Odisha News Portal

ଦେଖନ୍ତୁ ଭିଡ଼ିଓ – ଟିମ ଇଣ୍ଡିଆରେ ଖେଳୁଛି ପୁଅ ମା’ ବିକୁଛି ଚିକେନ, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ..ଏହି ମା ” ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

0 149

କଥାରେ ରହିଛି କପାଳ ଲିଖନ କେ କରିବ ଆନ ହେଲେ ଅନେକ ଲୋକମାନେ ନିଜର ଭାଗ୍ୟକୁ ନିଜ ହାତରେ ଲେଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜର ଦକ୍ଷତା ବଲରେ ଗରିବକୁ ହଟାଇବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ମା ଦିନେ ରାସ୍ତା କଡରେ ଚିକେନ ବିକ୍ରି କରୁଥିଲେ ଏବଂ ବାପା କରୁଥିଲେ କୁଲି ମଜୁରୀ କାମ । ବାସ୍ତବକା ହେଉଚି କି ପ୍ରତିଭାକୁ ଯଦି ସଠିକ ପ୍ଲାଟଫର୍ମ ମିଳିଯାଏ ତେବେ ସଫଳତା ପ୍ରାପ୍ତ ହୁଏ ।

ଏମିତି ଜଣେ ଯୁବା ଖେଳାଳୀ ଅଛନ୍ତି ଯାହାଙ୍କ କତା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ନିଜର ବାପା ଏବଂ ମାଙ୍କର ପାଇଁ ଘର ତିଆରି କରିଛନ୍ତି । ସେ ହେଉଛନ୍ତି ୟଡକର୍ଡ ସ୍ପେଶାଲିଷ୍ଟ ଟି ନଟରାଜନ ।

ଅତ୍ୟନ୍ତ ଗରିବ ପରିବାରରେ ତାଙ୍କର ଜନ୍ମ , ହେଲେ ତାଙ୍କର ଅସାଧାରଣ ପ୍ରତିଭା ତାଙ୍କୁ ନେଇକରି ପହଞ୍ଚାଇଛି ଟିମ ଇଣ୍ଡିଆରେ । ତାମିଲନାଡୁର ଅତି ସାଧାରଣ ପରିବାରରେ ଜନ୍ମ ନେଇଛନ୍ତି 29 ବର୍ଷିୟ ଟି ନଟରାଜନ । ତାଙ୍କର ପୂରା ନାମ ଭଙ୍ଗରାସୁ ନଟରାଜନ , ନଟରାଜନଙ୍କୁ ପାଠ ପଢେଇବା ପାଇଁ ତାଙ୍କର ବାପା ଷ୍ଟେସନରେ କୁଲି କାମ କରୁଥିଲେ ।

ନିଜେ ଗର ଘର ବୁଲି ଖବରକାଗଜ ଏବଂ କ୍ଷୀର ବିକ୍ରି କରୁଥିଲେ । ଟେନିସ ବଲରେ ଖେଳଉଥିଲେ ମଧ୍ୟ ତାଙ୍କର ବୋଲିଂର ସ୍ପିଡ ସମସ୍ତ କ୍ରିକେଟରଙ୍କୁ ଚକିତ କରିଦେଉଥିଲା ।

2017 ରେ ନଟରାଜନଙ୍କୁ 3 କୋଟି ଟଙ୍କାରେ କିଣିତିଲା କିଙ୍ଗଲ ଇଲେଭେନ ପଞ୍ଜାବ , ହେଲେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । ଏହାପରେ 2018 ରେ ନଟରାଜନ ସନରାଇଜେସ ହାଇଦ୍ରାବାଦ ଦଳରେ ସାମିଲ ହୋଇଥିଲେ । ଦୁଇ ବର୍ଷ ଧରି ଦଳରେ ରହିଥିଲେ ମଧ୍ୟ ତାଙ୍କୁ କିଙ୍ଗ ଇଲେଭେନରେ ସ୍ଥାନ ମିଳିନଥିଲା । 2020 ବର୍ଷ ଅନେକଙ୍କର ଭାଗ୍ୟ ନଷ୍ଟ କରିଥିବା ବେଳେ , ନଟରାଜନଙ୍କ ପାଇଁ ଆଣିଥିଲା ଶୁଭ ସମୟ ।

 ସେ ହାଇଦ୍ରବାଦ ତରଫରୁ ଦଳକୁ ୱହ୍ଲାଇଥିଲେ । 2020 ଆଇପିଏଲରେ ଏମିତି ଛାପ ଛାଡିଲେ କି ତାଙ୍କୁ ଶେଷରେ ଟିମ ଇଣ୍ଡିଆରେ ସ୍ଥାନ ମିଲିଗଲା । ଅଷ୍ଟେଲିଆ ବିପକ୍ଷ ଟି ଟ୍ୱିଏଣ୍ଟି ଦଳରେ ନଟରାଜନ ସାମିଲ ହେଲେ । ନଟରାଜନ ଆଇପିଏଲ 2020 ରେ 16 ଟି ମ୍ୟାଚ ଖେଳି 16 ଟି ୱିକେଟ ନେଇଛନ୍ତି ।

ସେହିପରି ଇଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଗୋଟିଏ ମ୍ୟାଚ ଖେଳି ଦୁଇଟି ୱିକେଟ ନେଇଥିଲେ । ଏହା ପରେ ଟି ଟ୍ୱିଏଣ୍ଟିରେ ତିନୋଟି ମ୍ୟାଚରେ 6 ଟି ୱିକେଟ ହାସଲ କରିଥିଲେ । ଯଦି ତାଙ୍କର ଏପରି ଖେଳ ଜାରି ରହେ ତେବେ ସେ ଟିମ ଇଣ୍ଡିଆର ରେଗୁରାଲ ବୋଲର ହୋଇ ବାହାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।