Odisha News Portal

କିଛି ମଜାଦାର ପ୍ରଶ୍ନ—ଏମିତି କଣ ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରାଇଲେ ଆପଣ ବହୁତ ଖୁସି ହୁଅନ୍ତି ? ତାହା କଣ କମେଣ୍ଟ କର…..

0 3

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ । ଯେଉଁ ପ୍ରଶ୍ନ ଗୁଡିକ ସମ୍ବଦ୍ଧରେ ଆପଣ ମାନେ ଜାଣିନଥିବେ । ତେବେ ଆପଣ ମାନେ ତାହକୁ ଦୈନଦିନ ଜୀବନରେ ବ୍ୟବହାର କରୁଥିବେ ମାତ୍ର ତାହାକୁ ଯଦି କେହି ବୁଲେଇ ବାଙ୍କି ଆପଣଙ୍କୁ ସେହି କତା ବିଷୟରେ ପ୍ରଶ୍ନ ଆକାରରେ ପଚାରେ ତେବେ ତାହାର ଉତ୍ତର ଆପଣ ମାନେ ପ୍ରଦାନ କରିପାରିବେ ନାହିଁ । ତେବେ ସେହିପରି କିଛି ପ୍ରଶ୍ନ ବିଷୟରେ ଆମେ ଆପଣ ମାନଙ୍କୁ କହିବୁ । ଏହି ପ୍ରଶ୍ନ ଗୁଡିକ ବିଶେଷ କରି ଅନେକ କ୍ଷେତ୍ରରେ ଆପଣ ମାନଙ୍କୁ ବହୁତ ସାହାର୍ଯ୍ୟ ମଧ୍ୟ କରିବ ଏବଂ ଏହା ଦ୍ୱାରା ଆପଣ ମାନେ ବହୁତ କିଛି ଶିକ୍ଷା ମଧ୍ୟ ପାଇବେ ।

କାରଣ ଶିକ୍ଷା ସବୁବେଳେ ଆମେ ମାନେ ଗ୍ରହଣ କରିଥାଉ ବିଦ୍ୟାଳୟକୁ ଯାଉ କି ନଯାଉ ମାତ୍ର ପ୍ରତ୍ୟେକ ସମୟରେ ଆମେ କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଉ । ଏହା ପରେ ବି ମଧ୍ୟ ଆମ ଜୀବନରେ ଶିକ୍ଷା କେବେ ସମାପ୍ତ ହୁଏ ନାହିଁ କାରଣ ତାହା ଅସରନ୍ତି ଭଣ୍ଡାର ଅଟେ । ତାହା କେବେ ସରେ ନାହିଁ । ଜୀବନର ପ୍ରତ୍ୟେକ ମୂହୂର୍ତ୍ତରେ ଆମେ ମାନେ ଶିକ୍ଷା ଗ୍ରହଣ କରିଥାଉ । ତେବେ ଆସନ୍ତୁ ଜାଣିବା ସେପରି କିଛି ପ୍ରଶ୍ନ ବିଷୟରେ ।

1–ପକ୍ଷୀ ନାହିଁ ତାର , ଆଖି ନାହିଁ ତାର ନାହିଁ ତାର ହାଡ ମାଂସ ସେ କିନ୍ତୁ ଉଡଇ ହଜାର ମାଇଲ ଦୂର

ଉତ୍ତର–ଉଡାଜାହାଜ

2–ଜନମ ନିଏ ମୁଁ ପୋଷାକ ପିନ୍ଧି ବଡ ହେଲେ ମୁଁ ଫୁଙ୍ଗୁଳା ମଣିଶ ହିତରେ ଜୀବନ ଯାଏ ମୋର ନାମ କୁହ ନକରି ହେଳା

ଉତ୍ତର–ବାଉଁଶ

3–ଗୋଟିଏ ରୁମାଲରେ ଚାରିଟି କୋଣ ଗୋଟିଏ କାଟିଦେଲେ କେତେ କୋଣ ରହିବ

ଉତ୍ତର–5 ଟି

4–ସଳଖ ମୋର ଗୋଡ , ମୁହଁଟି ମୋର ବଙ୍କା , ବଙ୍କା ଲୋକର ପାଖରେ ଥିଲେ ନଥାଏ ତାର ସଙ୍କା

ଉତ୍ତର–ବଙ୍କୁଲି ବାଡି

5–ପାହାଡ ଉପରୁ ଖସିଲା ଭାସୁ ତାର ଦେହରେ କଣ୍ଟା ସାଲୁ ବାଲୁ

ଉତ୍ତର–ପଣସ

6.ଏମିତି କଣ ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରାଇଲେ ଆପଣ ବହୁତ ଖୁସି ହୁଅନ୍ତି ?


ଉତ୍ତର–ମୁଦି

7–ଭିତରକୁ ଯାଏ ନୀଳ ହୋଇ ବାହାରକୁ ଆସେ ନାଲି ହୋଇ

ଉତ୍ତର– ଖିଲି ପାନ

8–ଏମିତି କଣ ହୋଇଥାଏ ଯାହା ଛୋଟ ବେଳେ ସବୁଜ , ଜବାନୀରେ କଳା ଏବେ ବୁଢା ସମୟରେ ଲାଲ ହୋଇଥାଏ ?

ଉତ୍ତର–ମେହେନ୍ଦି

9–ତାହା କେଉଁ ଜିନିଷ ଅଟେ ଯାହାକୁ ସମସ୍ତେ ଶୋଇବା ପୂର୍ବରୁ କାଢି କରି ଶୋଇଥାନ୍ତି ?

ଉତ୍ତର–ଜୋତା ବା ଚପଲ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।