IAS ପ୍ରଶ୍ନ–ଯେତେବେଳେ ଗୋଟେ ଝିଅ ନଇଁକି ମୁଣ୍ଡିଆ ମାରେ ସେତେବେଳେ ତାର କଣ ଦେଖା ଯାଏ ? ଉତ୍ତର କୁ ସକରାତ୍ମକ ଦିଗରେ ଭାବିବେ…

ଆଜି ଆମେ ଆପଣ ମାନଙ୍କୁ କହିବୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବୁ ଯାହାକି ଅନେକ ପରୀକ୍ଷା ମାନଙ୍କରେ ଆପଣ ମାନଙ୍କୁ ପଚାରା ଯାଇଥାଏ । ତେବେ ଆପଣ ମାନେ ଆଇଏସ , ଓଏସ ଏମିତି ଆହୁରି ଅନେକ ପରୀକ୍ଷା ମାନ କଥା ଜାଣିଥିବେ । ତେବେ ସେହି ପରୀକ୍ଷାରେ କି ଅନ୍ୟ ପରାକ୍ଷା ମାନଙ୍କରେ ଏମିତି ସମସ୍ତ ପ୍ରଶ୍ନର ସାମ୍ନା କରିବାକୁ ଆପଣ ମାନଙ୍କୁ ପଡିଥାଏ । ଆପଣ ମାନେ ତ ଜାଣିଛନ୍ତି କି ଆଜିକା ସମୟରେ ସମସ୍ତ ପରୀକ୍ଷା ଦେବା ପୂର୍ବରୁ ପ୍ରଥମେ ଆମକୁ ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡିଥାଏ ।

ଆପଣ ମାନେ ପ୍ରଥମେ ଇଣ଼୍ଟରଭ୍ୟୁୟରେ ପାସ କରିଲେ ତାହା ପରେ ଯେଉଁ କାମ ବା ଚାକିରୀ କରିବାର ଇଚ୍ଛା ରଖିଥାନ୍ତି ସେହି ଇଣ୍ଟରଭ୍ୟୁୟରେ ପାସ ହେଲେ ଆପଣ ମାନଙ୍କୁ ଚାକିରୀ କରିବାର ସୁଯୋଗ ପ୍ରାପ୍ତ ହୋଇଥାଏ । ମାତ୍ର ଆପଣ ମାନେ ଜାଣିଛନ୍ତି କି ଏହି ଇଣ୍ଟରଭ୍ୟୁୟରେ ଯେଉଁ ପ୍ରଶ୍ନ ସମସ୍ତ ପଚାରା ଯାଇଥାଏ ତାହା ବହୁତ କଷ୍ଟକର ହୋଇଥାଏ ।

ବିଶେଷ କରି ଆଇଏସ , ଓଏସ. ଏହି ସମସ୍ତ ଇଣ୍ଟରଭ୍ୟୁୟ ମାନଙ୍କରେ ଯେଉଁ ପ୍ରଶ୍ନ ସମସ୍ତ ପଚାରା ଯାଇଥାଏ ତାହା ବହୁତ ହିଁ କଷ୍ଟକର ହୋଇଥାଏ । ମାତ୍ର ଏହି ଇଣ୍ଟରଭ୍ୟୁୟରେ ପ୍ରଶ୍ନ ସମସ୍ତ ବହୁତ ସହଜ ମଧ୍ୟ ରହିଥାଏ ମାତ୍ର ସେହି ପ୍ରଶ୍ନକୁ ଜଣେ ଧ୍ୟାନ ଦେଇ ଶୁଣିଲେ ତାହାର ଉତ୍ତର ତାହାକୁ ବହୁତ ସହଜରେ ମିଳିପାରିବ । ଏଥିପାଇଁ ଆମର ମନକୁ ସେହି ପ୍ରଶ୍ନ ଠାରେ ରଖିବା ଦରକାର ।

ଏମିତି ପ୍ରଶ୍ନ ପଚାରାଯାଏ କି ତାହା ବହୁତ କଷ୍ଟ କେବଳ ବୁଦ୍ଧି ମାନ ପିଲା ମାନେ ହିଁ ତାହାର ଉତ୍ତର ବହୁତ ସହଜରେ ପ୍ରଦାନ କରିପାରିବେ ଯେଉଁଥିପାଇଁ ସମସ୍ତ ପରୀକ୍ଷାରେ ବଛା ବଛା ପିଲା ମାନେ ହିଁ ସିଲେକ୍ଟ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ପ୍ରକାର କିଛି ପ୍ରଶ୍ନ ବିଷୟରେ କହିବୁ ଯାହାକୁ ଅନେକ ପରୀକ୍ଷାରେ ଆପଣ ମାନଙ୍କୁ ସେହି ପ୍ରଶ୍ନର ସାମ୍ନା କରିବାକୁ ପଡିବ । ଏହା ସହିତ ଅଏହି ପ୍ରସ୍ନ ଗୁଡିକ ଜାଣି ରଖିବା ମଧ୍ୟ ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ।

1– ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ପୃଥିବୀରେ କେଉଁ ଜିନିଷ ଦେଖିନାହିଁ ?

ଉତ୍ତର–ଅନ୍ଧାର

2– ତାହା କେଇଁ ଜିନିଷ ଅଟେ ଯାହାକୁ ସମସ୍ତେ ଶୋଇବା ପୂର୍ବରୁ କାଢି କରି ଶୋଇଥାନ୍ତି?

ଉତ୍ତର–ଜୋତା ବା ଚପଲ

3–ତାହା କଣ ଅଟେ ଯାହା ପୁଅ ମାନଙ୍କ ଅପେଷା ଝିଅ ମାନଙ୍କର ଆଗେ ବାହାରି ପଡେ ?ଉତ୍ତର–ଲୁହ

4–ତାଜମହଲ ତିଆରି କରିବା ପାଇଁ କେତେ ଶ୍ରମିକ ମାନଙ୍କର ଆବଶ୍ୟକତା ପଡିଥାଏ ?

ଉତ୍ତର–କୋଟିଏ ହଜାର

5–ଭାରତରେ ଦାଶ ବଂଶର ପ୍ରତିଷ୍ଟା କିଏ କରିଥିଲେ ?

ଉତ୍ତର–

6–ଯେତେବେଳେ ଗୋଟେ ଝିଅ ନଇଁକି ମୁଣ୍ଡିଆ ମାରେ ସେତେବେଳେ ତାର କଣ ଦେଖା ଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଂସ୍କାର।

ଉତ୍ତର–ସଂସ୍କାର

7–ସେଇଟା କଣ ଯାହା ମାସକୁ ଥରେ ଆସେ ଆଉ ୨୪ ଘଣ୍ଟା ରହି ଚାଲିଯାଏ ?

ଉତ୍ତର:- ତାରିଖ , ଯାହା ପ୍ରତିଦିନ ଆସେ ଓ ଠିକ ୨୪ ଘଣ୍ଟା ପରେ ପରିବର୍ତ୍ତନ ହୋଇଯାଏ ।

8–କ୍ରିକେଟରେ ଵ୍ୟଵହୃତ ହେଉଥିବା ବ୍ୟାଟ କେଉଁ ଗଛରୁ ପ୍ରସ୍ତୁତ ହୋଇଥାଏ ?

ଉତ୍ତର:- ଉଇଲୋ ।

Leave a Comment