Odisha News Portal

ias interview ପ୍ରଶ୍ନ— ଏମିତି କେଉଁ ଜିନିଷ ଯାହା ପୁଅ ମାନଙ୍କର ଲମ୍ବା ଏବଂ ଝିଅ ମାନଙ୍କର ଗୋଲ ହୋଇଥାଏ ?ଉତ୍ତର କୁ ସଂମ୍ପୂର୍ଣ୍ଣ ଭାବରେ ସକରାତ୍ମକ ଦିଗରେ ନିଅନ୍ତୁ ?

ପ୍ରତ୍ୟେକ ଲୋକମାନେ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି ମାତ୍ର ଆଗ କାଳରେ ସେମିତି ଶିକ୍ଷା ପ୍ରତି କେହି ଆକୃଷ୍ଟ ନଥିଲେ ମାତ୍ର ଏବେ ସମସ୍ତେ ଶିକ୍ଷା ଗ୍ରହଣ କରୁଛନ୍ତି । ସମାଜ ପରିବର୍ତ୍ତନ ହେବା ସହ ସମାଜର ତାଳେ ତାଳେ ଲୋକମାନେ ମଧ୍ୟ ଚାଲିଛନ୍ତି । ଆଜିକା ସମୟରେ ଯଦି କେହି ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟ ।

ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ ।

ସେହି ପରୀକ୍ଷାରେ ଆପଣ ମାନଙ୍କୁ ଯେଉଁ ସମସ୍ତ ପ୍ରଶ୍ନ ପଚାରା ଯାଏ ସେହି ପ୍ରଶ୍ନ ଶୁଣିଲେ ଆପଣ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ସେପରି ପ୍ରଶ୍ନ ଆପଣ ମାନେ କେବେ ଶୁଣିନଥିବେ । ମାତ୍ର ସେହି ପ୍ରଶ୍ନ ଗୁଡିକ ଆପଣଙ୍କର ଦୈନଦୀନ ଜୀବନରେ ବ୍ୟବହାର ହୋଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝିପାରିବେ ନାହିଁ ।

ଏଥିପାଇଁ ଆପଣ ମାନେ ସେହି ସମସ୍ତ ପ୍ରଶ୍ନକୁ ଭଲ ଭାବରେ ଶୁଣିବେ ତାପରେ ତାହାକୁ ଭଲସେ ଚିନ୍ତା କରି ଉତ୍ତର ପ୍ରଦାନ କରିବେ । ଆପଣ ମାନେ ଟିକେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ପ୍ରଦାନ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଜାଣିରଖିବା ଉଚିତ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ମହିଳା ମାନେ ତାଙ୍କର ଶାଢୀ ତଳେ କଣ ପିନ୍ଧନ୍ତି ?

ଉତ୍ତର–ଜୋତା

2–ସେଇଟା କଣ ଯାହା ଝିଅ ମାନଙ୍କୁ ପ୍ରଥମେ କଲାବେଲେ କଷ୍ଟ ହୁଏ ?

ଉତ୍ତର–କାନ ଫୋଡିଲା ବେଳେ

3–ଏମିତି କେଉଁ ଜିନିଷ ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ପାଖରୁ ନେବାକୁ ପଡିଥାଏ ?

ଉତ୍ତର–ଫଟୋ

4–ଏମିତି କେଉଁ ଜିନିଷ ଯାହା ପୁଅ ମାନଙ୍କର ଲମ୍ବା ଏବଂ ଝିଅ ମାନଙ୍କର ଗୋଲ ହୋଇଥାଏ ?

ଉତ୍ତର–ଟୀକା

5–ମୃତ୍ୟୁ ପରେ ଯିଏ ଠିଆ ହୋଇପାରେ ସେ କିଏ ?

ଉତ୍ତର–ଗଛ

6–ନ ରୁ ଆରମ୍ଭ ନ ରୁ ଶେଷ ଦେଖୁତାଏ ସେ ସାରା ଦୁନିଆ ଦେଖ , କିଏ ସିଏ ?

ଉତ୍ତର–ନୟନ

7–କାହାକୁ ଆପଣ ମାନେ ଥରେ ଖାଇବା ପରେ ଦ୍ୱିତାୟ ଥର ଖାଇବା ପାଇଁ ଇଚ୍ଛା କରନ୍ତି ନାହିଁ ?

ଉତ୍ତର–ଧୋକା

8–ଉତ୍ତାପ ନପାଇକି ବି ଗରମ ହୁଏ ସେ କିଏ ?

ଉତ୍ତର–ମୁଣ୍ଡ

9–କେଉଁ ଜିନିଷ ଆମେ ଦେଖିପାରୁ କିନ୍ତୁ ଛୁଇଁ ପାରି ନଥାଉ ?

ଉତ୍ତର–ସ୍ୱପ୍ନ

10–ତାହା କଣ ଯାହା ମହିଳା ମାନଙ୍କପର ଆଗରେ ଏବଂ ଗାଇ ମାନଙ୍କର ପଛରେ ରହିଥାଏ ?

ଉତ୍ତର–cow women (W )

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।