Odisha News Portal

ନିଜ ନାମ ଅନୁସାରେ ଜାଣନ୍ତୁ ଆପଣଙ୍କର କେଉଁ ନାମର ଝିଅ ସିହତ ବିବାହ ହେବ !

0 6

ଆପଣ ମାନେ ଜାଣିଥିବେ କି କୌଣସି ବ୍ୟକ୍ତିର ନାମର ପ୍ରଭାବ ସେହି ବ୍ୟକ୍ତିର ସ୍ୱବାବ ଏବଂ ବ୍ୟକ୍ତିତ୍ୱ ଉପରେ ପଡିଥାଏ । ମାତ୍ର ଆପଣ ମାନଙ୍କର ନାମ କେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ ତାହା ମଧ୍ୟ ଆପଣ ମାନଙ୍କ ପାଇଁ ବହୁତ ଦରକାରୀ ହୋଇଥାଏ । ଆପଣଙ୍କର ନାମର ଅର୍ଥ ଆପଣଙ୍କର ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ ବାପା ମା ନିଜର ପିଲା ମାନଙ୍କର ନାମ ଭାବିଚିନ୍ତି କରି ନେଇଥାନ୍ତି । ତଥାପି ଆମେ ମାନେ ଆପଣ ମାନଙ୍କୁ କହିଦେଉଛୁ କି ଆଜି ମଧ୍ୟ ପିଲା ମାନଙ୍କର ନାମ ତାଙ୍କର ଜାତକ ଅନୁସାରେ ନିର୍ଦ୍ଦାରିତ କରାଯାଇଥାଏ ।

ଯଦି ଆପଣ ମାନେ ଯୁବକ ଅଟନ୍ତି ତେବେ ଏହି କଥାଟି ଆପଣ ମାନଙ୍କ ମନରେ ନିହାତି ଆସିଥିବ କି ଆପଣଙ୍କର ବାହାଘର ଯେଉଁ ଝିଅ ସହିତ ହେବ ସେହି ଝିଅର ନାମର ଆରମ୍ଭ କେଉଁ ଅକ୍ଷରରେ ପଡିବ । ତେବେ ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବୁ ।

1–A ନାମର ବ୍ୟକ୍ତିର ଯୋଡି


ଏହି ନାମର ବ୍ୟକ୍ତି ମାନେ ସ୍ୱଭାବ ଠାରୁ ବହୁତ ବେଶି ଆକର୍ଷିତ ହୋଇଥାନ୍ତି । ଏହି ଲୋକମାନଙ୍କ ଭିତରେ ଏହା ରହିଥାଏ କି ଯତ୍ନବାନ ହେବା ସହିତ ଧୋର୍ଯ୍ୟବାନ ହୋଇଥାନ୍ତି । ଏମାନେ ସଂପର୍କରେ ସଚ୍ଚୋଟତା ମଧ୍ୟ ହୋଇଥାନ୍ତି । ଏହି ଲୋକମାନଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ କି ଯଦି ଏହି ଲୋକମାନଙ୍କର P & K ବାହାଘର ଲୋକଙ୍କ ସହିତ ହୋଇଥାଏ ତେବେ ସେମାନେ ଦୁନିଆର ବେଷ୍ଟ ଯୋଡି ହିସାବରେ ପରିଗଣିତ ହୋଇଥାନ୍ତି ।

2–B ନାମର ବ୍ୟକ୍ତିର ଯୋଡି

ଯେଉଁ ଲୋକମାନଙ୍କ ନାମ ଏହି ବି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେବେବି ରୋମାଣ୍ଟିକ ହୋଇନଥାନ୍ତି । ରୋମାଣ୍ଟିକ ନହେଲେ ମଧ୍ୟ ଏମାନେ ରୋମାନ୍ସ କରିବା ପାଇଁ ବହୁତ ହିଁ ପସନ୍ଦ କରିଥାନ୍ତି । ଏମିତି କୁହାଯାଏ କି ଏମାନଙ୍କର ବିବାହ ଯାହା ସହିତ ହୋଇଥାଏ ସେମାନଙ୍କର ନିଶ୍ଚିତ ଭାବରେ ସରକାରୀ ଚାକିରୀ ହୋଇଥାଏ । ଏହି ଲୋକମାନଙ୍କର R ଅକ୍ଷରର ଝିଅ ମାନେ ବେଶି ଜୀବନ ସାଥୀ ହେଲେ ଭଲ ହୋଇଥାଏ ।

3–D ନାମର ବ୍ୟକ୍ତିର ଯୋଡି

ଯେଉଁ ବ୍ୟକ୍ତିର ନାମ ଡି ଅକ୍ଷରରେ ଆରମ୍ଭ ହୋଇଥାଏ ଏମାନେ ବହୁତ ଅଧିକ ମିଳନସାର ହୋଇଥାନ୍ତି । ଏମାନଙ୍କ କଥାରେ ବହୁତ ମିଠା କୁହୁକ ରହିଥାଏ । ଏମାନେ ନବଆ ନୂଆ ସାଙ୍ଗ ବନେଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଯଦି ଆପଣ ମାନଙ୍କୁ ଏହି ନାମର ବ୍ୟକ୍ତି ମାନଙ୍କ ସହିତ ସଂପର୍କ ବନେଇବା ପାଇଁ ଚାହାନ୍ତି ତେବେ ଆପଣ ମାନେ ସେହି ମଉକାକୁ କେବେବି ହାତ ଛଡା କରନ୍ତୁ ନାହିଁ । ଏମିତି କୁହାଯାଏ କି ଏମାନେ ନିଜର ପାଟନରର ଯତ୍ନ ନେବା ସହିତ ସେମାନଙ୍କ କେବେବି ହାତଛଡା କରିନାହାନ୍ତି । ଏହି ବ୍ୟକ୍ତିଙ୍କ ଯୋଡି R ଅକ୍ଷର ନାମ ଥିବା ଝିଅ ମାନଙ୍କ ସହ ବେଶି ଜମିଥାଏ ।

4–H ନାମର ଯୋଡି ବ୍ୟକ୍ତି

ଏହି ନାମର ବ୍ୟକ୍ତି ମାନେ ନିଜର ପାଟନରଙ୍କୁ ବହୁତ ଯତ୍ନରେ ରଖିଥାନ୍ତି । ଭଲ ବାବରେ ଯତ୍ନ ନେବା କାରଣରୁ ଏମାନଙ୍କୁ କେବେବି କୌଣସି ଅଭାବ ହୋଇନଥାଏ । ଏହି ଲୋକମାନଙ୍କର ବାହାଘର K & S ନାମର ବ୍ୟକ୍ତି ମାନଙ୍କ ସହ ହେବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।