IAS ପ୍ରଶ୍ନ — ଏମିତି କେଉଁ ଜିନିଷ ଯାହା ଝିଅମାନେ ଦେଖିକି ବୁଲନ୍ତି କିନ୍ତୁ ପୁଅମାନେ ଲୁଚିକି ବୁଲନ୍ତି ? ୯୯ % ଲୋକ ଭୂଲ ଉତ୍ତର ଦେଇଛନ୍ତି
ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଢଗଢମାଳି଼ ବା ପ୍ରହେଳିକା ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ପ୍ରହେଳିକା ସମ୍ପର୍କୀୟ ଚତୁର ପ୍ରଶ୍ନ;
(୧) ପ୍ରଶ୍ନ:- ତାହା କେଉଁ ଜିନିଷ ଲୋକ ମାନେ କାଟିବା ପରେ ଗୀତ ଗାଇବା ଆରମ୍ବ କରନ୍ତି ?
ଉତ୍ତର: ଜନ୍ମ ଦିନ କେକ।
(୨) ପ୍ରଶ୍ନ:- ରାତିରେ ଦେଖିଲି ଲକ୍ଷେ ଗାଈ ସକାଳୁ ହେଲାକୁ କେହି ନାହିଁ ?
ଉତ୍ତର: ତାରା।
(୩) ପ୍ରଶ୍ନ:- ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର, ଭୁଇଁରେ ଶୁଏ ଗୋଡ଼ାଇ ଖାଏ, ସଭିଙ୍କ ମନରେ ଡର, ତାହା କଣ ?
ଉତ୍ତର: କୁମ୍ଭୀର।
(୪) ପ୍ରଶ୍ନ:- କେଉଁ ଜିନିଷ ଝିଅମାନେ କେବଳ ବର୍ଷରେ ଥରେ ମାତ୍ର କିଣିଥାନ୍ତି ?
ଉତ୍ତର: ରାକ୍ଷୀ।
(୫) ପ୍ରଶ୍ନ:- ନୂଆ ନୂଆ ଭାରି ଆଦର ନୂଆରୁ ପୁରୁଣା ହେଲେ ତୁଠ ପଥର, ତାହା କଣ ?
ଉତ୍ତର: ନୂଆ ନୂଆ କରି ଆସିଥିବା ଲୋକ ଅଧିକ ଆଦର ପାଇଥାନ୍ତି।
(୬) ପ୍ରଶ୍ନ:- ଘରେ ନ ପଶୁଣୁ ବାଜିଲା ଚାଳ ଆଉ କି ରହିବ ମୁଣ୍ଡର ବାଳ, କଣ ଏହା ?
ଉତ୍ତର: କାର୍ଯ୍ୟ ଆରମ୍ଭ ରୁ ବିଘ୍ନ ଦେଖା ଦେବା।
(୭) ପ୍ରଶ୍ନ:- ଆଶା କରିଥିଲି ତୋତେ କାଉକୁ ଯେପରି କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ, ଏହା କଣ ?
ଉତ୍ତର: ସ୍ୱାର୍ଥ ପାଇଁ ଠକି ଦେଇଯିବା।
(୮) ପ୍ରଶ୍ନ:- ଦାନ କଲେ ବୃଦ୍ଧି ହୁଏ କିନ୍ତୁ ସାଇତି ରଖିଲେ କ୍ଷୟ ହୋଇ ଥାଏ, ସେଇଟା କଣ ?
ଉତ୍ତର: ବିଦ୍ୟା ବା ଜ୍ଞାନ।
(୯) ପ୍ରଶ୍ନ:- ଏମିତି କଣ ଯାହା ଝିଅମାନେ ଦେଖିକି ବୁଲନ୍ତି କିନ୍ତୁ ପୁଅମାନେ ଲୁଚିକି ବୁଲନ୍ତି ?
ଉତ୍ତର: ମନି ପର୍ସ
(୧୦) ପ୍ରଶ୍ନ:- ପାଣିରୁ ଜନ୍ମ ପାଣି ଛୁଏନି ଛୁଇଁ ଦେଲେ ପାଣି ମୁଁ ରୁହେନି, ତାହା କଣ ?
ଉତ୍ତର: ଲୁଣ।
(୧୧) ପ୍ରଶ୍ନ:- ହାତ ଅଛି ଗୋଡ ନାହିଁ, ନାହିଁ ତାର ମଥା ମଣିଷ କୁ ଗିଳି ଦେଉଛି ଏ କି ବିଚିତ୍ର କଥା ?
ଉତ୍ତର:- t-shirt
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।