Odisha News Portal

Health Tips – ରସୁଣ ମାଧ୍ୟମରେ 5 ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ- କେମିତି ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ସ୍ବାସ୍ଥ୍ୟା ସମ୍ବନ୍ଧୀୟ କିଛି କଥା କହିବାକୁ ଯାଉଛୁ । ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ ବହୁତ ସ୍ତ୍ରୀ ଲୋକମାନେ ମାଁ ହେବା ପାଇଁ କେତେ ବ୍ୟାକୁଳ ହୋଇଥାନ୍ତି । ବିବାହ ଏକ ପବିତ୍ର ବନ୍ଧନ, ଏହାର ସଂସାରର ନିୟମ । ସଂସାରକୁ ବଢାଇବା ପାଇଂ ଏହା ଆଦିମ କାଳରୁ ଚାଲି ଆସିଛି । ବିବାହ ପରେ ସନ୍ତାନ ଜନ୍ମ ହେବା ସ୍ବାମୀ ଏବଂ ସ୍ତ୍ରୀ ଉଭୟଙ୍କର ଏକ ବହୁତ ବଡ ଅଭିଳାଷ । ବାପା ମାଁ ହେବା ସମସ୍ତଙ୍କର ଗୋଟିଏ ସ୍ବପ୍ନ ଥାଏ । ତେବେ ଆପଣ ଦେଖିଥିବେ ବିବାହ ପରେ ପରେ କିଛି ମହିଳା ଗର୍ଭଧାରଣ କରନ୍ତି ତ କିଛି ମହିଳା ବିବାହର କିଛି ବର୍ଷ ପର୍ଯ୍ୟନ୍ତ ମଧ୍ୟ ମାଁ ହୋଇନଥାନ୍ତି ।

ଆପଣ ମାନେ ଜାଣି ଥିବେ କି ଯଦି ଗୋଟେ ନାରୀ ମା ହୁଏ , ତାହାଲେ ତା ଆଖ ପାଖ ଲୋକ ପରିବାର ଲୋକ ବହୁତ ଖୁସି ହୋଇ ଥାନ୍ତି, ଆଉ ଏହି ଖୁସି ପାଇଁ ଉତ୍ସବ ପାଳନ କରି ଥାନ୍ତି। ତେବେ ଆମ ଦେଶ ରେ ଝିଅ ମାନଙ୍କ ଜନ୍ମ ହେବାକୁ କେହି ପସନ୍ଦ କରନ୍ତି ନାହିଁ।

ଝିଅ ଜନ୍ମ ହେଲେ କେହି ଖୁସି ହୁଅନ୍ତି ନାହିଁ , ଉତ୍ସବ ପାଳନ୍ତି ନାହିଁ, ଆଉ ଝିଅ ଜନ୍ମ ହେଲେ ସମସ୍ତେ ବୋଝ ବୋଲି ଭାବନ୍ତି ,ଆଉ ଏହି ଚିନ୍ତାଧରା ପାଇଁ ଝିଅ ମାନେ ଆଜି ତଳେ ରହିଛନ୍ତି। ତାଙ୍କୁ ଆଗକୁ ବଢିବାର କୌଣସି ସୁଯୋଗ ଦିଆ ଯାଉ ନାହିଁ।ତେବେ ଆପଣ ମାନେ ଜାଣି ଥିବେ କି ଯେତେବେଳେ ଜଣେ ନାରୀ ଗର୍ବବତି ହୁଏ , ସେତେବେଳେ ସେ ତାଙ୍କ ପରିବାର ଲୋକ ଜାଣିବାକୁ ଚାଁହାନ୍ତି ଯେ, ଆସିବା କୁ ଥିବା ପିଲା ଟି ପୁଅ ହେବ ନା ଝିଅ ।

ଆଜିର ଯୁଗ ହେଉଛି ବିଜ୍ଞାନ ର ଯୁଗ।ବିଜ୍ଞାନ ର ଅଗ୍ରଗତି ଯୋଗୁ ଏହା ପାଇଁ ଏକ ଯନ୍ତ୍ର ଆବିଷ୍କାର ହୋଇଛି। ତେବେ ଅନେକ ଲୋକ ଏହା ଦ୍ୱାରା ଝିଅ ଯଦି ଅଛି ଜାଣିଲେ , ତହାଲେ ପିଲା କୁ ନଷ୍ଟ କରିଦେଇ ଥାନ୍ତି।ତେଣୁ ସରକାର ଏହାକୁ ଆଇନଗତ୍ ଅପରାଧ ବୋଲି କହିଛନ୍ତି ।ଆଜି ଆମେ ବିନା ମେଡିକାଲ ଟେଷ୍ଟରେ କେମିତି ଜାଣିବେ ଯେ ଆପଣଙ୍କ ଗର୍ଭରେ ପୁଅ ଅଛି ନାଁ ଝିଅ ସେବିଷୟରେ କହିବାକୁ ଯାଉଛୁ ।

ଏହି ଉପଚାର ରସୁଣ ସାହାଯ୍ୟରେ କରିବେ ତେବେ ରସୁଣ ସାହାଯ୍ୟ ରେ ଏହା କେମିତି ସମ୍ଭବ ହେବ ବୋଲି ସମସ୍ତ ଙ୍କ ମନ ରେ ପ୍ରଶ୍ନ ରହିଛି।

ତେବେ ଏହା ଅନେକ ସମୟ ରେ ସତ ହୋଇଛି। ତେବେ ଆପଣ ଯଦି ଜାଣିବାକୁ ଚାଁହୁଚନ୍ତି ତାହାଲେ ରସୁଣ ଖାନ୍ତୁ ଆଉ ଏହାକୁ ଖାଇବା ପରେ ଯଦି ମହିଳାଙ୍କ ମୁହଁରୁ ଦୁର୍ଗନ୍ଧ ବାହାରେ ତ ପୁଅ ହୋଇପାରେ । ଯଦି ଦୁର୍ଗନ୍ଧ ନବାହାରେ ତ ଝିଅ ହୋଇପାରେ ,କିନ୍ତୁ ଏଥିରେ ନିଶ୍ଚିନ୍ତ ହୋଇପାରିବେନାହିଁ ହେଲେ ଅନୁମାନ କରାଯାଇପାରିବ । ଅର୍ଥାତ ଏହା ଯେ ସମ୍ପୁର୍ଣ୍ଣ ରୂପେ ଠିକ ହେବ ବୋଲି ଦାବି କରାଯାଇ ପାରିବ ନାହିଁ। ହେଲେ ଏହି ଉପାୟ ବହୁତ ସ୍ଥାନ ରେ ସତ ବୋଲି ପ୍ରମାଣିତ ହୋଇଛି।