ହଠାତ ମହିଳା ଜଣକ ମନ୍ଦିର ଭିତରକୁ ଗଲା ବେଳେ ହସିଲେ, ଆଉ ତା ପରେ ଫସିଲେ…. ମାତ୍ର 4 ଘଣ୍ଟାରେ 2.1 Core ରୁ ଅଧିକ ଲୋକ ଦେଖି ସାରିଲେଣି….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏହି ସମସ୍ତ ଭିଡ଼ିଓ ମଧ୍ୟରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଠିକ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଭାଇରାଲ ହେବାକୁ ଲାଗିଛି କିନ୍ତୁ ଘଟଣା ଟି ସତ ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମହିଳା ଜଣଙ୍କ ମନ୍ଦିର ସାମ୍ନା ରେ ଥିବା ହାତୀ ର ମୂର୍ତ୍ତି ଭିତରେ ପଶିକି ଆର ପଟକୁ ଯାଉଥିବାର ଦେଖା ଯାଇଥିଲା | ମାତ୍ର ମହିଳା ଜଣଙ୍କ ମୋଟା ଥିବାରୁ ସେହି ହାତୀ ଭିତରେ ସେ ଫୋସି ଯାଇଥିଲେ, ଆଉ ବାହାରକୁ ବାହାରି ପାରି ନ ଥିଲେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ଗୁଜୁରାଟ ଜିଲ୍ଲାରେ | ଆଉ ସେହି ଜିଲ୍ଲାର ଏକ ପ୍ରସିଦ୍ଧ ମା ଙ୍କ ମନ୍ଦିର ସାମ୍ନା ରେ ରହିଛି ଗୋଟିଏ ହାତୀ ର ମୂର୍ତ୍ତି | ଆଉ ଲୋକ ମାନଙ୍କର ଧାରଣା ରହିଛି କି ଯିଏ ସେହି ହାତୀ ର ମୂର୍ତ୍ତି ଭିତର ଦେଇକି ପ୍ରବେଶ କରିବ ଓ ବାହାରିଯିବ ତାହା ଉପରେ ମା ଙ୍କର ଅଶେଷ କୃପା ଦୃଷ୍ଟି ପଡିବ ବୋଲି ମଧ୍ୟ କୁହାଯାଇଛି |ଆଉ ଯେଉଁଥିପାଇଁ ମହିଳା ଜଣଙ୍କ ସେହି ହାତୀ ର ମୂର୍ତ୍ତି ଭିତର ଦେଇ ପଶିଥିବାର ଦେଖିବାକୁ ମିଳିଥିଲା |

ତାହା ବ୍ୟତୀତ ହାତୀ ଭିତରେ ପଶି ବାହାରକୁ ମୁହଁକୁ କାଢି ଫୋଟ ମଧ୍ୟ ଉଠାଇଥିଲେ | ତେବେ କିଛି ସମୟ ଭିତରେ ତାଙ୍କର ହସ ବନ୍ଦ ହୋଇଗଲା | କାରଣ ମହିଳା ଜଣଙ୍କ ଶରୀର ମୋଟା ଥିବାରୁ ସେହି ହାତୀ ର ମୂର୍ତ୍ତି ଭିତର ଦେଇ ମହିଳା ଜଣକ ବାହାରି ପାରୁ ନ ଥିଲେ, ଆଉ ସେ ମଝିରେ ପୁରାପୁରି ରହି ଯାଇଥିଲେ | ନା ସେ ଆଗକୁ ଯାଇ ପାରୁଥିଲେ ନା ପଛକୁ | ଆଉ ଏହିଭଳି ଫୋସିବା ପରେ ମହିଳା ଜଣଙ୍କୁ ସାହାଯ୍ୟ କରିବା ପାଇଁ ଟାଣିବାକୁ ଲାଗିଥିଲେ କିଛି ମହିଳା |

ଆଉ କିଛି ମହିଳା ମଧ୍ୟ ପଛ ପଟୁ ଠେଲିବାକୁ ଲାଗିଥିଲେ | ଆଉ ସେତିକି ଏଭଳି କରିବା ର କିଛି ସମୟ ପରେ ମହିଳା ଜଣଙ୍କ ବାହାରକୁ ବାହାରି ଥିଲେ ଆଉ ଜୟ ମା ବୋଲି କହିଥିଲେ | ଠିକ ସେହି ଭଳି ଏକ ଯୁବକ କନଷ୍ଟ୍ରକସନ ସାଇଡ ରେ କାମ କରୁଥିବାର ଦେଖିବାକୁ ମିଳିଥିଲା | ଆଉ ଯିଏକି ତାଙ୍କର କାନ୍ଧ ରେ 35 ଟି ଇଟା ନେଇ ଯାଉଥିବାର ଦେଖା ଯାଇଥିଲା | ତାହାଲେ ଏହା ଥିଲା ସେହି ଭାଇରାଲ ଭିଡିଓ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment