Odisha News Portal

IAS ପ୍ରଶ୍ନ: ଝିଅ ମାନଙ୍କର କେଉଁଠି ଆଙ୍ଗୁଠି ପୁରେଇଲେ ପାଣି ବାହାରେ ? ପାଠ ପଢିଥିଲେ ଉତ୍ତର ନିଶ୍ଚୟ ଦେବ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆ ରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ UPSC ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା UPSC ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ସେ କିଏ ଜନ୍ମ ହେବା ସଙ୍ଗେ ସଙ୍ଗେ ଉଡ଼ିଥାଏ ?

ଉତ୍ତର: ଧୂଆଁ।

(୨) ପ୍ରଶ୍ନ:- ତାହା କେଉଁ ଶବ୍ଦ ତାହାକୁ ଆମେ ଲେଖି ଥାଉ କିନ୍ତୁ ପଢି ପାରୁ ନାହିଁ ?

ଉତ୍ତର: ନାହିଁ।

(୩) ପ୍ରଶ୍ନ:- ସେଇଟା କଣ ଯାହା ଭାଇ ପାଖରେ ଦୁଇଟି ଏବଂ ଭଉଣୀ ପାଖରେ ତିନୋଟି ?

ଉତ୍ତର: ଅକ୍ଷର।

(୪) ପ୍ରଶ୍ନ:- ତାହା କଣ ଯିଏକି ଭାଙ୍ଗିଗଲା ପରେ ଖୁସି ହୁଅନ୍ତି ?

ଉତ୍ତର: ରେକର୍ଡ।

(୫) ପ୍ରଶ୍ନ:- କବାଟ ପଡିଲେ ଦିନ ବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର ?

ଉତ୍ତର: ଆଖି।

(୬) ପ୍ରଶ୍ନ:- ଝିଅ ମାନଙ୍କର କେଉଁଠି ଆଙ୍ଗୁଠି ପୁରେଇଲେ ପାଣି ବାହାରେ ?

ଉତ୍ତର: ଆଖିରେ।

(୭) ପ୍ରଶ୍ନ:- ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?

ଉତ୍ତର: ପଣସ।

(୮) ପ୍ରଶ୍ନ:- ସେ କିଏ ଯାହାକୁ ଖାଇବାକୁ ଦେଲେ ବଞ୍ଚିଯାଏ ପିବାକୁ ଦେଲେ ମରିଯାଏ ?

ଉତ୍ତର: ନିଆଁ।

(୯) ପ୍ରଶ୍ନ:- ଭାରତର କେଉଁ ପ୍ରଧାନ ମନ୍ତ୍ରୀ ବିବାହ କରି ନଥିଲେ ?

ଉତ୍ତର: ଅଟଳ ବିହାରୀ ବାଜପେୟୀ।

(୧୦) ପ୍ରଶ୍ନ:- ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ ଯୁଆଡେ ଗଲେ ଯାଏ ସିଏ କହ ଭାଇ କହ କଣ ସିଏ ?

ଉତ୍ତର: ନିଜର ଛାଇ।

(୧୧) ପ୍ରଶ୍ନ:- ବାବାଜି ନୁହେଁ ସେ ବଢିଛି ଦାଢ଼ି ପାଦ ତଳ ଯାକେ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢୀରେ ଦୋଳି ପକ୍ଷୀଏ ଖାଆନ୍ତି ତାରି କୋଳି।

ଉତ୍ତର: ବରଗଛ।

(୧୨) ପ୍ରଶ୍ନ:- କେଉଁ କାମ ଝିଅ ମାନେ ପଛ ଅପେକ୍ଷା ଆଗରେ କରିବା ପାଇଁ ଭଲ ପାଆନ୍ତି ?

ଉତ୍ତର: ନିଜର ପ୍ରଶଂସା।

(୧୩) ପ୍ରଶ୍ନ:- ପୃଥିବୀର ଲୋକ ସଂଖ୍ୟା ରେ କେତେ ଚାଇନା କେତେ ନମ୍ବର ସ୍ଥାନ ଗ୍ରହଣ କରିଛି ?

ଉତ୍ତର: ଏକ ନମ୍ବର ସ୍ଥାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।