Odisha News Portal

IAS ଇଣ୍ଟରଭିୟ୍ୟୁ ପ୍ରଶ୍ନ — ଝିଅମାନଙ୍କର କେଉଁ ଅଙ୍ଗ ରାତି ହେବା ମାତ୍ରକେ ବଡ଼ ହୋଇଯାଇଥାଏ ? ଉତ୍ତର ଆପଣ ଙ୍କ ପାଖରେ ଅଛି କି ?

ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ମାନେ ହୁଏତ ଜାଣିନଥିବେ । ସମାଜ ପରିବର୍ତ୍ତନ ହେବା ସହ ସମାଜର ତାଳେ ତାଳେ ଲୋକମାନେ ମଧ୍ୟ ଚାଲିଛନ୍ତି । ଆଜିକା ସମୟରେ ଯଦି କେହି ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ । ।

ସେହି ପରୀକ୍ଷାରେ ଆପଣ ମାନଙ୍କୁ ଯେଉଁ ସମସ୍ତ ପ୍ରଶ୍ନ ପଚାରା ଯାଏ ସେହି ପ୍ରଶ୍ନ ଶୁଣିଲେ ଆପଣ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ସେପରି ପ୍ରଶ୍ନ ଆପଣ ମାନେ କେବେ ଶୁଣିନଥିବେ । ମାତ୍ର ସେହି ପ୍ରଶ୍ନ ଗୁଡିକ ଆପଣଙ୍କର ଦୈନଦୀନ ଜୀବନରେ ବ୍ୟବହାର ହୋଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝିପାରିବେ ନାହିଁ ।

ଏଥିପାଇଁ ଆପଣ ମାନେ ସେହି ସମସ୍ତ ପ୍ରଶ୍ନକୁ ଭଲ ଭାବରେ ଶୁଣିବେ ତାପରେ ତାହାକୁ ଭଲସେ ଚିନ୍ତା କରି ଉତ୍ତର ପ୍ରଦାନ କରିବେ । ଆପଣ ମାନେ ଟିକେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ପ୍ରଦାନ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଜାଣିରଖିବା ଉଚିତ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା ସେ ବିଷୟରେ >

1–ଭାରତରେ ସମୁଦାୟ କେତୋଟି ରେଲୱେ ଷ୍ଟେସନ ରହିଛି ?

ଉତ୍ତର–8326 ଟି

2–ଭାରତର ତାହା କେଉଁ ଗାଁ ଯେଉଁଠାରେ ସମସ୍ତଙ୍କ ଘରେ କବାଟ ନଥାଏ ?

ଉତ୍ତର–ସାମି ସିଗନାପୁର

3–କାଗଜ ବନେଇବା ପାଇଁ କେଉଁ ଗଛର ଉପଯୋଗ କରିଥାନ୍ତି ?

ଉତ୍ତର–ବାଉଁଶ ଗଛ

4–ଏକ ଟଙ୍କାରେ କେତେ ଅଣା ହୋଇଥାଏ ?

ଉତ୍ତର–16 ଅଣା

5– ସାତ ଦ୍ୱିପର ନଗର କାହାକୁ କୁହାଯାଏ ?

ଉତ୍ତର— ମୁମ୍ବା

6.ମନୁଷ୍ୟର କେଉଁ ଅଙ୍ଗ ରାତି ହେବା ମାତ୍ରକେ ବଡ଼ ହୋଇଯାଇଥାଏ

ଉତ୍ତର–ଆଖିର ପତା

7–କେଉଁ ଦେଶରେ ସବୁଠାରୁ ଅଧିକ ମଦ ପିଇଥାନ୍ତି ?

ଉତ୍ତର–ଅଷ୍ଟ୍ରେଲିଆ

8–ହୋଣ୍ଡା କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର–ଜାପାନ

9–ଭାରତର କେତୋଟି ରାଦ୍ୟର ନାମରେ ପ୍ରଦେଶ ଶବ୍ଦ ଆସିଥାଏ ?

ଉତ୍ତର–5 ଟି ରାଜ୍ୟ

10–ବିଶ୍ୱର ସବୁଠାରୁ ବଡ ସ୍କୁଲ କେଉଁଟା ଅଟେ ?

ଉତ୍ତର–ମଣ୍ଟେଶ୍ୱରୀ ସ୍କୁଲ

11–ଦୁନିଆର ସବୁଠାରୁ ପ୍ରଥମ ୱେବ ସାଇଟ କଣ ?

ଉତ୍ତର–ଇନଫୋ.ସାଆରନ.ସିଏଚ

12–ପୃଥିବୀ ଠାରୁ ଚନ୍ଦ୍ର ଦୂରତା କେତେ ଦୂର ?

ଉତ୍ତର–3 ଲକ୍ଷ 84 ହଜାର 400 କିମି

13 ଭାରତରେ ସବୁଠାରୁ ପ୍ରଥମ ସୂର୍ଯ୍ୟୋଦୟ କୋଉଁଠାରେ ହୋଇଥାଏ ?

ଉତ୍ତର–ଅରୁଣାଚଳ ପ୍ରଦେଶ

14 ଶରୀର କେଉଁ ଅଂଗରେ ତେଲ ଲଗାଇବା ଦ୍ଲାରା କାନ ସଫା ହୋଇଥାଏ ?

ଉତ୍ତର– ନାଭିରେ

15–ହଳଦିଆ ନଦୀ କେଉଁ ଦେଶରେ ଅବସ୍ଥିତ ?

ଉତ୍ତର–ଚୀନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।