ଆଇଏସର କିଛି ମଜାଦାର ପ୍ରଶ୍ନ–ବଏଫ୍ରେଣ୍ଡ ଆଗରେ ଝିଅ ମାନେ ନିଜର କଣ ଦେଖି ପାରନ୍ତି ନାହିଁ ? ଉତ୍ତର ଆପଣଙ୍କ ପାଖରେ ଅଛି କି ?
ଆଜି ଆମେ ଆପଣ ମାନଙ୍କୁ ଆଇଏସ ର କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବୁ ଯାହାକୁ ଆପଣ ମାନେ ନିଶ୍ଚିତ ରୂପରେ ଜାଣି ରଖିବା ଦରକାର । ତେବେ ଆପଣ ମାନେ ତ ଜାଣନ୍ତି କି ଆଜିର ସମୟରେ ଶିକ୍ଷାକୁ କେତେ ଗୁରୁତ୍ୱ ପ୍ରଦାନ କରାଯାଏ , ତେବେ ଆଗ ଅପେକ୍ଷା ଏହି ସମାଜରେ ଏବେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ଶିକ୍ଷାକୁ । କାରଣ ଶିକ୍ଷା ଯେତେ ବଢିବ ଆମ ଦେଶ ସେତେ ଉନ୍ନତି କରିବ । ଏହା ବ୍ୟତୀତ ଆଗ ସମୟର ଶିକ୍ଷା ଯେପରି ଥିଲା ଏବେ ସେହି ଶିକ୍ଷାରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । କାରଣ ଆମ ସମାଜ ଏବେ ଆଧୁନିକ ସମାଜରେ ପରିଣତ ହେବାକୁ ଯାଇଛି , ତେବେ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ହେବାରୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ତେବେ ଆପଣ ମାନେ ତ ଜାଣନ୍ତି କି ଆଗ ସମୟରେ ଆମେ ମାନେ ଯଦି କୌଣସି ଚାକିରୀ କରିବାକୁ ଯାଉ ତେବେ ସେତେବେଳେ ଆମକୁ ପରୀକ୍ଷା ଦେବା ପାଇଁ ପଡୁଥିଲା ତେବେ ଏବେ ମଧ୍ୟ ସେହି ପ୍ରକାର ପରୀକ୍ଷା ଦେବା ପାଇଁ ପଡୁଛି ମାତ୍ର ସେତେବେଳେ ସେହି ପରୀକ୍ଷା ଲିଖିତ ତିଲା ମାତ୍ର ଏବେ ମୌଖିକର ରୂପ ଧାରଣ କରିଛି ।
ଅର୍ଥାତ ଏବଂ ଆପଣ ମାନେ ଯାହା ମଧ୍ୟ ଚାକିରୀ କରିବା ପାଇଁ ଯିବେ ତେବେ ପ୍ରଥମେ ଆପଣ ମାନଙ୍କୁ ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡିବ । ଇଣ୍ଟରଭ୍ୟୁୟ ଦେବା ପରେ ସେଥିରେ ଉର୍ତ୍ତିଣ୍ଣ ହେଲେ ଆପଣ ମାନଙ୍କୁ ସେହି ଚାକିରୀ ପ୍ରାପ୍ତ ହେବ । ତେବେ ଏବେ ସେହି ପରୀକ୍ଷା ପାଇଁ ଆପମ ମାନଙ୍କୁ ମଧ୍ୟ ବହୁତ କଷ୍ଟ କରିବା ପାଇଁ ପଡୁଥିବ କାରଣ ଆପଣ ମାନେ ମଧ୍ୟ ସେହି ପରୀକ୍ଷା ପାଇଁ ନିଜକୁ ବହୁତ ମାତ୍ରାରେ ପ୍ରସ୍ତୁତ କରିଥିବେ ସେହି ପରାକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ପାଇଁ କାରଣ ଏବେ ପ୍ରଶ୍ନ ଗୁଡିକ ବହୁତ ହିଁ କଷ୍ଟକର ହୋଇଥାଏ । ତେବେ ଯିଏ ସଠିକ ପରିଶ୍ରମ କରି ଯାଇଥିବ ସେହିଁ ସେହି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇପାରିବ ।
ଏହି ଆଇଏସ ପରୀକ୍ଷାରେ ଏମିତି ସବୁ ପ୍ରଶ୍ନ ପଚାରା ଯାଇଥାଏ ଯାହାକି ଆପଣ ମାନଙ୍କୁ ବହୁତ ଦ୍ୱନ୍ଦରେ ପକେଇଦେବ । ଆପଣ ମାନେ ସେହି ପ୍ରସ୍ନର ଉତ୍ତର ଜାଣଇଥିବେ ମାତ୍ର ଟେନସନରୁ ତାହା ଆପଣ ମାନଙ୍କୁ ଦ୍ୱନ୍ଦରେ ପକେଇହେବ । ତେଣଉ ଆପଣ ମାନେ ମନକୁ ଧ୍ୟାନ ସହକାରେ ଏବଂ ଏକ ସୁସ୍ଥ ହୃଦୟରୁ ସେହି ପ୍ରଶ୍ନକୁ ଶୁଣିବେ ଏବଂ ତାର ଉତ୍ତର ଦେବେ । ତେବେବି ଚିନ୍ତିତ ହେବେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଆଇଏସ ପ୍ରଶ୍ନ ବିଷୟରେ କହିବୁ ଯାହା ସେହି ଆଇଏସ ଇଣ୍ଟରଭ୍ୟୁୟ ସମୟରେ ପଚାରା ଯାଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ବିଶ୍ୱରେ କେଉଁ ଦେଶରେ ଗୋଟିଏ ହେଲେ ମଧ୍ୟ ସିନେମା ହଲ ନାହିଁ ?
ଉତ୍ତର–ଭୁଟାନ
2–କେଉଁ ଦେଶର ମହୁ ଖଟା ହୋଇଥାଏ ?
![]()
ଉତ୍ତର–ବ୍ରାଜିଲ
3–କେଉଁ ଦେଶରେ ଦୁଇ ଜଣ ରାଷ୍ଟ୍ରପତି ଥାନ୍ତି ?
ଉତ୍ତର–ସନ ମାରିନୋ
4–କେଉଁ ଜୀବନ ହୃଦୟ ତାର ମୁଣ୍ଡରେ ରହିଥାଏ ?
ଉତ୍ତର–ସମୁଦ୍ର କଙ୍କଡା
5–ବଏଫ୍ରେଣ୍ଡ ଆଗରେ ଝିଅ ମାନେ ନିଜର କଣ ଦେଖି ପାରନ୍ତି ନାହିଁ ?
![]()
ଉତ୍ତର–ନିଜର ଭୁଲ
6–କେଉଁ କଥାର ଉତ୍ତର ସବୁ ସମୟରେ ବଦଲିବାକୁ ଲାଗିଥାଏ ?
ଉତ୍ତର–ଟାଇମ କେତେ ହୋଇଛି
7–ଶରାର କେଉଁ ଅଂଗରେ ହାଡ ନଥାଏ ?
ଉତ୍ତର–ଜିଭ
8–ସମସ୍ତଙ୍କ ପାଖରେ ଏମିତି କେଉଁ ଜିନିଷ ରହିଛି ଯାହାକୁ ସେମାନେ ବଦଳିବାକୁ ଚାହାନ୍ତି ହେଲେ ବଦଳି ପାରନ୍ତି ନାହିଁ ?
ଉତ୍ତର–କିସମତ ବା ଭାଗ୍ୟ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।