ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବା ପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ ।
କାରଣ ଆପଣ ମାନେ ଏବେ ଯେଉଁଠିକୁ ଗଲେ ମଧ୍ୟ ପ୍ରଥମେ ଇଣ୍ଟରବ୍ୟୁୟର ସାମ୍ନା କରିବାକୁ ପଡିଥାଏ ଏବଂ ସେଥିରୁ ପାସ ହେଲେ ଆପଣ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ । ମାତ୍ର ସେହି ଇଣ୍ଟରଭ୍ୟୁୟ ବହୁତ ସହଜ ହୋଇନଥାଏ ବରଂ ବହୁତ କଠିନ ହୋଇଥାଏ ।
ସେଥିରେ ଏମିତି ପ୍ରସ୍ନ ପଚାରାଯାଏ , ଯାହା ଆପଣ ମାନେ ଶୁଣିଲେ ଆପଣ ମାନଙ୍କୁ ଅଜବ ଲାଗିବ । ମାତ୍ର ଯେଉଁମାନେ ଠିକ ରୂପରେ ପ୍ରସ୍ତୁତ ହୋଇ କରି ଯାଇଥିବେ ଅର୍ଥାତ ସମସ୍ତ ବିଷୟ ମଧ୍ୟରେ ଜ୍ଞାନ ଥିବ ସେମାନେ ହିଁ କେବଳ ସେହି ଇଣ୍ଟରଭ୍ୟୁୟରେ ପାସ କରିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲେଚନା କରିବୁ , ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ଏବଂ ନିଜର ଜ୍ଞାନର ସୀମାକୁ ବୃଦ୍ଧି କରାଇବା ।
1–ଖଟା ମହୁ କେଉଁ ଦେଶରେ ମିଳିଥାଏ ?
ଉତ୍ତର -ବ୍ରାଜିଲ
2–କେଉଁ ଜୀବ ତା ପାଦରେ ଖାଦ୍ୟ ପଦାର୍ଥର ସ୍ୱାଦ ବାରିଥାଏ l
ଉତ୍ତର- ପ୍ରଜାପତି
3–କେଉଁ ଦେଶରେ ସମସ୍ତ ମିଲେତାରୀ ଫୋର୍ସ ନାହାନ୍ତି ?
ଉତ୍ତର- ଆଇସଲାଣ୍ଡ
4–କେଉଁ ଖାଦ୍ୟ କେବେବି ଖରାପ ହୁଏ ନାହିଁ ?
ଉତ୍ତର – ମହୁ
5–ପୃଥିବୀର ସବୁଠାରୁ ଧନୀ ଦେଶ କିଏ ?
ଉତ୍ତର- କତର
କତର ହେଉଛି ଏକ ଆରବ କଣ୍ଟ୍ରି ଏହାର କରେଁସୀ କତେରିଆଲ l
6–ନେଲାଙ୍ଗ ଘାଟି ଭାରତର କେଉଁ ରାଜ୍ୟ ରେ ଅଛି ?
ଉତ୍ତର- ଉତ୍ତରାଖଣ୍ଡ
7–ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁଠାରେ ଅଛି ?

ଉତ୍ତର- କାଲିଫୋର୍ନିୟା
8–ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଜାପାନ
9–ବିଶ୍ଵର ସବୁଠୁ ସୁନ୍ଦର ସହର ନାମ କଣ ଅଟେ ?
ଉତ୍ତର- ପ୍ୟାରିସ
10–କେଉଁ ସାଗରରେ ଗୋଟେ ହେଲେ ବି ମାଛ ନାହିଁ ?
ଉତ୍ତର–ମୃତ ସାଗରରେ
11–ରକ୍ତ ପରି ନାଲିରଙ୍ଗ ର ନଦୀ କେଉଁଠାରେ ପ୍ରବାହିତ ହେଉଛି l
ଉତ୍ତର- ରିଓତିଣ୍ଡୋ ( ସ୍ପେନ )
12–ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?
ଉତ୍ତର- ମସ୍ତିସ୍କ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।