ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନଙ୍କର ନଜର କୁ ଆସୁଥିବ | ତେବେ ସଂଗୀତ ଗୋଟିଏ ଏମିତି ଜିନିଷ ଯାହା ଯଦି ଠିକ ଲୟ ଆଉ ତାଳ ରେ ଆମେ ମାନେ ଗାଇବୁ ତାହା ସମସ୍ତଙ୍କୁ ଶୁଣିବା ପାଇଁ ଭଲ ଲାଗିଥାଏ | ଆଉ ସଂଗୀତ ର ମଧୁରତା ଏତେ ରହିଥାଏ କି ତାହା ଆମ ଜୀବନରେ ଥିବା ସମସ୍ତ ଥକାପଣ କୁ ଦୂର କରିକି ମନରେ ଏକ ଅପାର ଶାନ୍ତି ଦେଇଥାଏ ବୋଲି କୁହାଯାଇଛି | ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଆଉ ଯେଉଁଠି ଯାତ୍ରା ମଞ୍ଚରେ ସୁନ୍ଦର ଭଜନ ଗୀତ ଟି ଗାଇକି ଦର୍ଶକ ମାନଙ୍କ ର ମନକୁ ମୋହି ନେଇଛନ୍ତି କଣ୍ଠଶିଳ୍ପୀ ସଞ୍ଜୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଉଛି ପାର୍ବତୀ ଗଣନାଟ୍ୟ ରେ | ଆଉ ଯେଉଁଠି ଦେଖୁବାକୁ ମିଳିଛି କି ପାର୍ବତୀ ଗଣନାଟ୍ୟ ରେ ସୁନ୍ଦର ଭାବରେ ଷ୍ଟେଜ ଉପରେ ଗୀତ ଗାଇବାକୁ ଲାଗିଛନ୍ତି କଣ୍ଠ ଶିଳ୍ପୀ ସଞ୍ଜୁ | ଆଉ ଯାହା ଦେଖିବାକୁ ମିଳିଛି କି ” ଝୁଲ ରେ ନିତାଇ ଝୁଲ ” ଗୀତରେ ସୁନ୍ଦର ଭାବରେ ନିଜର ସଂଗୀତର ଯାଦୁ ରେ ଦର୍ଶକ ଙ୍କ ମାନଙ୍କ ର ମଣ କୁ ହରଣ କରିବାକୁ ଲାଗିଛନ୍ତି ଏହି କଳାକାର ଜଣଙ୍କ | ଆଉ ନିଜର ସଂଗୀତ ର କଳାକୁ ପ୍ରଦର୍ଶନ କରିକି ସମସ୍ତଙ୍କ ମନକୁ ହରଣ କରିବାକୁ ଲାଗିଛନ୍ତି |
ଏଠାରେ ଦେଖିବାକୁ ମିଳିଛି କି ଷ୍ଟେଜ ଉପରେ ନଜର ଦମଦାର ପ୍ରଦର୍ଶନୀ ଦେବାକୁ ଲାଗିଛନ୍ତି ଯାତ୍ରା ଜଗତରେ ଚହଳ ଖେଳାଉଥିବା ସେହି କଣ୍ଠ ଶିଳ୍ପୀ ଜଣଙ୍କ | ଆଉ ତାଙ୍କର କଣ୍ଠ ର ଯାଦୁ ରେ ସମସ୍ତଙ୍କୁ ବେଶ ଦିୱାନୀ ମଧ୍ୟ ବନେଇଛନ୍ତି | ଆଉ ପ୍ରଗ୍ରାମ ଆରମ୍ଭରେ ପ୍ରଥମେ ଏକ ସୁନ୍ଦର ଜଗନ୍ନାଥ ଙ୍କ ଉଦେଶ୍ୟ ରେ ଗାନ କରିବାକୁ ଲାଗିଛନ୍ତି ସଞ୍ଜୁ | ଆଉ ଗୀତର ଅନ୍ଦାଜ ରେ ସମସ୍ତଙ୍କୁ ବେଶ ଝୁମେଇବାକୁ ଲାଗି ପଡିଛନ୍ତି | ଆଉ ଯେଉଁ ଗୀତ ର ତଳେ ତଳେ ଝୁମିଛନ୍ତି ସମସ୍ତ ଦର୍ଶକ ମାନେ ବୋଲି କୁହାଯାଉଛି |
ତେବେ ” ଝୁଲ ରେ ନିତାଇ ଝୁଲ ” ଟି ବେଶ ସୁନ୍ଦର ଭାବରେ ମଧ୍ୟ ଷ୍ଟେଜ ଉପରେ ଗାଇବାକୁ ଲାଗିଥିଲେ କଳାକାର ଜଣଙ୍କ| ଆଉ ଯେଉଁ ଗୀତର ମଧୁରତା ଏତେ ଅଧିକ ଥିଲା କି ତାହା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଛି ବୋଲି କୁହାଯାଇଛି | ଆଉ ଯେଉଁ ଗୀତ ସମସ୍ତଙ୍କର ମନକୁ ଛୁଇଁବାକୁ ଲାଗିଛି | ଆଉ ଯେଉଁ ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଗୀତ କୁ ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି ସମସ୍ତେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।