Breaking News – ଭାରତୀୟ କ୍ରିକେଟର ଧାୱନଙ୍କୁ ପ୍ରବଳ ମାଡ଼… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ସବୁ ଘଟଣା ଦେଖିବାକୁ ମିଳି ଥାଏ। ଆଉ ବିଭିନ୍ନ ଘଟଣା ସହିତ ଖେଳାଳି ମାନଙ୍କ ର ମଧ୍ୟ ମଝିରେ ମଝିରେ ଭିଡ଼ିଓ ଭାଇରଲ ହୋଇଥାଏ।କିନ୍ତୁ ଏଠାରେ ଜଣେ କ୍ରିକେଟର ଙ୍କୁ ମାଡ଼ ଜଣେ ବ୍ୟକ୍ତି ମାରୁଛନ୍ତି ଯାହାର ଭିଡ଼ିଓ ଭାଇରଲ ହୋଇଛି। ହେଲେ କଣ ପାଇଁ ମାଡ଼ ଖାଉଛନ୍ତି ଆସନ୍ତୁ ଜାଣିବା। ଏହି ଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି।

ଏଠାରେ ଜଣେ ଖେଳାଳୀ ଯାହାଙ୍କର ଖେଳ ରେ ବହୁତ ଭଲ ପ୍ରଦର୍ଶନ ରହିଛି। ଏହି ଭିଡ଼ିଓ ଟିରେ ଜଣେ ବହୁତ ଭଲ ଖେଳାଳୀ ଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଉଛନ୍ତି। କ୍ରିକେଟର ମାନେ ଅନେକ ସମୟରେ ଏମିତି ତାଙ୍କର ଭଲ ଖେଳ ପ୍ରଦର୍ଶନ ଦେଖାଇ ଚର୍ଚ୍ଚା କୁ ଆସି ଥାଆନ୍ତି। ଆଉ ଖେଳ ଏମିତି ଏକ ଜିନିଷ କାହାର କେତେବେଳ ଭଲ ପ୍ରଦର୍ଶନ ହେବ ତାହା କେହି କହି ପାରିବେ ନାହିଁ। ଆଉ ଯାହାର ବ୍ୟାଟ ସେଟ ହୋଇ ଯାଏ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଥାଏ।

ଏଠାରେ ଆମେ ମାନେ ଏକ ଖେଳାଳୀ ଜଣଙ୍କର ଭିଡ଼ିଓ ଏମିତି ଏବେ ଭାଇରଲ ହୋଇଛି ଯେଉଁଠାରେ ସେ ଚାପୁଡ଼ା ପରେ ଚାପୁଡ଼ା ମାଡ଼ ଖାଉଛନ୍ତି ଏବଂ ସେ ତାହା ପରେ ଗୋଡ଼ ରେ ମଧ୍ୟମାଡ଼ ଖାଉଛନ୍ତି ଯାହା ସମସ୍ତେ ଦେଖିବା ପରେ ମୁଣ୍ଡ ରେ ହାତ ଦେଇଛନ୍ତି ଏବଂ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଏହି ଭିଡ଼ିଓ ଟିରେ ଜଣେ ବ୍ୟାଟ୍ସମ୍ୟାନ ଯିଏ କି ତାଙ୍କର ଖେଳ ରେ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି। ତାଙ୍କର ନାମ ହାର୍ଦିକ ପାଣ୍ଡିଆ ଏବଂ ସେ IPL ଖେଳି ଥାଆନ୍ତି।।ଆଉ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ IPL ମ୍ୟାଚ ମଧ୍ୟ ହୋଇଥିଲା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହି ବର୍ଷ IPL ମ୍ୟାଚ ରେ ଅନେକ ନୂଆ ନୂଆ ଖେଳାଳି ମଧ୍ୟ ଯୋଗ ଦେଇଛନ୍ତି ଏବଂ ତାଙ୍କର ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି।

ଏହି IPL ରେ ହାର୍ଦିକ ପାଣ୍ଡିଆ ପଞ୍ଜାବ ପଟେ ମ୍ୟାଚ ରେ ଖେଳିଥିଲେ ଯାହାର ପ୍ରଦର୍ଶନ ମଧ୍ୟ ବହୁତ ସୁନ୍ଦର ଥିଲା ହେଲେ ଏଠାରେ ମ୍ୟାଚ ଟି ପ୍ଲେ ଅପ କୁ ଯାଇ ପାରିଲା ନାହିଁ। ଆଉ ଏହି ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡିଆ ସେ ପଞ୍ଜାବ ପଟେ ଖେଳିଥିଲେ ହେଲେ ତାଙ୍କର ୧୪ ଟି ମ୍ୟାଚ ରେ ୪୬୦ ରନ କରି ଚର୍ଚ୍ଚା କୁ ଆସିଛନ୍ତି ହେଲେ ତାଙ୍କର ଏହି ମ୍ୟାଚ ପ୍ଲେ ଅଫ ରେ ରହି ପାରିଲାନି ତାଙ୍କର ବାପା ବହୁତ ମାଡ଼ ମାରିଥିବା ଭିଡ଼ିଓ ଆପଣ ମାନେ ଏଠାରେ ଦେଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment