Odisha News Portal

IAS ପ୍ରଶ୍ନ — ଓଡିଶାର ବିହଙ୍ଗ ବିହାର କାହାକୁ କୁହାଯାଏ ?90 ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ହୋଇଛନ୍ତି , ସାହାସ ଅଛି ଯଦି ଉତ୍ତର ଦିଅ

ଆପଣ ମାନେ ସମସ୍ତେ ଜାଣଇଛନ୍ତି କି ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ କେତେ ଆବଶ୍ୟକ କାରଣ ପ୍ରତ୍ୟେକ କମ୍ପିଟେଟିଭ୍ ପରିକ୍ଷାରେ ଜେନେରାଲ ନଲେଜ ସମ୍ୱନ୍ଧିତ ପ୍ରଶ୍ନ ପଚାରାଯାଇଥାଏ । କିନ୍ତୁ ଅଧିକାଂଶ ପିଲାମାନେ ତାହାର ଉତ୍ତର ଦେବରେ ବିଫଳ ହୋଇଥାନ୍ତି ଏବଂ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ସେଥି ପାଇଁ ଆମେ କେତେକ ସାଧାରଣ ଜ୍ଞାନ ବିଷୟରେ ଆବଗତ ହେବା ।

1 ଓଡିଶାର କାଶି କାହାକୁ କୁହାଯାଏ ?
ଉତ୍ତର – ଭୁବନେଶ୍ୱର ।

2 ଓଡିଶାର ଗଦାକ୍ଷେତ୍ର କାହାକୁ କହିଥାନ୍ତି ?
ଉତ୍ତର – ଯାଜପୁର ।

3 ଓଡିସାର ତୁଳସୀ କ୍ଷେତ୍ର କାହାକୁ କହିଥାନ୍ତି ?
ଉତ୍ତର – କେନ୍ଦ୍ରାପଡା ।

4 ଓଡିଶାର କାଶ୍ମୀର କାହାକୁ କୁହାଯାଏ ?
ଉତ୍ତର – ଦାରିଙ୍ଗବାଡି ।

5 ଓଡିଶାର ଭାତ ହାଣ୍ଡି କାହାକୁ କୁହାଯାଏ ?
ଉତ୍ତର – ବାଲେଶ୍ୱର ।

6 ଓଡିଶାର ବିହଙ୍ଗ ବିହାର କାହାକୁ କୁହାଯାଏ ?
ଉତ୍ତର – ଚିଲିକା ।

7 ଓଡିଶାର ବାଣୀ ବିହାର କାହାକୁ କୁହିଥାନ୍ତି ?
ଉତ୍ତର – ଉତ୍କଳ ବିଶ୍ୱବିଦ୍ୟାଳୟ ।

8 ଓଡିଶାର ଭଞ୍ଜ ବିହାର କାହାକୁ କହିଥାନ୍ତି ?
ଉତ୍ତର – ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ।

9 ଓଡିଶାର କଳା ପୋଗଡା କାହାକୁ କହିଥାନ୍ତି ?
ଉତ୍ତର – କୋଣାର୍କ ।

10 ଓଡିଶାର ମଣୀକ୍ଷେତ୍ର କାହାକୁ କହନ୍ତି ?
ଉତ୍ତର – ଆରଡି .

11 ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ କାହାକୁ କହିଥାନ୍ତି ?
ଉତ୍ତର – ପୁରୀ , କୋଣାର୍କ ଓ ଭୁବନେଶ୍ୱର ।

12 ଓଡିଶାର ଶଙ୍ଖ କ୍ଷେତ୍ର କାହାକୁ କହନ୍ତି ?
ଉତ୍ତର – ପୁରୀ ।

13 ଓଡିଶାର ଅର୍କ କ୍ଷେତ୍ର କାହାକୁ କହିଥାନ୍ତି ?
ଉତ୍ତର – କୋଣାର୍କ ।

14 ଓଡିଶାର ଗୁପ୍ତ ଗଙ୍ଗା କାହାକୁ କହିଥାନ୍ତି ?
ଉତ୍ତର – ବୈତରଣୀ ।

15 ଓଡିଶାର କୈଳାସ କାହାକୁ କହିଥାନ୍ତି ?
ଉତ୍ତର – କପିଳାସ ।

16 ଓଡିଶାର ଇସ୍ପାତ ସହର କାହାକୁ କହନ୍ତି ?
ଉତ୍ତର – ରାଉଲକେଲା ।

17 ଓଡିଶାର ଜ୍ୟୋତି ବିହାର କାହାକୁ କହିଥାନ୍ତି ?
ଉତ୍ତର – ସମ୍ୱଲପୁର ବିଶ୍ୱବିଦ୍ୟାଳୟ ।

18 ଓଡିଶାର ଶବର କ୍ଷେତ୍ର କାହାକୁ କହିଥାନ୍ତି ?
ଉତ୍ତର – କୋରାପୁଟ ।

19 ଓଡିଶାର ଧଳା ପୋଗଡା କାହାକୁ କହିଥାନ୍ତି ?
ଉତ୍ତର – ଜଗନ୍ନାଥ ମନ୍ଦିର ।

20 ଓଡିଶାର ହୀରକ ତ୍ରିଭୂଜ କାହାକୁ କହିଥାନ୍ତି ?
ଉତ୍ତର – ରତ୍ନଗିରି , ଉୟଦୟଗିରି ଓ ଲଳିତଗିରି ।

21 ଓଡିଶାର ବୃହତ୍ତମ ନଦୀ ମହାନଦୀ କେଉଁଠାରୁ ବାହରିଛି ?
ଉତ୍ତର – ରାଏପୁର ।

22 ଓଡିଶାର ଦ୍ୱିତୀୟ ବୃହତ ନଦୀ ବ୍ରାହ୍ମଣୀ ନଦୀ କେଉଁ ନଦୀର ଶାଖା ନଦୀ ?
ଉତ୍ତର – ସଙ୍ଖ ଓ ସାଉଥ କୋଏଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।