Odisha News Portal

ହେ ପ୍ରଭୁ ! ଓଡିଶାକୁ ମାଡିଆସୁଛି ପୁଣି ଏକ ଭୟଙ୍କର ବାତ୍ୟା, ଫନି କୁ ୩ ବର୍ଷ… ପୁଣି ଛନକା…ସାମ୍ନାକୁ ଆସିଲା ନୂଆ Report

ସମୟ ଏମିତି ହୋଇଗଲାଣି ତାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ତାହା ସଂଗେ ସଂଗେ ଲୋକ ମାନଙ୍କ ପାଖରେ ସବୁ ଘଟଣା ପହଂଚି ପାରିଥାଏ। ଆଉ ଏବର ଏକ ପାଣିପାଗ ସମ୍ପର୍କରେ ଖବର ପହଞ୍ଚିଛି ଆଉ ତାହାକୁ ନେଇ ପୁର୍ନରୁ ହୋଇଥିବା ବାତ୍ୟା ର ତାଣ୍ଡବ ସମ୍ପର୍କ ରେ କିଛି କୁହା ଯାଇଛି। ଏହିଠାରେ ଦେଖିବାକୁ ମିଳିଛି ଏକ ଭିଡ଼ିଓ ଯେଉଁଠାରେ କିଛି ପାଣିପାଗ ସମ୍ପର୍କରେ ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଆଉ ଏବେ ଘଟଣା ଟି ଉପକୂଳବର୍ତୀ ଅଂଚଳ ରେ ଭୟ ସୃଷ୍ଟି କରି ଦେଇଛି।ଆଉ ଆଗରୁ ଏହି ପରି ଅନେଜ ବାତ୍ୟା ଆସିଛି ଯାହା ଦ୍ୱାରା ବହୁତ କିଛି କ୍ଷତି ହେବା ପରେ ଲୋକ ମାନଙ୍କ ମନରେ ଗୋଟିଏ ଭୟ ରହି ଯାଇଛି ଯାହା ଆପଣ ମାନେ ଆଗରୁ ଜାଣିଥିବେ।ଆଉ ଏବେ ସେହିପରି ମଧ୍ୟ ଏକ ବାତ୍ୟା ଆସୁଛି ଯାହା ର ସଠିକ ତଥ୍ୟ ଆସି ପାରିନାହିଁ ଯଦିଓ ଉପକୂଳ ଆଂଚଳ ରେ ହେବ ନେଇ ସୂଚନା ମିଳିଛି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟିରେ ଜାଣିବାକୁ ମିଳିଛି ଯେ କିଛି ବର୍ଷ ତଳେ ଫନି ବାତ୍ୟା ସମ୍ପର୍କରେ ଲୋକ ମାନଙ୍କ ପରିସ୍ଥିତି ଯାହା ସବୁ ଉପୁଜୁଥିଲା ତାହା ଏବେ ପର୍ଯ୍ୟନ୍ତ ମନ ରୁ ଲିଭି ପାରିନାହିଁ।

ଆଉ ଏହି ବାତ୍ୟା ଠିକ ଏହି ସମୟରେ ହୋଇଥିଲା ୨୦୧୯ ମସିହା ମେ ୩ ରେ ହୋଇଥିଲା ଯାହା ଏଠାରେ ସୁଚନା ଯୋଗ୍ୟ।ଆଉ ସେତେବେଳେ ଏହି ବାତ୍ୟା ରେ ଅନେକ କିଛି ଧ୍ୱଂସ ବିଧ୍ଵଂସ ହୋଇଥିଲା ଏବଂ ପବନ ସମସ୍ତ ଜନଜାତି କୁ ହଲଚଲ କରି ଦେଇଥିଲା ଯାହା ଦ୍ୱାରା ସାଧାରଣ ଲୋକ ମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ସେହି ସମୟରେ ବାତ୍ୟା କୁ ଅନୁଭବ କଲେ ବର୍ତ୍ତମାନ ସମୟରେ ମନ ରେ ଭୟ ଆସି ଯାଉଛି। ଆଉ ଏବେ ସେହି ସମୟରେ ପୁଣି ଏକ ବାତ୍ୟା ଜାଲ ବାନ୍ଧୁଛି ଯାହା ଏବେ ସୂଚନା ଯୋଗ୍ୟ। ବିଭିନ୍ନ ପାଣିପାଗ ମଡେଲ ସବୁ ଭିନ୍ନଭିନ୍ନ ମତ ମଧ୍ୟ ଦେଇଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଏହି ଠାରେ ଜାଣିବାକୁ ମିଳିଛି ଯେ ଏବେ ଯେଉଁ ବାତ୍ୟା ଆସୁଛି ତାହା ଉପକୂଳ ଓଡ଼ିଶା ରେ ପହଂଚିବ ହେଲେ ସଠିକ ଭାବରେ କହି ନାହାଁନ୍ତି।ଆଉ ଆମେରିକାନ ମଡେଲ କହୁଛି ଯେ କିଛି ଦିନପରେ ତାହା ସ୍ଥଳ ଭାଗ ଅତିକ୍ରମ କରିବ ଏବଂ ଏହାର ପ୍ରଭାବ ସମ୍ପର୍କ ରେ ଠିକ ଭାବରେ ଯଦିଓ ଜଣାପଡି ନାହିଁ କିନ୍ତୁ ତାହା ଜୋର ରେ ହେବା ନେଇ ସୂଚନା ଦେଇଛି। ଆଉ ରାଜ୍ୟ ସରକାର ମଧ୍ୟ ଏହି ସବୁ ପାଇଁ ନିଜକୁ ସତର୍କ ରଖି ଲୋକ ମାନଙ୍କ ପାଇଁ ସବୁ ମହଜୁଦ ରଖିଛନ୍ତି ନେଇ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।