Odisha News Portal

IAS ପରୀକ୍ଷାରେ ପଚାରାଗଲା – ଝିଅମାନେ ତାଙ୍କର ସବୁ ଲୁଗା କେବେ କେଉଁଦିନ କାଢି ଥାନ୍ତି ? ଦମ୍ ଅଛି ଉତ୍ତର କମେଣ୍ଟ ବକ୍ସରେ ଦିଅ ?

ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ମାନେ ହୁଏତ ଜାଣିନଥିବେ । ତେବେ ଆଜିର ସମାଜରେ ତ ଶିକ୍ଷାକୁ ବହୁତ ଗୁରୁତ୍ୱ ପ୍ରଦାନ କରାୟାଉଛି । ଆଜିକା ସମୟରେ ଯଦି କେହ ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ ,

ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ । କେତେକ ଅଂଶରେ ଲିଖିତ ପରୀକ୍ଷା ହେଉଛି ମାତ୍ର ଅଧିକାଂଶ ସମୟରେ ଆପଣ ମାନେ ଯେଉଁଠିକୁ ମଧ୍ୟ ଚାକିରୀ କରିବା ପାଇଁ ଯିବେ ସେହିଠାରେ ଆପଣ ମାନଙ୍କୁ ଇଣ୍ଟରଭ୍ୟୁୟ ବା ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ ।

ସେହି ପରୀକ୍ଷାରେ ଆପଣ ମାନଙ୍କୁ ଯେଉଁ ସମସ୍ତ ପ୍ରଶ୍ନ ପଚାରା ଯାଏ ସେହି ପ୍ରଶ୍ନ ଶୁଣିଲେ ଆପଣ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ସେପରି ପ୍ରଶ୍ନ ଆପଣ ମାନେ କେବେ ଶୁଣିନଥିବେ । ମାତ୍ର ସେହି ପ୍ରଶ୍ନ ଗୁଡିକ ଆପଣଙ୍କର ଦୈନଦୀନ ଜୀବନରେ ବ୍ୟବହାର ହୋଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝିପାରିବେ ନାହିଁ ।

ଏଥିପାଇଁ ଆପଣ ମାନେ ସେହି ସମସ୍ତ ପ୍ରଶ୍ନକୁ ଭଲ ଭାବରେ ଶୁଣିବେ ତାପରେ ତାହାକୁ ଭଲସେ ଚିନ୍ତା କରି ଉତ୍ତର ପ୍ରଦାନ କରିବେ । ଆପଣ ମାନେ ଟିକେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ପ୍ରଦାନ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଜାଣିରଖିବା ଉଚିତ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଯେଉଁ ଜିନିଷ ଯିବା ସମୟରେ ହଳଦିଆ ଦେଖାଯାଏ ମାତ୍ର କିନ୍ତୁ ଫେରିବା ସମୟରେ ଧଳା ହୋଇଥାଏ ?

ଉତ୍ତର–କଦଳୀ

2–କାହାର ଦାନ୍ତ ରହିଛି ମାତ୍ର ସେ କାମୁଡି ପାରେ ନାହିଁ ?

ଉତ୍ତର–ପାନିଆ

3–ଏମିତି କଣ ଯାହାକୁ ଦେଖିହୁଏ ନାହିଁ ମାତ୍ର ସେ ବହୁତ କିଛି ଦେଖାଇଦିଏ ?

ଉତ୍ତର–ସମୟ

4–ଛୁଆ ମାନଙ୍କର ଏମିତି କେଉଁ ଖେଳନା ଅଟେ ଯାହାକୁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମାନେ ମଧ୍ୟ କରୁିପାରନ୍ତି ନାହିଁ ?

ଉତ୍ତର–ଜହ୍ନମାମୁଁ

5–ଏମିତି କେଉଁ ଜିନିଷ ଯାହା ପାଣିରେ ଏଦା ହେଲେ ମଧ୍ୟ ଓଦା ହୁଏ ନାହିଁ ?

ଉତ୍ତର–ଆପଣଙ୍କର ଦେହର ଛାଇ

6–ଝିଅ ମାନେ ତାଙ୍କର ସମସ୍ତ ଲୁଗା କେବେ କାଢିଥାନ୍ତି ?

ଉତ୍ତର–ଯେତେବେଳେ କପଡା ଗୁଡିକ ଓଦା ହୋଇଥିଲା ଏବେ ତାହା ପରେ ଯେତେବେଲେ ତାହା ଶୁଖିଯାଇଛି ସେହି ସମୟରେ ସେମାନେ କପଡା କାଢିନିଅନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।