Odisha News Portal

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ୧୮ ବର୍ଷରୁ କମ ବୟସର ଯୁବତୀ ମଧ୍ୟ କରିପାରିବେ ବିବାହ ! ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

ବିବାହ ବୟସ କୁ ନେଇ ପୁଣି ଥରେ ଆସିଲା ଏକ ବଡ଼ ନିଷ୍ପତି। ୧୮ ବର୍ଷ ରୁ କମ୍ ବୟସ ର ଯୁବତୀ କରି ପାରିବେ ବିବାହ ଏନେଇ ନିଷ୍ପତି ନେଇଛନ୍ତି ସରକାର। ତେବେ ଆଗରୁ ବିବାହ କରିବା ପାଇଁ ଯୁବତୀ କୁ ୧୮ ବର୍ଷ ଓ ଯୁବକ ୨୧ ବର୍ଷ ର ହେବା ପାଇଁ ନିୟମ ଥିଲା ।କିନ୍ତୁ ବର୍ତ୍ତମାନ ଏହି ନିୟମ ରେ ଆସିଛି ବଡ଼ ପରିବର୍ତ୍ତନ । ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବୟସ ସୀମା ଝିଅ ମାନଂକ ର କୋହଳ କରାଯାଇଛି। ତେବେ ସରକାର ଙ୍କ ଏହି ନିଷ୍ପତି ପଛରେ କଣ କାରଣ ରହି ଥାଇ ପାରେ । ଏହି ନିଷ୍ପତି ଅନୁସାରେ ବିବାହ କରିବା ଦ୍ଵାରା ଯୁବତୀ ର କିଛି ସମସ୍ୟା ହେବ ନାହିଁ ତ । ତେବେ କଣ ରହିଛି ଏହି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ବଦଳିଲା ବିବାହ ବୟସ ସୀମା । ଏଥର ୧୮ ବର୍ଷର କମ୍ ଯୁବତୀ କରି ପାରିବେ ବିବାହ। ସାଧାରଣ ବିବାହ ପାଇଁ ଯୁବତୀ ର ବୟସ ୧୯ ରୁ ଉର୍ଦ୍ଧ ଓ ପୁଅ ର ବୟସ ୨୪ ଥିଲା ଯାହା ଦ୍ଵାରା ଉଭୟ ପକ୍ଷ ଲାଭ ହୋଇଥାଏ । କିନ୍ତୁ ବର୍ତମାନ ଏହି ନିୟମ ରେ ଆସିଛି ବଡ଼ ପରିବର୍ତ୍ତନ। ତେବେ ଏହି ନିଷ୍ପତି ନିଆ ଯାଇଛି ପଞ୍ଜାବ ହରିୟାଣା ହାଇକୋର୍ଟ ଦ୍ଵାରା । ହାଇକୋର୍ଟ ଏକ ମାମଲା ର ଶୁଣାଣି କରି କହିଛନ୍ତି ଯେ ଯଦି ଜଣେ ମୁସଲିମ ଯୁବତୀ ୧୮ ବର୍ଷ ରୁ କମ ବୟସ ର ଅଟେ ଓ ଏହି ବୟସ ରେ ସେ ଯୁବା ଅବସ୍ଥା ରେ ପହଞ୍ଚି ସାରିଛି ତେବେ ସମ୍ପୂର୍ଣ ମୁସିଲିମ୍ ରୀତି ନୀତି ଅନୁସାରେ ବିବାହ କରି ପାରିବେ।

ତେବେ ନ୍ୟାୟମୂର୍ତ୍ତି ଅଲକା ସରିନ ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ବିଭିନ୍ନ ଅଦାଲତ ର ଆଦେଶ ଓ ମୁସଲିମ୍ ପର୍ସନାଲ ଲର ବିଦ୍ୱାନ ସର ଦିନେଶା ଫରଦୁନଜୀ ମୁଲ୍ଲା ଙ୍କ ଦ୍ୱାରା ଲିଖିତ ମୋହମ୍ମଡନ ଆଇନ ଆଧାର ରେ ଏହି ନିଷ୍ପତି ସେ ନେଇଛନ୍ତି।ତେବେ ଆଇନ୍ ଟି ଅନୁଛେଦ ୧୯୫ ଆଧାର ରେ ଗଠନ କରାଯାଇ ଅଛି। ତେବେ କୁହା ଯାଇଛି ଯେ ଝିଅ ଟି ୧୫ ବର୍ଷ ହେବା ପରେ ସେ ଯୁବା ଅବସ୍ଥା ରେ ପହଞ୍ଚି ଅଛି ନା ନାହିଁ ଏହା ଜଣା ପଡ଼ିଯିବ ଏହା ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ପାରିବେ ।

ସୂଚନା ଅନୁସାରେ ଗତ ଜାନୁଆରୀ ମାସ ୨୫ ତାରିଖ ରେ ଏକ ମୁସଲିମ ଦମ୍ପତ୍ତିଙ୍କ ଆବେଦନ ର ଶୁଣାଣି ଅଳକା ସରିନ୍ କରିଥିଲେ ଯେଉଁଥିରେ ଦମ୍ପଦି ନିଜ ପରିବାର ଲୋକ ମାନଙ୍କ ଠାରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ । ତେବେ ଏହି କେଶ୍ ରେ ଯୁବକ ବୟସ ୩୬ ହୋଇଥିବା ବେଳେ ଯୁବତୀ ବୟସ ୧୭ ଥିଲା । ତେବେ ଏହି କେଶ୍ ର ଶୁଣାଣି ରେ ଏପରି ଏକ ନିଷ୍ପତି ନିଆଯାଇ ଅଛି ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।