Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯ ଲୋକ ହେଲେ ଫେଲ୍ ..ଆପଣ କହିପାରିବେ କି ?
ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ । କାହିଁକିନା ଏହା ହେଉଛି କମ୍ପଡିସନର ଯୁଗ , ଏହି କମ୍ପଡିସନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ କିପରି ସର୍ବଦା ସମସ୍ତଙ୍କ ଆଗରେ ରହିବେ । ଏଥିପାଇଁ ବହୁତ ପାଠ ପଢିଥାନ୍ତି ଏବଂ ବହୁତ ପଦବୀରେ ସାମିଲ ହୋଇଥାନ୍ତି ।
ସମସ୍ତଙ୍କର ଚଏସ ସମାନ ହୋଇନଥାଏ ତେଣୁ ସମସ୍ତେ ଏକା ପଦବୀରେ ରହିନଥାନ୍ତି । ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l
ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।
1–ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ ?
ଉତ୍ତର–ବିଶ୍ୱାମିତ୍ର
2–କେଉଁ ଯୁଗରେ ଭଗବାନ ବିଷ୍ନୁ ରାମଙ୍କର ଅବତାର ଧାରଣ କରିଥିଲେ ?
ଉତ୍ତର–ତ୍ରେତୟା ଯୁଗ
3–ରାମଙ୍କର ଗୁରୁ କିଏ ?
ଉତ୍ତର–ବିଶ୍ୱାମିତ୍ର
4–ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁବରଣ କରିଥିଲେ ?
ଉତ୍ତର–ଯାମି (ଯମଙ୍କର ଉଭଣୀ )
5–ହିନ୍ଦୁ ପୁରାଣ ଅନୁସାରେ ପ୍ରଥମେ କିଏ ମୃତ୍ୟୁବରଣ କରିଥିଲେ ?
ଉତ୍ତର–ଯମ
6–ଯୁଧିଷ୍ଟିରଙ୍କର ପରେ କିଏ ସିଂହାସନରେ ବସିଥିଲେ ?
ଉତ୍ତର–ପରୀକ୍ଷିତ
7–ଅର୍ଜୁନଙ୍କ ଗାଣ୍ଡିବ ଧନୁ କିଏ ଉପହାରରେ ଦେଇଥିଲେ ?
ଉତ୍ତର–ଅଗ୍ନିଦେବ
8–ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ କରା?eଇଥିଲା ?
ଉତ୍ତର–ଅନନ୍ତବର୍ମା ଚୋଡଗଙ୍ଗଦେବ ।
9–ଚାରିଧାମ ମଧ୍ୟରୁ କେଉଁ ଧାମ ସ୍ରେଷ୍ଟ ଅଟେ ?
ଉତ୍ତର–ଜଗନ୍ନାଥ ଧାମ ।
10–ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀ ମାନଙ୍କୁ ଉଡିବାର ଦେଖା ହୋଇନଥାଏ ?
ଉତ୍ତର–ଗରୁଡଙ୍କର ଉପସ୍ଥିତି ଯୋଗୁଁ ।
11–ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଧାରଣ କରିବାର ପରମ୍ପରା ପ୍ରଥମେ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ ?କରାଯାଇଥିଲା
ଉତ୍ତର–କପିଳେନ୍ଦ୍ର ଦେବ ।
12—ଝିଅ ମାନଙ୍କର କେଉଁ ଦୁଇଟି ଜିନିଷକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ?
ଉତ୍ତର- ସମ୍ମାନ ଏବଂ ସଂସ୍କାର , ଏହି ଦୁଇଟି ଜିନିଷକୁ ସଭିଏଁ ଦେଖନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ବା ନେଇ ପାରନ୍ତି ନାହିଁ ।
13–ଜଣେ ନାରୀର ତାର ସମସ୍ତ ଜିନିଷ ତାର ସ୍ୱାମୀ ଦେଖିଥାଏ ମାତ୍ର କେବଳ ଗୋଟିଏ ଜିନିଷ ଦେଖି ପାରିନଥାଏ
ଉତ୍ତର–ସ୍ତ୍ରୀ ର ବିଧବା , କାରଣ ସ୍ୱାମୀ ମରିବା ପରେ ସ୍ତ୍ରୀଟି ବିଧବା ହୋଇଥାଏ ।
14–କୁହନ୍ତୁ ଏମିତି କଣ ଜିନିଷ ଝିଅ ମାନଙ୍କ ପାଖରେ ରହିଛି ଯାହାକୁ ସବୁ ପୁଅମାନେ ଦେଖନ୍ତି କିନ୍ତୁ ଛୁଇଁବା ପାଇଁ ସହାସ କରନ୍ତି ନାହିଁ।ଆଉ ଯିଏ ଛୁଇଁ ଦିଏ ସେ ତାର ନିଜର ହୋଇଯାଏ ?
ଉତ୍ତର- ଝିଅର ହୃଦୟକୁ ସମସ୍ତେ ସ୍ପର୍ଶ କରି ପାରିବେ ନାହିଁ ଏବଂ ଯିଏ ତାକୁ ସ୍ପର୍ଶ ବା ଜୟ କରି ପାରିବ ସେ ତାର ଜୀବନସାଥି ପାଲଟି ଯାଇଥାଏ ।
15–ଉପରେ ଥିବା ଜୀବର ନାମ କଣ
ଉତ୍ତର–ବଜ୍ରକାପ୍ତା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।