Odisha News Portal

Health Tips – ସେଓ (Apple) ଖାଇବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ ଗଂଭୀର ରୋଗ ହୋଇପାରେ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଜାଣିବା ଆପଣ ମାନଙ୍କର ନିତାନ୍ତ ଆବଶ୍ୟକ ଅଟେ । ଦୁନିଆରେ ଅନେକ ପ୍ରକାର ଲୋକମାନେ ରହିଛନ୍ତି ତେବେ ସମସ୍ତଙ୍କର ରୁଚି , ପସନ୍ଦ ଅଲଗା ଅଲଗା ହୋଇଥାଏ । କେତେକ ଲୋକମାନେ ନିରାମିଷାସୀ ହୋଇଥାନ୍ତି କେତେତ ମାଂଶାସୀ । ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଗ୍ରହଣ କରିଥାନ୍ତି କାରଣ ଏହା ଦ୍ୱାରା ସେମାନଙ୍କୁ ସମସ୍ତ ପ୍ରକାର ଶକ୍ତି ମିଳିଥାଏ , ଯାହା ଦ୍ୱାକରା ସେମାନେ ସମାଜରେ ଉନ୍ନତି ବା ଅଗ୍ରସର କରିପାରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହିପରି ଗୋଟିଏ କାଇବା ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ମାନେ ନିଶ୍ଚିତ ରୂପରେ ସେବନ କରୁତିବେ କାରଣ ତାହା ଆମ ଶରୀର ପାଇଁ ବହୁତ ସାଭ ଦାୟକ ହୋଇଥାଏ ।

ଆଜି ଆପଣ ମାନଙ୍କୁ ଏକ ଫଳ ସମ୍ପର୍କରେ କହିବୁ , ଏହା କହିବୁ କି ସେହି ଫଳ କୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ଓ କେତେ କ୍ଷତି ହୋଇଥାଏ। ସେଓ ସାଧାରଣତଃ ସବୁ ସିଜିନ୍ ରେ ଖାଇବାକୁ ମିଳିଥାଏ। ଲୋକ ମାନେ ସମସ୍ତେ ପ୍ରାୟତଃ ତାକୁ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ସେଓ ର ସେବନ ବ୍ୟାକ୍ଟେରିଆ ଓ ଭାଇରସ୍ କୁ ଦୂର କରିଥାଏ ଓ ଆମ ଶରୀର ର ହାଡ କୁ ମଜବୁତ୍ କରିଥାଏ ।ସେଓ ଆମ ଶରୀର ପାଇଁ ବରଦାନ ଭଳି କାମ କରିଥାଏ , ସେଓ ଆମ ଶରୀର ପାଇଁ ବରଦାନ ଭଳି କାମ କରିଥାଏ ।

ସେଓ ରୁ ମିଳୁଥିବା ଫାଇବର୍ ମୋଟାପା କୁ କମ୍ କରିବାରେ ସହାୟକ ହୋଇଥାଏ,ଯଦି ଆପଣ କବଜ ,କିମ୍ବା ଗ୍ୟାସ୍ ସମସ୍ୟା ରେ ପୀଡିତ ଅଛନ୍ତି ତେବେ ସେଓ ରେ ଥିବା ଫାଇବର୍ ତାହାକୁ କମେଇବାରେ ବହୁ ସହାୟକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ସେଓର ସେବନ କରିବା ପରେ ଆପଣ ମାନେ କେଉଁ ସମସ୍ତ ଜିନିଷ ଖାଇବା ଠିକ ନୁହେଁ କାରଣ ଏହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

1–ପାଣି

ପାଣି ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ , ତେଣୁ ଆମେ ପ୍ରତ୍ୟେକ ସମୟରେ ପାଣି ପିଇବା ଉଚିତ । ମାତ୍ର ଆପମ ମାନେ କେବେବି ସେଓର ସେବନ ପରେ ପାଣି ପିଇବେ ନାହିଁ । କାରଣ ସେଓ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇଲେ ଆପଣଙ୍କ ଯନ୍ତ୍ରଣା ହୋଇଥାଏ। ସେଓ ଖାଇବାର ୩୦ ମିନିଟ୍ ପରେ ପାଣି ପିଅନ୍ତୁ ।

2–ମୂଳା

ସେଓ ଖାଇବା ପରେ ମୂଳାର ସେବନ କରନ୍ତୁ ନାହିଁ ବା ସେଓ ଏବଂ ମୂଳାକୁ ଅଏକା ସଂଙ୍ଗରେ ସେବନ କରନ୍ତୁ ନାହିଁ କାହିଁକିନା ଏପରି କରିବା ଦ୍ୱାରା ଶରୀରରେ ଧଳା ଦାଗର ସମସ୍ୟା ଦେଖା ଦେଇଥାଏ ।

3–କ୍ଷୀର

ସେଓର ସେବନ କରିବା ପରେ ଆପଣ ମାନେ ଭୁଲରେ ମଧ୍ୟ କେବେ କ୍ଷୀରର ସେବନ କରନ୍ତୁ ନାହିଁ । ସେଓ ଖାଇବା ସଙ୍ଗେ ସଂଙ୍ଗେ କ୍ଷୀର ପିଇଲେ ପେଟରେ ଡାନିକ୍ ହୋଇଯାଏ, ଯାହା ଦ୍ୱାରା ଆପଣଙ୍କୁ ଯନ୍ତ୍ରଣା ହୋଇଥାଏ। ସେଓ ଖାଇବାର ଅଧା ଘଣ୍ଟା ପର୍ଯ୍ୟନ୍ତ କ୍ଷୀର ପିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।