ହଁ ଦର୍ଶକ ବନ୍ଧୁ ଆଜି କାଲି କେଶ ଝଡ଼ିବା ଏକ ବଡ଼ ସମସ୍ୟା ରେ ପରିଣତ ହେଇଗଲାଣି | ଯାହା ଆମେ ଆମ ବ୍ୟସ୍ତ ବହୁଳ ଜୀବନରେ କେଶ ପାଇଁ ଚିନ୍ତାରେ ରହିଥାଉ | କାରଣ କେଶ ହଁ ଆମର ସୁନ୍ଦରତା କୁ ଦ୍ବିଗୁଣିତ କରିଥାଏ | ସେଥିପାଇଁ ଆମେ ଆମ ନିଜର ଯେପରି ଭାବରେ ଯତ୍ନ ନେଇଥାଉ ସେହିପରି ଭାବରେ ଆମ କେଶ ର ମଧ୍ୟ ଯତ୍ନ ନେବା ଆବଶ୍ୟକ | ତେବେ ଏହି କେଶ ଝଡ଼ିବା ଓ କେଶ ଲମ୍ବା ନ ହେବା ର ବହୁତ କାରଣ ରହିଛି ଯେମିତକି, ପାଣିପାଗ ଓ ଆମ ଗାଧେଇବା ପାଣି ତାହାସହିତ ଆମର ଖାଇବା | ତାହେଲେ ଆପଣ ଯଦି ସୁସ୍ଥ କେଶ ଓ ଲମ୍ବା କେଶ କିପରି ପାଇପାରିବେ ସେ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ବିଷୟରେ ଜାଣିବା | ଯାହା ଆପଣଙ୍କୁ ଲମ୍ବା କେଶ ଦେବା ସହିତ କେଶ ଝୋଡ଼ିବା କୁ ମଧ୍ୟ ବନ୍ଦ କରିବ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ |
ଆବଶ୍ୟକ ଉପକରଣ :-
ଚାହା ପତି ,ଲବଙ୍ଗ,ମେହେନ୍ଦି,ଭୁଶୁଙ୍ଗା ପତ୍ର, ପିଆଜ
ପ୍ରସ୍ତୁତି ପ୍ରଣାଳୀ :-
ଦର୍ଶକ ବନ୍ଧୁ ଏହି ଘରେଇ ଉପଚାରଟି ପ୍ରସ୍ତୁତି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ତାପରେ ସେଥିରେ 2 ଗ୍ଲାସ ପାଣି ନିୟନ୍ତୁ ଓ ଏହାକୁ ଏକ ଗ୍ୟାସ ସାହାଯ୍ୟ ରେ ଭଲ ଭାବରେ ଗରମ କରନ୍ତୁ | ତାପରେ ସେଥିରେ 2 ରୁ 3 ତିନି ଚାମଚ ଚାହା ପତି ଓ କିଛି ଲବଙ୍ଗ ସେହି ପାଣିରେ ପକାଇ ଭଲ ଭାବରେ ଏହାକୁ ଫୁଟାନ୍ତୁ | ଏହା ଫୁଟିସାରିବା ପରେ ଏହାକୁ ଓଲ୍ହାଇ ଆଣନ୍ତୁ | ତାପରେ ଏକ ଛୋଟ ପାତ୍ର ନେଇ ସେଥରେ ଆପଣ ମାର୍କେଟ ରୁ ମିଳୁଥୁବା ଅଁଳା ଯୁକ୍ତ ମେହେନ୍ଦି ଆଣି ସେହି ପାତ୍ର ରେ ପକାନ୍ତୁ ଓ ସେଥିରେ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ଚାହା ପାଣି କୁ ସେହି ମେହେନ୍ଦୀ ସହିତ ଭଲ ଭାବରେ ମିକ୍ସ କରନ୍ତୁ ଓ ସେଥିରେ ଯଦି ସମ୍ଭବ ହେବ ତାହାଲେ ଲବଙ୍ଗ ର ତେଲ ମଧ୍ୟ ମିକ୍ସ କରନ୍ତୁ |
ନହେଲେ ଅତି ସହଜ ରେ ମିଳୁଥିବା ସୋରିଷ ତେଲ ଦୁଇ ଚାମଚ ସେଥିରେ ମିକ୍ସ କରନ୍ତୁ ଏହା ଭଲ ଭାବରେ ମିକ୍ସ ହେଇସାରିବା ପରେ ଏବେ ଆପଣ ଏହାକୁ ବ୍ୟବହାର କରିପାରିବେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ବ୍ୟବହାର ବିଷୟ ବିଷୟରେ ଏବେ ଜାଣିବା | 4 ରୁ 5 ଟି ଛୋଟ ଛୋଟ ପିଆଜ ନିୟନ୍ତୁ ଓ ଏକ ମୁଠା ଭୁଶୁଙ୍ଗା ପତ୍ର ନିୟନ୍ତୁ ତାପରେ ଏକ ଛୋଟ ଆଲୋବେରା କୁ ଛୋଟ ଛୋଟ କରି କାଟିଦିୟନ୍ତୁ |
ବ୍ୟବହାର :-
ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି କୁ ଆପଣଙ୍କ କେଶରେ ଭଲ ଭାବରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିୟନ୍ତୁ | ତାପରେ ଏହାକୁ ଆପଣ ଧୋଇ ଦିୟନ୍ତୁ ଦେଖିବେ ଏମିତି କିଛି ଦିନ ନିୟମତି କରିବା ପରେ ଆପଣଙ୍କ କେଶ କଳା, ଘନ କେଶ, ହେବା ସହିତ, କେଶ ଲମ୍ବା ମଧ୍ୟ ହେବାରେ ସାହାଯ୍ୟ କରିଥାଏ ଏହି ଘରେଇ ଉପଚାରଟି |
ତେବେ ଏହା ଥିଲା ସେହି ଉପଚାର ଯାହାକୁ ବ୍ୟବହାର କରିକି କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।