Odisha News Portal

ଏହି ବଡ କୁକର୍ମ ପାଇଁ ରୋହିତ ଶର୍ମାଙ୍କ ସହ ଟମ ଇଣ୍ଡିଆର ପାଞ୍ଚଜଣ ଖେଳାଳୀ ମ୍ୟାଚ୍ ରୁ ହେଲେ ବିଦା ! କାରଣ ଜାଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେନି ,କାରଣ ……

0 58

ଅଡୁଆରେ ପଡିଛନ୍ତି ରୋହିତ ଶର୍ମାଙ୍କ ସହ ଟମ ଇଣ୍ଡିଆର ପାଞ୍ଚଜଣ ଖେଳାଳୀ , ଗୋଟିଏ ଭୁଲ ପାଇଁ ମ୍ୟାଚରୁ ହେବେ ବାଦ । ଖେଳିପାରିବେ ନାହିଁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ । ତୃତୀୟ ଟେଷ୍ଟ ପୂର୍ବରୁ ଲାଗିଛି ଭାରତୀୟ ଟିମକୁ ଝଟକା । ରୋହିତ ଶର୍ମାଙ୍କ ସହ ଅନ୍ୟ ପାଞ୍ଚ ଜଣ ଖେଳାଳୀଙ୍କୁ ପଠାଗଲା ଆଇସୋଲେସନକୁ । ତେବେ ଏହି ପାଞ୍ଚ ଜଣ ଖେଳାଳି ମଧ୍ୟରେ କେଉଁ କେଉଁ ଖେଳାଳି ଅଛନ୍ତି ଏବଂ କେଉଁ କାରଣ ପାଇଁ ସେମାନେ ମ୍ୟାଚରୁ ବାଦ ପଡିବେ ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତି ଉତ୍ସାହିତ ଥିବା ଭାରତୀୟ କ୍ରିକେଟ ଦଳ ଏବେ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ହୋଇଛି । ମାତ୍ର ତାହା ପୂର୍ବରୁ ଦଳକୁ ଗତ କାଲି ଏକ ବହୁତ ବଡ ଝଟକା ଲାଗିଛି ।

କୋଭିଡ ନିୟମ ଉଲଘଂନ ଅଭିଯୋଗରେ ଭାରତୀୟ ଦଳର ପ୍ରମୁଖ ଖେଳାଳି ରୋହିତ ଶର୍ମା , ରିଶବ ପନ୍ଥ , ସୋମନ ଗିଲ , ରବଦୀନ ସୋଇନି ଏବଂ ପୃଥିବୀ ଶୋଙ୍କୁ ଏକାନ୍ତ ବାସକୁ ପଟାଇ ଦିଆଯାଇଛି । ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ୱିଟ କରି ସୂଚନା ପ୍ରଦାନ କରାଯାଇଛି ।

ଏହି ପାଞ୍ଚଜଣ ଖେଳାଳୀ ନୂଆବର୍ଷ ଉପଲକ୍ଷେ ମୋନବୋନର ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିସିସିାଇ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ଏବେ ଏହି ପାଞ୍ଚଜଣ ଖେଳାଲି ମାନଙ୍କୁ ଅନ୍ୟ ଖେଳାଳି ମାନଙ୍କ ଠାରୁ ଅନ୍ୟତ୍ର ଏକାନ୍ତ ବାସରେ ରଖାଯାଇଛି । ତେବେ ରେଷ୍ଟୁରାଣ୍ଟରେ କାଇବା ସମୟରେ ଜଣେ ଭାରତୀୟ ପ୍ରଶଂସକ ଖାଇବାର ବିଲ ଦେଇଥିଲେ ଏବଂ ବିଲର ଏକ ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । କ୍ରିକେଟ ଅଷ୍ଟ୍ରେଲିଆ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି କହିଛି ଖେଲାଳି ମାନେ ବାୟୁ ଏବଂ ପବନକୁ ଉଲଘଂନ କରିଛନ୍ତି ।

 ଏମାନଙ୍କୁ ପରବର୍ତ୍ତୀ ମ୍ୟାଚ ପାଇଁ ପାସଙ୍ଗ କରାଯାଇପାରେ । କ୍ରିକେଟ ଅଷ୍ଟ୍ରେଲିଆର କୋଭିଡ ନିୟମ ଅନୁସାରେ ଖେଳାଳି ମାନେ ରେଷ୍ଟୁରାଣ୍ଟରେ ଖାଇପାରିବେ ମାତ୍ର ସେମାନେ କେବଳ ଆଉଟଡୋର ରେଷ୍ଟୁରାଣ୍ଟରେ ଖାଇପାରିବେ ମାତ୍ର ଭାରତୀୟ ରେଷ୍ଟୁରାଣ୍ଟରେ ଇନଣ୍ଟିଅରେ , ରେଷ୍ଟୁରାଣ୍ଟରେ ଖାଉଥିବାର ମନେ କରାଯାଉଛି ।

ଯଦି ତଦନ୍ତର ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କୁ ବାଧ୍ୟତା ମୂଳକ ଭାବରେ 15 ଦିନ ଏକାନ୍ତ ବାସକୁ ପଠାଇ ଦିଆଯିବ । ଯାହା ଫଳରେ କି ସେମାନଙ୍କ ପାଇଁ ପରବର୍ତ୍ତୀ ଟେଷ୍ଟ ବା ତୃତୀୟ ଟେଷ୍ଟ ଖେଳିବା କଷ୍ଟକର ହୋଇପଡିବ । ଏବେ ସେମାନଙ୍କୁ ଅଲଗା ରଖାଯାଇଛି , ଏହି ଖେଳାଳି ମାନେ ଯାତ୍ରା ଅଷ୍ଟ୍ରେଲିଆ କିମ୍ବା ଭାରତ ଦଳର ଅବିଶିଷ୍ିଟ ସଦସ୍ୟ ମାନଙ୍କ ଠାରୁ ଅଲଗା ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।