Odisha News Portal

IAS ପ୍ରଶ୍ନ — ଇନ୍ଦ୍ରଦେଵ ଙ୍କର ବାହାନ କିଏ ?୯୯% ଲୋକ ଉତ୍ତର ଭୂଲ ଦେଇଛନ୍ତି

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ପୌରାଣୀକ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ପୌରାଣିକ ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଇନ୍ଦ୍ରଦେଵ ଙ୍କର ବାହାନ କିଏ ?

ଉତ୍ତର: ଏଇରବତ ହସ୍ତି।

(୨) ପ୍ରଶ୍ନ:- କେଉଁ ଯୁଗରେ ଭଗବାନ ବିଷ୍ଣୁ ରାମଙ୍କର ଅବତାର ଗ୍ରହଣ କରିଥିଲେ ?

ଉତ୍ତର: ତ୍ରେତୟା ଯୁଗରେ।

(୩) ପ୍ରଶ୍ନ:- ପ୍ରହଲ୍ଲାଦ କାହାର ପୁତ୍ର ଥିଲେ ?

ଉତ୍ତର: ହିରଣ୍ୟକାଶ୍ୟପଙ୍କର ପୁତ୍ର।

(୪) ପ୍ରଶ୍ନ:- ପ୍ରଭୁ ଶ୍ରୀରାମଙ୍କ ଗୁରୁଙ୍କର ନାମ କଣ ?

ଉତ୍ତର: ବିଶ୍ୱମିତ୍ର।

(୫) ପ୍ରଶ୍ନ:- ଶ୍ରୀକୃଷ୍ଣଙ୍କ ଗୁରୁଙ୍କ ନାମ କଣ ?

ଉତ୍ତର: ସନ୍ଦିପନୀ।

(୬) ପ୍ରଶ୍ନ:- ପାଞ୍ଚଟି ପୁରାଣର ନାମ କଣ କୁହନ୍ତୁ ?

ଉତ୍ତର: ବ୍ରହ୍ମା, ବିଷ୍ଣୁ, ବାୟୁ, ଅଗ୍ନି, ଲିଙ୍ଗ।

(୭) ପ୍ରଶ୍ନ:- ଯୁଗ କେତେ ପ୍ରକାର ?

ଉତ୍ତର: ୪ ପ୍ରକାର।

(୮) ପ୍ରଶ୍ନ:- ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁ ବରଣ କରିଥିଲେ ?

ଉତ୍ତର: ଜାମି (ଯମଙ୍କ ଭଉଣୀ)

(୯) ପ୍ରଶ୍ନ:- ହିନ୍ଦୁ ପୁରାଣ ଅନୁସାରେ କିଏ ପ୍ରଥମେ ମୃତ୍ୟୁ ବରଣ କରିଥିଲେ ?

ଉତ୍ତର: ଯମରାଜ।

(୧୦) ପ୍ରଶ୍ନ:- ମହା ମହାଭାରତ କିଏ ରଚନା କରିଥିଲେ ?

ଉତ୍ତର: ବେଦବ୍ୟାସ।

(୧୧) ପ୍ରଶ୍ନ:- ବେଦବ୍ୟାସ କହିବାରୁ କିଏ ମହାଭାରତ ଲେଖିଥିଲେ ?

ଉତ୍ତର: ଶ୍ରୀଗଣେଶ।

(୧୨) ପ୍ରଶ୍ନ: ମହାଭାରତରେ କେତୋଟି ପର୍ବ ରହିଛି ?

ଉତ୍ତର: ୧୮ ଟି।

(୧୩) ପ୍ରଶ୍ନ’ କର୍ଣ୍ଣ ଙ୍କର ପୁଅ କିଏ ଥିଲେ ?

ଉତ୍ତର: ବୃଷ କେତୁ,

(୧୪) ପ୍ରଶ୍ନ:- ଘୋଟଚ କଚର ମାତାଙ୍କର ଓ ପିତାଙ୍କର ପୁଆ ନାମ କଣ ?

ଉତ୍ତର: ଭୀମ ଓ ହିଡିମ୍ବ।

(୧୫) ପ୍ରଶ୍ନ:- ଭଗବାନ ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ କଣ ?

ଉତ୍ତର: ପଞ୍ଚଜନ୍ୟ।

(୧୬) ପ୍ରଶ୍ନ:- ଅର୍ଜୁନଙ୍କ ଶଙ୍ଖର ନାମ କଣ ?

ଉତ୍ତର: ଦେଵଦତ୍ତ।

(୧୭) ପ୍ରଶ୍ନ:- ଯୁଧିଷ୍ଠିରଙ୍କ ପରେ କିଏ ସିଂହାସନରେ କିଏ ବସିଥିଲେ ?

ଉତ୍ତର: ପରୀକ୍ଷିତ।

(୧୮) ପ୍ରଶ୍ନ:- ଗାନ୍ଧାରୀଙ୍କ ପିତାଙ୍କ ନାମ କଣ ?

ଉତ୍ତର: ସୁବଳ।

(୧୯) ପ୍ରଶ୍ନ:- କୌରବଙ୍କ ମାଆଙ୍କ ନାମ କଣ ?

ଉତ୍ତର: ଗାନ୍ଧାରୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।