IAS -ଇଣ୍ଟରଭିୟ୍ୟୁ ରେ ପଚରାଗଲା !–ଏମିତି କଣ ଅଛି ଯାହାକୁ ସ୍ତ୍ରୀ କେବେ ବି ନିଜ ସ୍ବାମୀକୁ ଦେଇନଥାଏ ? ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…
ଆପଣ ମାନେ ତ ଜାଣନ୍ତି କି ଆଜିର ସମୟରେ ଶିକ୍ଷାକୁ କେତେ ଗୁରୁତ୍ୱ ପ୍ରଦାନ କରାଯାଏ , ତେବେ ଆଗ ଅପେକ୍ଷା ଏହି ସମାଜରେ ଏବେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ଶିକ୍ଷାକୁ । କାରଣ ଶିକ୍ଷା ଯେତେ ବଢିବ ଆମ ଦେଶ ସେତେ ଉନ୍ନତି କରିବ । ଏହା ବ୍ୟତୀତ ଆଗ ସମୟର ଶିକ୍ଷା ଯେପରି ଥିଲା ଏବେ ସେହି ଶିକ୍ଷାରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । କାରଣ ଆମ ସମାଜ ଏବେ ଆଧୁନିକ ସମାଜରେ ପରିଣତ ହେବାକୁ ଯାଇଛି , ତେବେ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ହେବାରୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ତେବେ ଆପଣ ମାନେ ତ ଜାଣନ୍ତି କି ଆଗ ସମୟରେ ଆମେ ମାନେ ଯଦି କୌଣସି ଚାକିରୀ କରିବାକୁ ଯାଉ ତେବେ ସେତେବେଳେ ଆମକୁ ପରୀକ୍ଷା ଦେବା ପାଇଁ ପଡୁଥିଲା ତେବେ ଏବେ ମଧ୍ୟ ସେହି ପ୍ରକାର ପରୀକ୍ଷା ଦେବା ପାଇଁ ପଡୁଛି ମାତ୍ର ସେତେବେଳେ ସେହି ପରୀକ୍ଷା ଲିଖିତ ତିଲା ମାତ୍ର ଏବେ ମୌଖିକର ରୂପ ଧାରଣ କରିଛି ।
ଅର୍ଥାତ ଏବଂ ଆପଣ ମାନେ ଯାହା ମଧ୍ୟ ଚାକିରୀ କରିବା ପାଇଁ ଯିବେ ତେବେ ପ୍ରଥମେ ଆପଣ ମାନଙ୍କୁ ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡିବ । ଇଣ୍ଟରଭ୍ୟୁୟ ଦେବା ପରେ ସେଥିରେ ଉର୍ତ୍ତିଣ୍ଣ ହେଲେ ଆପଣ ମାନଙ୍କୁ ସେହି ଚାକିରୀ ପ୍ରାପ୍ତ ହେବ । ତେବେ ଏବେ ସେହି ପରୀକ୍ଷା ପାଇଁ ଆପମ ମାନଙ୍କୁ ମଧ୍ୟ ବହୁତ କଷ୍ଟ କରିବା ପାଇଁ ପଡୁଥିବ କାରଣ ଆପଣ ମାନେ ମଧ୍ୟ ସେହି ପରୀକ୍ଷା ପାଇଁ ନିଜକୁ ବହୁତ ମାତ୍ରାରେ ପ୍ରସ୍ତୁତ କରିଥିବେ ସେହି ପରାକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ପାଇଁ କାରଣ ଏବେ ପ୍ରଶ୍ନ ଗୁଡିକ ବହୁତ ହିଁ କଷ୍ଟକର ହୋଇଥାଏ । ତେବେ ଯିଏ ସଠିକ ପରିଶ୍ରମ କରି ଯାଇଥିବ ସେହିଁ ସେହି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇପାରିବ ।
ଏହି ଆଇଏସ ପରୀକ୍ଷାରେ ଏମିତି ସବୁ ପ୍ରଶ୍ନ ପଚାରା ଯାଇଥାଏ ଯାହାକି ଆପଣ ମାନଙ୍କୁ ବହୁତ ଦ୍ୱନ୍ଦରେ ପକେଇଦେବ । ଆପଣ ମାନେ ସେହି ପ୍ରସ୍ନର ଉତ୍ତର ଜାଣfଥିବେ ମାତ୍ର ଟେନସନରୁ ତାହା ଆପଣ ମାନଙ୍କୁ ଦ୍ୱନ୍ଦରେ ପକେଇହେବ । ତେଣଉ ଆପଣ ମାନେ ମନକୁ ଧ୍ୟାନ ସହକାରେ ଏବଂ ଏକ ସୁସ୍ଥ ହୃଦୟରୁ ସେହି ପ୍ରଶ୍ନକୁ ଶୁଣିବେ ଏବଂ ତାର ଉତ୍ତର ଦେବେ । ତେବେବି ଚିନ୍ତିତ ହେବେ ନାହିଁ । ତେବେ ଆଜି ଆମେ ଆପମ ମାନଙ୍କୁ କିଛି ଆଇଏସ ପ୍ରଶ୍ନ ବିଷୟରେ କହିବୁ ଯାହା ସେହି ଆଇଏସ ଇଣ୍ଟରଭ୍ୟୁୟ ସମୟରେ ପଚାରା ଯାଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–କେଉଁ ଦେଶ ସର୍ବପ୍ରଥମେ କମ୍ପ୍ୟୁଟର ଭାଇରସ ବନାଇ ଥିଲା
ଉତ୍ତର–ପାକିସ୍ଥାନ
2–କେଉଁ ଜୀବର ହାଡ ଅଧିକ ମଜବୁତ ହୋଇଥାଏ
ଉତ୍ତର–ବାଘ
3–ମଶାର କେତୋଟି ଗୋଡ ଅଛି
ଉତ୍ତର–6 ଟି
4–କେଉଁ ଜୀବ ଯିଏ କି ନଖାଇ ମଧ୍ୟ ତିନି ଦିନ ପର୍ଯ୍ୟନ୍ତ ରହିଥାଏ
ଉତ୍ତର–ବିଲେଇ
5–ଘୁଷୁରା କେଉଁ ଦେଶରେ ସବୁଠୁ ଅଧିକା ଅଛନ୍ତି
ଉତ୍ତର–ଚୀନ
6–ଏମିତି କେଉଁ ଜିନିଷ ଯାହାକୁ ସ୍ତ୍ରୀ କେବେବି ନିଜର ସ୍ୱାମୀକୁ ଦେଇନଥାଏ ?
ଉତ୍ତର–କାନ୍ଧ
7–ସିଂହର ଗର୍ଭ କାଳ କେତେ ଦିନର ହୋଇଥାଏ
ଉତ୍ତର–105 ରୁ 115 ଦିନ
8–ଭାଷାର ଜନନୀ କେଉଁ ଭାଷାକୁ କୁହାଯାଏ
ଉତ୍ତର–ସସ୍କୃତ ଭାଷା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।