Odisha News Portal

ବ୍ରେକଲସ୍ ଡ୍ରେସ ପିନ୍ଧି ପତି ସହିତ ରୋମାଣ୍ଟିକ୍ ହନିମୁନ ପାଳନ କଲେ କାଜଲ ଅଗ୍ରୱାଲ୍ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ହଟ୍ ଫୋଟୋ…..

0 1

ଅଭିନେତ୍ରୀ କାଜଲ ଆଗ୍ରୱାଲ ଏବେକା ସମୟରେ ତାଙ୍କର ସ୍ୱାମୀ ଗୌତମ କିଚୁଲଙ୍କ ସହିତ ମାଲଦ୍ୱିପରେ ହନିମୁନ ମନେଇବା ପାଇଁ ଯାଇଛନ୍ତି । ଏହି ନୂଆ କରି ବାବିହ କରିଥିବା କପଲ ମାନେ 30 ଅକ୍ଟୋବରରେ ପଞ୍ଜାବୀ ଏବଂ କଶମିର ନିତି ନିୟମରେ ବିବାହ କରୁଥିଲେ । ଏହି ବିବାହ ବହୁତ ହିଁ ନୂଆ ତରିକାରେ ହୋଇଥିଲା । ଏହି ବିବାହରେ ଦୁଇ ଜଣଙ୍କର ଦୂରରେ ରହିଥିବା ସଂପର୍କୀୟ ଏବଂ ସାଙ୍ଗ ମାନେ ବିବାହକୁ ଆସିଥିଲେ । ବିବାହର ସମାରୋହ ମୁମ୍ବାଇର ଏକ ଫାଇବଷ୍ଟାର ହୋଟେଲରେ ରଖା ଯାଇଥିଲା । ବିବାହ ପରେ ଦୁଇ ଜଣଙ୍କର ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ସମୟରେ କାଜଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ହନିମୁନର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କର ବିଜନେସ ମ୍ୟାନ ପତି ଗୌତମ କିଚୁଲଙ୍କୁ ମାଲଦ୍ୱିପରେ ରୋମାଣ୍ଟିକ ହେବାର ଫଟୋ ଦେଖାଇଛନ୍ତି ।

ଏହି ସମୟରେ କାଜଲ ରେଡ କଲରର ବେକଲେସ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ଯେଉଁଥିରେ କି ସେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । କାଜଲ କେତେବେଳେ ତାଙ୍କର ସ୍ୱାମୀଙ୍କ ସହିତ ମସ୍ତି ମଜାକ କରୁଥିବାର ଦେଖା ଦେଇଛି ତ କେବେ ଟାଇଟୋନିକ ପୋଜ ଦେଇକରି ଫଟୋ କ୍ଲିକ କରିବାର ଦେଖା ଯାଉଛି । ଏହି ଫଟୋ ଦେଖିକରି ଜଣାଯାଉଛି କି ଏହି କପୁଲ ମାନେ ନିଜର ହନିମୁନଙ୍କୁ ସୁନ୍ଦର ଭାବେ ଉପଭୋଗ କରୁଥିବାର ଜଣାପଡୁଛି ।

ଅନ୍ୟପଟରେ ଦେଖିବାକୁ ଗଲେ କାଜଲର ଫେନ୍ସ ମାନଙ୍କୁ ତାଙ୍କର ଏବଂ ତାଙ୍କର ସ୍ୱାମୀ ଗୌତମଙ୍କର ଯୋଡିକୁ ବହୁତ ପସନ୍ଦ କରିଛନ୍ତି । ସେ ଏହି ଫଟୋରେ ଅଲଗା ଅଲଗା ପ୍ରତିକ୍ରିୟା ଦେଇଛନ୍ତି , କେଉଁ ମାନେ କହିଛନ୍ତି କି ବଧାଇ ହୋ କାଜଲ ତ ଅନ୍ୟ କେଉଁ ମାନେ କହିଛନ୍ତି କି ବହୁତ ହିଁ କ୍ୟୁଟ କପୁଲ ହୋ । ବହୁତ ସାରା ଲୋକ ତାଙ୍କର ଏହି ଯୋଡିକୁ ବହୁତ ହିଁ ଭଲ ପାଇଛନ୍ତି ।

କାଜଲଙ୍କର ବଲିଉଡର କଥା କହିବା ତ ସେ ସର୍ବପ୍ରଥମେ କୋଇ ହୋ ଗେଇ ରେ ଦେଖିବାକୁ ମିଳିଥିଲେ । ମାତ୍ର ତାଙ୍କୁ ଅଜୟ ଦେବଗନଙ୍କର ସିଘଂମ ପିଲ୍ମରେ ଲୋକପ୍ରିୟତା ମିଳିଥିଲା । ଏହା ପରେ ସ୍ପେଶାଲ 26 ରେ ଅକ୍ଷୟ କୁମାରଙ୍କ ସହିତ କାମକୁ ବହୁତ ଲୋକମାନେ ପସନ୍ଦ କରିଥିଲେ ।

ଦୋ ଫଲ୍ଜେର କାହାଣୀରେ ତାଙ୍କୁ ବହୁତ ହିଁ ତାରିଫ ମିଳିଥିଲା । ହିନ୍ଦୁ ଫିଲ୍ମ ବ୍ୟତୀତ ତାମିଲ ଏବଂ ତେଲୁଗୁ ଫିଲ୍ମର କଥା କହିବା ତ ତାଙ୍କୁ ଆଚାର୍ଯ୍ୟ , ମୋସଗୁଲ , ହେ ସିନାମିକା , ପେରିସ ପେରିସ ଏବଂ ଇଣ୍ଡିଆନ 2 ଚର୍ଚ୍ଚାରେ ରହିଥିଲେ । କାଜଲ ଥରେ ଇଣ୍ଟରଭ୍ୟୁୟରେ କହିଥିଲେ କି ସେ ଏମିକତି ଏକ ମଣିଷ ସହିତ ବିବାହ କରିବେ ଯାହାକ ସଂପର୍କ ପିଲ୍ମ ଜଗତ ସହିତ ଜଡିତ ନଥିବ । ତେବେ ସେ ଯାହା କହିଥିଲେ ତାହା ହିଁ ହୋଇଛି ଏବଂ ସେ ନିଜର ବୈବାହିକ ଜୀବନରେ ବହୁତ ଖୁସିରେ ମଧ୍ୟ ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।