍ରୀ କୁ ସ୍ଵାମୀର ବାମାଙ୍ଗୀ କୁହାଯାଏ । ସେଥିପାଇଁ ସ୍ତ୍ରୀ ସ୍ଵାମୀର ବାମପଟେ ଶୋଇଲେ ଶୁଭ ହୋଇଥାଏ ।

6–Vodafone କେଉଁ ଦେଶର କମ୍ପାନୀ ?

ଉତ୍ତର – ଇଂଲଣ୍ଡ

7–ସତିପ୍ରଥା ର ବିରୋଧ କିଏ କରିଥିଲେ ?

ଉତ୍ତର- ରାଜା ରାମମୋହନ ରାୟ ସତିପ୍ରଥାର ବିରୋଧ କରିଥିଲେ ।

8–କେଉଁ ଦେଶରେ ସବୁଠାରୁ ଅଧିକ ପ୍ରଜାପତି ଦେଖା ଯାଆନ୍ତି ?

ଉତ୍ତର- ଭାରତରେ ସବୁଠାରୁ ଅଧିକ ପ୍ରଜାପତି ଦେଖା ଯାଆନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।