Odisha News Portal

ias interview Question – ଝିଅ ମାନଙ୍କର ଶରୀର ର କେଉଁ ଅଂଶରୁ ଝାଳ ବୋହେ ନାହିଁ ? ଝିଅଟିର ଉତ୍ତର ଶୁଣିଲେ ହୋଇଯିବେ ଅବାକ୍

ବନ୍ଧୁଗଣ ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇ ଆସିଛୁ ଯେଉଁ ସବୁ ପ୍ରଶ୍ନର ଉତ୍ତର ଟିକିଏ ଭିନ୍ନ ପ୍ରକାରର ହୋଇଥାଏ।କାରଣ କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥିବାରୁ ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ଆମକୁ ପଚାରି ଥାଆନ୍ତି। ସେହିଭଳି ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।କାରଣ ଏଭଳି ପ୍ରଶ୍ନ ର ଉତ୍ତର ବହୁତ୍ କୋତୁକିଆ ଏବଂ ଏହା ଯେହେତୁ ଟିକେ ଭିନ୍ନ ପ୍ରକାରର ସେଥିପାଇଁ ଏହା ସମସ୍ତଙ୍କ ପାଇଁ ସହଜ ହୋଇ ନଥାଏ।

ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ ଟିକିଏ ବୁଦ୍ଧି ଖଟାଇବାକୁ ପଡ଼ିବ ଏବଂ ସହଜରେ ଏହାର ଉତ୍ତର ଆପଣ ପାଇଯିବେ। ଆଉ ଆପଣଙ୍କୁ କହି ରଖୁଛୁ ଯେ ଏହା କେବଳ ମନୋରଞ୍ଜନ ଉପରେ ଆଧାରିତ ଅଟେ।

ପ୍ରଶ୍ନ ୧- ଝିଅ ମାନଙ୍କର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ ?
ଉତ୍ତର –ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜ। ଯାହାର ଉତ୍ତର ହେଉଛି ଲେଡିଜ୍ ଫିଙ୍ଗର ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା।

ପ୍ରଶ୍ନ ୨- ଝିଅ ମାନଙ୍କର ଶରୀର ର କେଉଁ ଅଂଶରୁ ଝାଳ ବୋହେ ନାହିଁ ?
ଉତ୍ତର- ଉଭୟ ପୁଅ ଏବଂ ଝିଅ ମାନଙ୍କର ଓଠ ରୁ ଝାଳ ବୋହେ ନାହିଁ।

ପ୍ରଶ୍ନ ୩- ଝିଅ ମାନଙ୍କର କେଉଁ ଜିନିଷ ଯାହା ବଢ଼ିଥାଏ କିନ୍ତୁ କେବେ କମେ ନାହି୍ଁ ?
ଉତ୍ତର – ଉଚ୍ଚତା ଏବଂ ବୟସ।ଏହା ବଢ଼ିଥାଏ କିନ୍ତୁ କମି ନଥାଏ।

ପ୍ରଶ୍ନ ୪- କୁହନ୍ତୁ ଦେଖିବା ସୁହାଗ ରାତି ରେ ଗୋଟିଏ ସ୍ତ୍ରୀ ନିଜ ସ୍ବାମୀ କୁ କଣ ଦେଇଥାଏ?
ଉତ୍ତର – କ୍ଷୀର। ସ୍ତ୍ରୀ ସ୍ୱାମୀକୁ ଏହିଦିନ କ୍ଷୀର ପିଇବାକୁ ଦେଇଥାଏ।

ପ୍ରଶ୍ନ ୫- ଏମିତି କଣ ଜିନିଷ ଅଛି ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ ବା ଜୁଆଁ କଦଳୀ।

ପ୍ରଶ୍ନ ୬- ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ ସମସ୍ତଙ୍କୁ ବହୁତ୍ ଭଲ ଲାଗେ ଏବଂ ଆକର୍ଷିତ କରିଥାଏ?
ଉତ୍ତର- ସେମାନଙ୍କର ସ୍ନେହ ଏବଂ ମମତା। ସମସ୍ତଙ୍କୁ ନିଜର କରିବାର କଳା ସମସ୍ତଙ୍କୁ ଭଲ ଲାଗେ।

ପ୍ରଶ୍ନ ୭- ଏମିତି କଣ ଅଛି ଯାହା ଝିଅ ମାନଙ୍କର ଗୋଲ ଗୋଲ ହୋଇଥାଏ ଏବଂ ପୁଅ ମାନଙ୍କର ଲମ୍ବା ହୋଇଥାଏ?
ଉତ୍ତର- ଝିଅଙ୍କ ମଥାର ବିନ୍ଦୁ ଓ ପୁଅଙ୍କ ତିଳକ ବା ଟୀକା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।