Odisha News Portal

IAS – ପ୍ରଶ୍ନ । ଝିଅ ମାନଙ୍କ କେଉଁ ଦୁଇଟି ଜିନିଷ ସମସ୍ତେ ଦେଖିଥାନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ? ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0 8

ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ । ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ । କାହିଁକିନା ଏହା ହେଉଛି କମ୍ପଡିସନର ଯୁଗ , ଏହି କମ୍ପଡିସନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ କିପରି ସର୍ବଦା ସମସ୍ତଙ୍କ ଆଗରେ ରହିବେ । ଏଥିପାଇଁ ବହୁତ ପାଠ ପଢିଥାନ୍ତି ଏବଂ ବହୁତ ପଦବୀରେ ସାମିଲ ହୋଇଥାନ୍ତି ।

ସମସ୍ତଙ୍କର ଚଏସ ସମାନ ହୋଇନଥାଏ ତେଣୁ ସମସ୍ତେ ଏକା ପଦବୀରେ ରହିନଥାନ୍ତି । ଏହା ସହିତ ଯେଉଁ ପଦବୀରେ ରହିବା ପାଇଁ ହେଲେ ଆପଣ ମାନଙ୍କୁ ପ୍ରଥମେ ଇଣ୍ଟରଭୁୟର ସାମ୍ନା କରିବାକୁ ପଡେ ସେତିରେ ପାସ ହେଲେ ଆପଣ ନିଜ ରାସ୍ତାରେ ପହଞ୍ଚିପାରିବେ ।

ସେହି ସମସ୍ତ ଇଣ୍ଟରଭ୍ୟୁୟ ମଧ୍ୟରୁ ଆଇଏସ ଇଣ୍ଟରଭ୍ୟୁୟ ହୋଇଥାଏ ଅନ୍ୟତମ , ଆଇଏଏସ ର ଇଣ୍ଟରଭିୟୁ ରେ ବିଶେଷଜ୍ଞ ପ୍ରାର୍ଥୀଙ୍କର ଇଣ୍ଟରଭିୟୁ ନେଇଥାନ୍ତି ଏବଂ ଏଠାରେ ଯେଉଁମାନେ ନିଜର ଉତ୍ତମ ଜ୍ଞାନ କୁ ପରିପ୍ରକାଶ କରନ୍ତି ଓ ଉପସ୍ଥିତ ବୁଦ୍ଧି କୁ ବ୍ୟବହାର କରନ୍ତି ସେମାନେ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପାରନ୍ତି ଓ ଦେଶର ସବୁଠାରୁ ବଡ଼ ପ୍ରଶାସନିକ ଚାକିରି କରି ଦେଶ ର ସେବା କରିବାକୁ ସୁଯୋଗ ପାଇଥାନ୍ତି । ଆଇଏଏସ ର ଇଣ୍ଟରଭିୟୁ ରେ କିଛି ଏମିତି ପ୍ରଶ୍ନ ପଚରା ଯାଇଥାଏ, ଯାହା ଆପଣଙ୍କୁ ଉପସ୍ଥିତ ବୁଦ୍ଧି ଓ ସୃଜନଶୀଳତା ଆଧାରରେ ଦେବାକୁ ପଡ଼ିବ। ଆସନ୍ତୁ ସେହିଭଳି କିଛି ପ୍ରଶ୍ନ ସମ୍ବଦ୍ଧରେ ।

1–ଏମିତି କଣ ଜିନିଷ ଝିଅ ମାନଙ୍କ ପାଖରେ ରହିଛି ଯାହାକୁ ସବୁ ପୁଅମାନେ ଦେଖନ୍ତି କିନ୍ତୁ ଛୁଇଁବା ପାଇଁ ସହାସ କରନ୍ତି ନାହିଁ । ଆଉ ଯିଏ ଛୁଇଁ ଦିଏ ସେ ତାର ନିଜର ହୋଇଯାଏ ।

ଉତ୍ତର- ଝିଅର ହୃଦୟକୁ ସମସ୍ତେ ସ୍ପର୍ଶ କରି ପାରିବେ ନାହିଁ ଏବଂ ଯିଏ ତାକୁ ସ୍ପର୍ଶ ବା ଜୟ କରି ପାରିବ ସେ ତାର ଜୀବନସାଥି ପାଲଟି ଯାଇଥାଏ ।

2– ନାରୀର ଏହି ଜିନିଷ କୁ କୌଣସି ବୟସର ବ୍ୟକ୍ତି ବିଶେଷ ମାନେ ସ୍ପର୍ଶ କରିପାରିବେ ନାହିଁ । ଏହା ସମ୍ଭବ ଲାଗୁଥିଲେ ମଧ୍ୟ ଅସମ୍ଭବ, ତାହା କଣ ଅଟେ ?

ଉତ୍ତର- ଏହା ହେଉଛି ଗୋଟିଏ ଝିଅର ମାନସିକ କଷ୍ଟ, ଦୁଃଖ ବା ଯନ୍ତ୍ରଣା ।

3–ଝିଅ ମାନଙ୍କର କେଉଁ ଦୁଇଟି ଜିନିଷକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ?


ଉତ୍ତର- ସମ୍ମାନ ଏବଂ ସଂସ୍କାର , ଏହି ଦୁଇଟି ଜିନିଷକୁ ସଭିଏଁ ଦେଖନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ବା ନେଇ ପାରନ୍ତି ନାହିଁ ।

4–ଜଣେ ନାରୀର ତାର ସମସ୍ତ ଜିନିଷ ତାର ସ୍ୱାମୀ ଦେଖିଥାଏ ମାତ୍ର କେବଳ ଗୋଟିଏ ଜିନିଷ ଦେଖି ପାରିନଥାଏ

ଉତ୍ତର–ସ୍ତ୍ରୀ ର ବିଧବା , କାରଣ ସ୍ୱାମୀ ମରିବା ପରେ ସ୍ତ୍ରୀଟି ବିଧବା ହୋଇଥାଏ ।

5–କୁହନ୍ତୁ ଏମିତି କଣ ଜିନିଷ ଝିଅ ମାନଙ୍କ ପାଖରେ ରହିଛି ଯାହାକୁ ସବୁ ପୁଅମାନେ ଦେଖନ୍ତି କିନ୍ତୁ ଛୁଇଁବା ପାଇଁ ସହାସ କରନ୍ତି ନାହିଁ।ଆଉ ଯିଏ ଛୁଇଁ ଦିଏ ସେ ତାର ନିଜର ହୋଇଯାଏ ?

ଉତ୍ତର- ଝିଅର ହୃଦୟକୁ ସମସ୍ତେ ସ୍ପର୍ଶ କରି ପାରିବେ ନାହିଁ ଏବଂ ଯିଏ ତାକୁ ସ୍ପର୍ଶ ବା ଜୟ କରି ପାରିବ ସେ ତାର ଜୀବନସାଥି ପାଲଟି ଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।