interesting Gk Questions- ପୁଅମାନଙ୍କର କେଉଁ ଜିନିଷ ଛୋଟ ହେଉ କି ବଡ ବାହାଘର ପରେ ସବୁ ଝିଅଙ୍କୁ ନେବାକୁ ପଡିଥାଏ ?

ଆଜି କାଲିକା ଦୁନିଆରେ ଲୋକମାନଙ୍କୁ ସଫଳତା ପାଇବା ପାଇଁ ବହୁତ ହିଁ କଷ୍ଟ କରିବାକୁ ପଡିଥାଏ । କଥାରେ ଅଛି କଷ୍ଟ କଲେ କୃଷ୍ନ ପ୍ରାପ୍ତ ହୁଅ । ତେବେ ଆପଣଙ୍କର ଇଚ୍ଛା ଶକ୍ତି ଏବଂ ଆପଣଙ୍କର ଦୃଢ ମନୋବଳ ଆପଣଙ୍କୁ ନିଜର ଲକ୍ଷ୍ୟରେ ନିଶ୍ଚିତ ରୂପରେ ପହଞ୍ଚାଇବ । ମାତ୍ର କେତେକ ବ୍ୟକ୍ତି ମାନେ ରହିଛନ୍ତି ଯେଉଁ ମାନେ ଯେତେ କଷ୍ଟ କଲେ ମଧ୍ୟ ତାଙ୍କୁ ଜୀବନରେ କେବେବି ସଫଳତା ପ୍ରାପ୍ତ ହୁଏ ନାହିଁ । ମାତ୍ର ଏହି ସଫଳତା ପ୍ରାପ୍ତ ହେଲା କି ନିଜର ପରିଶ୍ରମରେ ବୃଥା ହେଲେ ମଧ୍ୟ ଆପଣ ମାନେ କେବେବି ନିଜର ସମୟକୁ ଅପଚୟ କରିବେ ନାହିଁ ।

ସର୍ବଦା ନିଜର ଜ୍ଞାନ ଭଣ୍ଡାରକୁ ବୃଦ୍ଧି କରି ନିଜର ଜ୍ଞାନର ସୀମାକୁ ସଂଙ୍କୁଚିତ କରନ୍ତୁ ନାହିଁ । ତେବେ ଆଜି ଆମେ ଆପଣଙ୍କର ଜ୍ଞାନ ଭଣ୍ଡାରକୁ ବୃଦ୍ଧି କରିବା ପାଇଁ କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ଦ୍ୱାରା ଆପଣଙ୍କର ଜ୍ଞାନର ସୀମା ବୃଦ୍ଧି ହେବ ।

କାରଣ ଏମିତିରେ ଆପଣ ମାନେ ସର୍ବଦା ପାଠ ପଢୁଥିଲେ ମଧ୍ୟ ଆପଣଙ୍କର ସେହି ପାଠ ବିଷୟରେ ସେତେ ଜ୍ଞାନ ହେବ ନାହିଁ ଯଦି ଆପଣ ମାନେ ସେହି ପାଠକୁ ଆଲୋଚନା କରନ୍ତି ତେବେ ତାହା ଆପଣ ମାନଙ୍କର ବେଶି ମନେ ରହିବ । ଏହା ସହିତ ଏହି ପ୍ରଶ୍ନ ଗୁଡିକ ଆପଣ ମାନଙ୍କର କେବେ ନା କେବେ ନିଶ୍ଚିତ କାମରେ ଆସିବ ବା ଜାଣିରଖିବା ମଧ୍ୟ ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେପରି କିଛି ପ୍ରଶ୍ନ ବିଷୟରେ ।

1–ଟ୍ରେନ ଲାଇନରେ କଲାପଥର କାହିଁକି ରହିଥାଏ ?

ଉତ୍ତର–ପଥର ରଖିଲେ ଭୂଇଁରେ ଘାସ ଉଠିନଥାଏ

2–ରେଡିଓର ଆବିଷ୍କାର କିଏ କରିଥିଲେ ?

ଉତ୍ତର–ଗୋଲିଲିୟମ ମାରକୋନି

3–ଭାଷାର ଜନନୀ କେଉଁ ବାଷାକୁ କୁହାଯାଏ ?

ଉତ୍ତର–ସଂସ୍କୃତ ଭାଷା

4–କେଉଁ ତାରା 6 ବର୍ଷ ପରେ ଦେଖାଯାଏ ?

ଉତ୍ତର–ଏଲିଗୋଚର ତାରା

5–ବଗିଚାର ସହର କେଉଁ ସହରକୁ କୁହାଯାଏ ?

ଉତ୍ତର–କପୁରଥଳା

6–ପୁରୁଷଙ୍କର ବଡ ହେଉ ବା ଛୋଟ ହେଉ ବିବାହ ପରେ ସବୁ ସ୍ତ୍ରୀଙ୍କୁ ନେବାକୁ ପଡିଥାଏ ?

ଉତ୍ତର – ଟାଇଟେଲ

7–ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?

ଉତ୍ତର–1950

8–ଖାଇବା କାମରେ ଆସିଥାଏ, କାମ ମୋର ଓଲଟା ସିଧା ଏକ ସମାନ, ତେବେ କୁହ ମୋର ନାମ କଣ ?

ଉତ୍ତର – ଡାଲଡା

9–ଇଞ୍ଜିନିୟରକୁ ଓଡିଆରେ କଣ କୁହାଯାଇଥାଏ ?

ଉତ୍ତର–ଯନ୍ତ୍ରୀ

10–ଏମିତି କେଉଁ ବାହାନ ଅଛି ଯାହା ଆପଣଙ୍କ ଉପରେ ଚାଲିଗଲେ ମଧ୍ୟ ଆପଣଙ୍କୁ କିଛି ଲାଗେ ନାହିଁ ?

ଉତ୍ତର–ଉଡାଜାହାଜ

11–ଭାରତର ସବୁଠାରୁ ବଡ ପାଗଳ ଖାନା କେଉଁଠାରେ ରହିଛି

ଉତ୍ତର–ଆଗ୍ରା

12–ପଣସ କେଉଁ ଦେଶର ଜାତୀୟ ଫଳ ଅଟେ

ଉତ୍ତର–ବାଂଲାଦେଶ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment