“ହାଇ ସିକୁରିଟି ନମ୍ବର ପ୍ଲେଟ ର ଫାଇଦା କ’ଣ ଲୋକ ଜାଣିଛନ୍ତି କି ? ଖାଲି ରାତାରାତି ନିୟମ କରିଚାଲିଛନ୍ତି… ଏ ନେଇ କଣ କହୁଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ Video

ହଁ ବନ୍ଧୁଗଣ ବର୍ତ୍ତମାନ ଚାରିଆଡେ ପ୍ରାୟ ଦେଖିବାକୁ ମିଳିଛି କି ସଡ଼କ ସୁରକ୍ଷା ଆଇନ ଅନୁସାରେ ବିଭିନ୍ନ ପ୍ରକାରର ଆଇନ ରାତି ଭିତରେ ବଦଳିବ ପାଇଁ ଲାଗୁଛି | ଆଉ ସରକାର ଲୋକ ମାନଙ୍କର ସୁବିଧା ଅସୁବିଧା କୁ ନ ବୁଝିକି, ସଡ଼କ ସୁରକ୍ଷା ଆଇନ ବିଷୟରେ ଲୋକ ମାନଙ୍କୁ ଅବଗତ ନ କରେଇକି ଚାଲି ଛନ୍ତି ରାତା ରାତି ନିୟମ ଉପରେ ନିୟମ ବଦଳାଇବା କାମ | ଆଉ ଲୋକ ମାନଙ୍କୁ ସଡ଼କ ସୁରକ୍ଷା ଆଇନ ବିଷୟରେ ଅବଗତ ନ କରେଇକି ସେମାନଙ୍କୁ କିଛି ବୁଝିବାର ସୁଯୋଗ ନ ଦେଇକି କେବଳ ଆଇନ ପ୍ରଣୟନ କରିବାକୁ ଲାଗିଛନ୍ତି | ଆଉ ହାଇ ସିକୁରିଟି ନମ୍ବର ପ୍ଲେଟ ର ବ୍ୟବସ୍ଥା କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଆମ ରାଜ୍ୟ ସରକାର କେବଳ ଫାଇନ ଆଦାୟ କରିବାରେ ଲାଗି ପଡିଛନ୍ତି |ଆଉ ରାତା ରାତି ସବୁବେଳେ ଆଇନ ଚେଞ୍ଜ କରିବାରେ ଲାଗି ପଡୁଛନ୍ତି, କିନ୍ତୁ ଲୋକ ମାନଙ୍କୁ ଯେ ବୁଝାଇବା କି ସିଟ ବେଲ୍ଟ ନ ଲଗେଇଲେ ଆମର କଣ କ୍ଷତି ହେଉଛି ସେ ସବୁ ନ କରିକି କେବଳ ଫାଇନ ଉପରେ ଫାଇନ କରିଚାଲିଛନ୍ତି | ଆଉ ଯାହା ଫଳରେ ଗାଁ ଗହଳି ରେ ରହୁଥିବା ଗରିବ ଲୋକ ମାନେ ଯେଉଁ ମାନଙ୍କ ପାଖରେ ଇଣ୍ଟରନେଟ ର ସୁବିଧା ନାହିଁ ଆଉ ସବୁ କଥା ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ |

ତେବେ ଆମ ରାଜ୍ୟରେ ପାଞ୍ଚ ଲକ୍ଷ ଛୟାସୀ ହାଜର ନମ୍ବର ପ୍ଲେଟ ର ଆବଶ୍ୟକତା ରହିଥିବା ବେଳେ କେବଳ 4 ଜଣ ଡିଲର ଏଥିରେ ଅଛନ୍ତି | ଆଉ ଏତେ ଳୋକ ଙ୍କର ଆବଶ୍ୟକତା କୁ 4 ଜଣ କେମିତି ପୂରଣ କରିବେ ତାହା ପ୍ରଶ୍ନ ସୃଷ୍ଟି କରିଛି |ତେବେ ଯେତେବେଳେ କୌଣସି ଗୋଟିଏ ନିୟମ ଲାଗୁ କରୁଛନ୍ତି ସେତେବେଳେ ପ୍ରଥମେ ଭିତ୍ତି ଭୂମି କୁ ଚେକ କରିବା ଦରକାର ହୋଇଥାଏ ଆଉ ତାହା ପରେ ନିୟମ ଲାଗୁ କରିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି |ତେବେ ଏଥିରେ ପ୍ରଶ୍ନ ଉଠୁଛି କି ପରିବାର ବିଭାଗ ହାଇ ସିକୁରିଟି ନମ୍ବର ପ୍ଲେଟ ବିଷୟରେ ଲୋକ ମାନଙ୍କୁ ବୁଝେଇ ଲେଣି କି |

ଆଉ ଯଦି ତାହା କରୁ ନାହାନ୍ତି ତାହେଲେ ରାତା ରାତି କଣ ପାଇଁ ଏମିତି ଆଇନ ଉପରେ ଆଇନ କରୁଛନ୍ତି ଆଉ ଯାହା ଦ୍ୱାରା ଗରିବ ଲୋକ ମାନେ ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି | ତେଣୁ ପ୍ରଥମେ ଲୋକ ମାନଙ୍କୁ ବୁଝାଇବା ସାହିର ସେମାନଙ୍କୁ ଏହି ସବୁ ନିୟମ ର ଉପଜାରିତ ବିଷୟରେ ଅବଗତ କରିବା ପରେ ଯାହା ନିୟମ ଅଛି ତାକୁ ଲାଗୁ କରିବା କଥା କୁହାଯାଉଛି | ଆଉ ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment