Odisha News Portal

ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ ? | Dr. Prabha SP

ତେବେ ଦର୍ଶକ ବନ୍ଧୁ ଆଜିର ଯୁଗରେ ଆମର ଖାଇବା ର ଶୌଳି ଆଉ ଦେହ ପ୍ରତି ଯତ୍ନ ନ ନେବା ଯୋଗୁଁ କର୍ମବୋହୁଳ ଜୀବନରେ ବହୁତ ପ୍ରକାରର ସମସ୍ୟା ମାନ ଦେଖା ଯାଉଛି | ଆଉ ସେଥିପାଇଁ ଆମେ ମାନେ ଅନେକ ପ୍ରକାରର ଅସୁବିଧା ର ସମ୍ମୁଖୀନ ମଧ୍ୟ ହୋଇଥାଉ | ଆଉ ଆମ ମାନଙ୍କର ଶରୀରରେ ଯଦି ସେହିଭଳି ଭାବରେ କିଛି ଅସୁବିଧା ହୋଇଥାଏ ତାହେଲେ ସେହି ଭଳି ଗୋଟିଏ ଅସୁବିଧା ହେଉଛି ଆମର ପାଦ ଯନ୍ତ୍ରଣା ହେବା | ତେବେ ଆସନ୍ତୁ ବନ୍ଧୁଗଣ ସେହିଭଳି ଆମର ପାଦରେ ଯଦି କିଛି ଅସୁବିଧା ହୋଇଥାଏ ତାହେଲେ ଏହିଭଳି ସମସ୍ୟା କଣ ପାଇଁ ହୋଇଥାଏ , ଆଉ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ କଣ ସବୁ କରିବା ଆବଶ୍ୟକ ହୋଇଥାଏ |

ସାଧାରଣତଃ ଆମର ପାଦ କୁ ତିନି ଭାଗରେ ବିଭକ୍ତ କରାଯାଇଛି ତାହା ହେଉଛି ଫର ଫୁଟ, ମିଡ ଫୁଟ ଓ ଆଉ ଗୋଟିଏ ହେଉଛି ହାଇଣ୍ଡ ଫୁଟ |ତେବେ ଆମେ ମାନେ ଯଦି ଏହି ଭଳି ପାଦ ସମସ୍ୟାରେ ଦେଖା ଦେଇଥାଏ ତାହେଲେ ଆମେ ମାନେ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯାଇଥାଉ | ଆଉ ଡାକ୍ତର ମଧ୍ୟ ଆମର ପାଦ ର କେଉଁ ସ୍ଥାନରେ ପେନ ହେଉଛି ଦେଖିଥାନ୍ତି ଆଉ ସେହି ଅନୁସାରେ ଚିକିତ୍ସା ମଧ୍ୟ କରିଥାନ୍ତି |

ତେବେ ଡାକ୍ତର ମାନେ ଆମକୁ ପ୍ରଥମେ ଆମ ପାଦ ର ଏକଶ୍ରେ କରିବାକୁ କହିଥାନ୍ତି, ଆଉ ଯଦି ସିଭିୟର କେଶ ହୋଇଥାଏ ସେତେବେଳେ ଆମେ ଆମ ପାଦର MRI ସ୍କାନ କରାଯାଏ ଓ ବ୍ଲଡ ଟେଷ୍ଟ ମଧ୍ୟ କରାଯାଇଥାଏ | ତେବେ ସାଧାରଣତଃ ଡାକ୍ତର ମାନେ ନନ ସୋର୍ଜିକାଲ ୱେ ରେ ଚିକିତ୍ସା କରିବା ପାଇଁ ଆପଣେଇଛନ୍ତି |ତେବେ ଆମର ପାଦ ଯନ୍ତ୍ରଣା ବିଭିନ୍ନ କାରଣ ଯୋଗୁଁ ହୋଇଥାଏ |

ତେବେ ପାଦ ଯନ୍ତ୍ରଣା ହେବାର କାରଣ ଗୁଡିକ ହେଲା :-

ଆମେ ଯଦି ଆମର ଜୋତା ବା ସୁଜ କୁ ଠିକ ଭାବରେ ନ ପିନ୍ଧିବା, ଆଉ ଯଦି ହାଇ ହିଲ ମଧ୍ୟ ପିନ୍ଧିଲେ ଏହା ଆମ ପାଦ ଉପରେ ପ୍ରେସର ପକାଇଥାଏ ଓ ଆମର ପାଦ ଯନ୍ତ୍ରଣା ମଧ୍ୟ ହୋଇଥାଏ |ତେବେ ଆମେ ଫିଜିଓ ଥୋରାପି ଦ୍ୱାରା ମଧ୍ୟ ଆମେ ଆମ ପାଦ ର ଯନ୍ତ୍ରଣା କୁ କମେଇ ପାରିବା | ତାହା ବ୍ୟତୀତ କେତେ ଗୁଡିଏ ଷ୍ଟ୍ରୀଚିଂ ଏକସେସାଇଜ ରହିଛି ଯାହା ଯୋଗୁଁ ଆମେ ପାଦ ଯନ୍ତ୍ରଣା ଜଣିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଷ୍ଟ୍ରୀଚିଂ ଅର୍ଥଟ୍ରିକ୍ସ ଯୋଗୁଁ ମଧ୍ୟ ଆମେ ଆମ ପାଦ ରେ ହେଉଥିବା ସମସ୍ତ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇପାରିବା | ତାହା ବ୍ୟତୀତ ଆହୁତି କେତୋଟି ଟ୍ରାପିକାଲ ତ୍ରିକ୍ସ ମଧ୍ୟ ରହିଛି ଯାହା ଯୋଗୁଁ ଆମେ ପାଦ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |ତେବେ ଆମେ ପାଦରେ କେତେକ ଷ୍ଟ୍ରେଚିଂ ଏକସେସାଇଜ ସହିତ କିଛି ଦିନ ପାଇଁ ପେସେଣ୍ଟ କୁ ପେନ ମେଡ଼ିସିନ ମଧ୍ୟ ନେବାକୁ ପଡିଥାଏ |ତେବେ ଏହି ଭଳି ଭାବରେ ଆମର ପାଦରେ ଯନ୍ତ୍ରଣା ଜଣିତ ସମସ୍ୟାକୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।