ଆପଣ ମାନେ କଣ ଆପଣଙ୍କର କମ ଉଚ୍ଚତା କାରଣରୁ ଲଜ୍ଜ୍ୟା ଅନୁଭବ କରୁଛନ୍ତି କି । ଆପଣ ମାନେ ନିଜର ଉଚ୍ଚତା ବଢେଇବା ପାଇଁ ଚାହୁଁଛନ୍ତି କି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କଲେ ଆପଣ ମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କଲେ ଆପଣ ମାନେ ବହୁତ ଶୀଘ୍ର ନିଜର ଉଚ୍ଚତା ବଢେଇ ପାରିବେ । ଏହା କୌଣସି ଏକ୍ସାସାଇଜ ନୁହେଁ ବରଂ ଏହା ଏକ ଘରୋଇ ଉପଚାର ଅଟେ , ଯାହା ପ୍ରାକୃତିକ ଉପଚାର ଅଟେ । ଏତିରୁ ଆପଣ ମାନଙ୍କୁ କୌଣସି ସାଇଡ ଇଫେକ୍ଟ ପଡିନଥାଏ ।
ଏହି ଉପଚାର ତିଆରି କରିବା ପାଇଁ ଆପଣ ମାନଙ୍କୁ ଆବଶ୍ୟକ ଅସ୍ୱଗନ୍ଧା , ଏହା ପିଟୁଇଟାରି ସିସଟମକୁ ଏମିତି ସଲଭ କରିଥାଏ ଯାହା ହ୍ୟୁମନ ଗ୍ରୋଥ ବଢିବା ପାଇଁ ବହୁତ ଭଲ ହୋଇଥାଏ । ଆପଣ ମାନେ ରାତିରେ ଖାଦ୍ୟ କାଇବାର ଦୁଇ ଘଣ୍ଟା ପରେ ଏବଂ ଶୋଇବାର ଅଧଘଣ୍ଟା ପୂର୍ବରୁ ଆପଣ ମାନଙ୍କୁ ଏହା ସେବନ କରିବା ପାଇଁ ପଡିବ । ଆପଣଙ୍କୁ ଏହାର ଏକ ଚାମୁଚ ଅଧା ଗ୍ଲାସ କ୍ଷୀରରେ ସେବନ କରିବା ପାଇଁ ପଡିବ ।
ମାତ୍ର ଯେଉଁ ଲୋକମାନଙ୍କର ଓଜନ ଅଧୀିକ ଅଟେ ସେହି ବ୍ୟକ୍ତି ମାନେ ଏହାର ସେବନ କରନ୍ତୁ ନାହିଁ । କାରଣ ଅଶ୍ୱଗନ୍ଧାରେ ଏମିତି ତତ୍ତ୍ୱ ମିଳିଥାଏ ଯାହା ଆମର ଉଚ୍ଚତା ବଢାଇବା ସହିତ ଆମର ଓଜନ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ସହିତ ଯେଉଁ ମାନଙ୍କର ବିପି ଲୋ ଅଟେ ସେମାନେ ଏହାର ଆଦୌ ସେବନ କରନ୍ତୁ ନାହିଁ ।
କାରଣ ଅସ୍ୱଗନ୍ଧାରେ ଏମିତି ତତ୍ତ୍ୱ ମିଳିଥାଏ ଯାହା ଆମର ବିପିକୁ ଆହୁରି ଲୋ କରିଦେଇଥାଏ । ଯଦି ଆପଣ ମାନଙ୍କୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ତେବେ ଆପଣ ମାନେ ଜାକ୍ତରଙ୍କର ପରାମର୍ଶ କରି ଏହାର ସେବନ କରନ୍ତୁ । ଯଦି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ତେବେ ଏହାର ସେବନ କରିପାରିବେ ।
ଆପଣ ମାନେ ଏହାକୁ ସେବନ କରିବାର ସାତଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ମନସ୍କାର ନିଶ୍ଚିତ ରୂପରେ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ଉଚ୍ଚତା ବହୁତ ଶୀଘ୍ର ବଢିଥାଏ । ଏହା ସହିତ ଆପଣ ମାନଙ୍କୁ ନିଶ୍ଚିତ ରୂପରେ ତାଡ ଆସନ କତରିବା ଆବଶ୍ୟକ । କାରଣ ତାଡ ଆସନ କରିବା ଦ୍ୱାରା ଆପଣଙ୍କର ଏଜିଏକ୍ସ ଲେବୁଲ ବଢିଥାଏ ଏବଂ ଏହା ଆପଣଙ୍କୁ ଉଚ୍ଚତା ବହୁତ ଶୀଘ୍ର ବଢିଥାଏ । ଏହା ସହିତ ଆପଣ ମାନେ ଖରାରେ ନିଶ୍ଚିତ ରୂପରେ ବସନ୍ତୁ କାରଣ ଖରାରେ ଭିଟାମିନ ଡି ମିଳିଥାଏ ଯାହା ଉଚ୍ଚତାରେ ବନେଇବାରେ ବହୁତ ସାହାର୍ଯ୍ୟ କରେ । ଏହା ସହିତ ଆପଣ ମାନେ ଦିନରେ 8 ରୁ 12 ଘଣ୍ଟା ନିଶ୍ଚିତ ଶୋଇବା ଆବଶ୍ୟକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।