Odisha News Portal

ହେଇ ହେଇ ଧର ଧର… ସମୁଦ୍ର ମଝିରେ ଭୟଙ୍କର ଦୃଶ୍ୟ… ଦେଖନ୍ତୁ Video

ବନ୍ଧୁଗଣ ବେଳେବେଳେ କିଛି ଏମିତି ଦୃଶ୍ୟ ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ। ଯଦିଓ ଏହା ମଜାଦାର ଅଟେ କିନ୍ତୁ ଏହା ଆମକୁ ଡରାଇବା ଭଳି ହୋଇଥାଏ। ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି।

ତେବେ ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ। କାରଣ କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ବିଚଳିତ ହୋଇ ପଡ଼ନ୍ତି। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ।

ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି। କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ। ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ବିଧାୟକ ଫ୍ଲୋଟିଂ ବ୍ରିଜ ଉଦଘାଟନ କରିବା ପାଇଁ ଯାଇଥିବା ବେଳେ ସେ ଅନ୍ଯ ସଦସ୍ୟ ମାନଙ୍କ ସହିତ ସେଠାରେ ସେହି ପୋଲ ଉପରେ ଚାଲୁଥିଲେ ଆଉ ଏହା ତରଙ୍ଗରେ ଉଠୁଥିବା ସମୟରେ ଢେଉ ପିଟି ଦେବାରୁ ବିଧାୟକ ଜଣଙ୍କ ତଳେ ପଡି ଯାଉଥିବାର ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇଛି। ଆପଣ ଏହି ଦୃଶ୍ୟକୁ ଏଠାରେ ଏହି ଭିଡିଓ ରେ ଦେଖି ପାରୁଥିବେ।

ତେବେ ଏହି ବିଧାୟକ ଜଣଙ୍କ ହେଉଛନ୍ତି ରଘୁପତି ଭଟ୍ଟ।ସେ ମାଲପ ବିଚ୍ ନିକଟରେ ଏହି ଫ୍ଲୋଟିଙ୍ଗ ବ୍ରିଜ ଉଦଘାଟନ କରିବା ପାଇଁ ଯାଇଥିଲେ। ତେବେ ଏହା ଏକ ଅଭିନବ କାର୍ଯ୍ୟ। କାରଣ ଢେଉ ଉପରେ ଏଭଳି ବ୍ରିଜ ନିର୍ମାଣ ଯେଉଁଭଳି ଭାବରେ ହୋଇଛି ତାକୁ ଦେଖି ବହୁତ୍ ଖୁସି ଲାଗୁଛି। ବ୍ରିଜ ଟି ଢେଉ ରେ ଉଠୁଛି ଏବଂ ପୁଣି ତଳକୁ ପଡ଼ୁଚି ଯାହାକୁ ଦେଖିବା ପାଇଁ ଏତେ ସୁନ୍ଦର ଲାଗୁଛି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରିବେ। ଚାଲିବା ସମୟରେ ଧରିବା ପାଇଁ ଦୌଡ଼ି ମଧ୍ୟ ସେଥିରେ ବନ୍ଧା ଯାଇଛି।ତେବେ ଆପଣ ଅନୁମାନ କରନ୍ତୁ ଯଦି ଏହି ପୋଲ ଉପରେ ଜଣେ ଚାଲୁଥିବ ତେବେ କେତେ ସୁନ୍ଦର୍ ଅନୁଭୂତି ମିଳୁଥିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।