ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହାକୁ ଆପଣ ମାନେ ଜାଣିନଥିବେ । ଆଜିକା ସମୟରେ ଯଦି କେହି ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ତେବେ ଯଦି ଆପଣ ମାନେ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ବହୁତ ପାଠ ମଧ୍ୟ ପଢିଛନ୍ତି ତେବେ ଆପଣ ମାନେ ସମସ୍ତ କଥା ବିଷୟରେ ଜାଣିଥିବେ । ମାତ୍ର ବେଳେ ବେଳେ ଏମିତି ହୋଇଥାଏ କି ଆମ ମାନେ କେତେକ କଥା ବିଷୟରେ ଜାଣିନଥାଉ , ତେବେ ତାହା ଆମ ପାଠରେ ନଥାଏ ମାତ୍ର ଆମେ ମାନେ ତାହାକୁ ଆମର ଦୈନଦିନ ଜୀବନରେ ସର୍ବଦା ବ୍ୟବହାର କରୁଥିବୁ ।
ତେବେ ସେହି ସମୟରେ ଯଦି କେହି ବ୍ୟକ୍ତି ଆମକୁ ଏପରି କିଛି ପ୍ରଶ୍ନ ପଚାରିଦିଏ ଏବଂ ଆମେ ମାନେ ତାହାର ଉତ୍ତର ପ୍ରଦାନ କରିପାରୁନଥାଉ ତାହେଲେ ଆମେ ମାନେ ସେହିଠାରେ ବହୁତ ଅପମାନିତ ହେଉ । କାହିଁକିନା ଏତେ ପାଠ ପଢି ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିବାନି ତାହା ତ ବହୁତ ଲଜ୍ୟାକର ଘଟଣା ଅଟେ । କାହିଁକିନା ସମସ୍ତେ ଯେତେ ପାଠ ପଡିଲେ ମଧ୍ୟ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ନାହିଁ । କାରଣ ଜ୍ଞାନ କେବେ ସରେ ନାହିଁ ତାହା ସବୁବେଳେ ଅଧୁରା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ବିଷୟରେ କହିବୁ ।
ତେବେ ଆମେ ମାନେ ଆପଣ ମାନଙ୍କୁ ଯେଉଁ ପ୍ରଶ୍ନ ବିଷୟରେ କହିବୁ ତାହା ଆପଣ ମାନେ ପ୍ରଥମେ ନେଗେଟିଭ ମାଇଣ୍ଡକୁ ନେବେ ନାହିଁ କାରଣ ପ୍ରଶ୍ନଟି ଶୁଣିଲେ ଆପଣ ମାନଙ୍କୁ ବହୁତ ଖରାପ ଲାଗିବ ମାତ୍ର ଟିକେ ମୁଣ୍ଡ ଖଟାଇଲେ ତାହାର ସଠିକ ଉତ୍ତର ଆପଣ ମାନେ ପାଇପାର୍ବେ । ତେଣୁ ଆପଣ ମାନେ ଟିକେ ଧ୍ୟାନ ସହକାର ସମସ୍ତ ପ୍ରଶ୍ନ ଶୁଣିବେ ଏବେ ତାହାର ପଜିଟିଭ ଉତ୍ତର ପ୍ରଦାନ କରିବେ ।
1– ତାହା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ ତାଙ୍କୁ ବହୁତ କାଟେ ଏବଂ ସେମାନେ ବହୁତ ଚିଲାନ୍ତି

ଉତ୍ତର–ଗହଣା ଲଗାଇବା ଲାଗି
2–ମହିଳା ମାନେ ତାଙ୍କର ସାଢୀ ତଲେ କଣ ପିନ୍ଧନ୍ତି
ଉତ୍ତର–ଚପଲ
3–ଏମିତି କେଉଁ ଜିନିଷ ଯାହା ଗାଈର ଆଗରେ ଏବଂ ଝିଅ ମାନଙ୍କର ପଛରେ ରହିଥାଏ ?

ଉତ୍ତର–w (cow women)
4–କଣ ଲେଇଟା ଯାହାକୁ ଛେପ ଲଗାଇ ସିଧା କରାନ୍ତି ଏବଂ କଣା ଭିତରେ ପୁରାନ୍ତି
ଉତ୍ତର–ସୂତାରେ ଛୋପ ଲଗାଇ ସିଧା କରନ୍ତି ଏବଂ ଛୁଞ୍ଚିର କଣାରେ ପୁରାଇଦିଅନ୍ତି ।
5–କଣ ସେଇଟା ଯାହା ଗାଇ ମାନଙ୍କର 4 ଟା ଏବଂ ମହିଳା ମାନଙ୍କର 2 ଟା ରହିଥାଏ
ଉତ୍ତର–ଗୋଡ
6–ତାହା କଣ ଯାହା ଅଧା ପୁରାଇଲେ କାଟେ ଏବଂ ପୂରା ପୁରାଇଦେଲେ ଆରାମ ଲାଗେ
ଉତ୍ତର–ଚୁଡି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।