Odisha News Portal

IAS ଇଣ୍ଟରଭିୟୁରେ ପଚରା ଯାଉଥିବା କିଛି ପ୍ରଶ୍ନ : ଚା’ କୁ ଶୁଦ୍ଧ ଓଡିଆରେ କ’ଣ କୁହନ୍ତି, 90% ଲୋକ ଜାଣି ନାହାନ୍ତି ଏହାର ଉତ୍ତର

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ୟୁପିଏସ ପରିକ୍ଷା ପାସ କରିବା ବହୁତ କଷ୍ଟକର ହୋଇଥାଏ , ଯାହାକୁ ପାସ କରିବା ପାଇଁ ପିଲାମାନେ ଅନେକ ପରିଶ୍ରମ କରିଥାନ୍ତି । ଏହା କଷ୍ଟକର ହେଲେ ମଧ୍ୟ ଏହି ପରିକ୍ଷା ଦେଇଥାନ୍ତି , ପରୀକ୍ଷା ଏତେ କଷ୍ଟକର ହୋଇଥାଏ ଯେ ବହୁତ କମ ପିଲା ଏଥିରେ ପାସ କରିଥାନ୍ତି । ଏହାଛଡା ୟୁପିଏସ ପରିକ୍ଷା ବିଷୟରେ ଏହା ମଧ୍ୟ କୁହାଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣରେ ହୋଇଥାଏ । ଏମିତି ଅନେକ ପିଲା ମାନେ ରହିଛନ୍ତି ଯେଉଁମାନେ ଆଇପିଏସ ପାଇଁ ବହୁତ ମନ ଧ୍ୟାନ ଦେଇ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ୟୁପିଏସ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର – ଅଣ୍ଡା ।

2 ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀ ମାନେ ସବୁଦିନ କରନ୍ତି ?
ଉତ୍ତର – ମଥାରେ ସିନ୍ଦୁର ଦେବା ।

3 କେଉଁ ବହି ଯାହା କେବେ ଛପା ଯାଏ ନାହିଁ ?
ଉତ୍ତର – ଫେସବୁକ୍ ।

4 କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?
ଉତ୍ତର – ମହାକାଶ ।

5 ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର – ମୃତ୍ୟୁ ।

6 – ଚା’ କୁ ଶୁଦ୍ଧ ଓଡିଆରେ କ’ଣ କୁହନ୍ତି ?
ଉତ୍ତର – ଚାହା

7 ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ୱେବି ବଜାରରେ ବିକା ଯାଏ ନାହିଁ ?
ଉତ୍ତର – ଧର୍ଯ୍ୟର ଫଳ ।

8 ଗୋଟିଏ କ୍ରିକେଟ ବଲର ଓଜନ କେତେ ଗ୍ରାମ ?
ଉତ୍ତର 163 ଗ୍ରାମ ।

9 ଭାରତ ରନ୍ତ୍ର ପାଇଥିବା ପ୍ରଥମ ଭାରତୀୟ ଖେଳାଳିଙ୍କ ନାମ କଣ ?
ଉତ୍ତର – ସଚୀନ ତେନ୍ଦୁଲକର ।

10 କେଉଁ ପ୍ରାଣୀ ବାୟୁରୁ ମୁକ୍ତ ଅମ୍ଳଜାନ ଗ୍ରହଣ କରିପାରେ ନାହିଁ ?
ଉତ୍ତର – ମାଛ .

11 ରାମୟଣରେ କେତୋଟି ଅଧ୍ୟାୟ ରହିଛି ?
ଉତ୍ତର – 7 ଟି ।

12 କୁମ୍ଭୀର କାହା ଦ୍ୱାରା ଶ୍ୱାସକ୍ରିୟା କରିଥାଏ ?
ଉତ୍ତର – ଫୁସଫୁସ ।

13 ଲାକ୍ଷାଦ୍ୱୀପର ରାଜଧାନୀର ନାମ କଣ ?
ଉତ୍ତର – କାଭାରାତି ।

14 ପାରାଦୀପ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର – ଜଗତସିଂହପୁର ।

15ଡେଣା ନଥାଇ ଆକାଶରେ ଉଡେ ମଣିଷକୁ ଝାମ୍ପି ନିଏ ?
ଉତ୍ତର – ଆକାଶ ଛତା ।

16 ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?
ଉତ୍ତର – ସୂର୍ଯ୍ୟ ଏବଂ ଚନ୍ଦ୍ର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।