ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ୟେଉଁ କତାଟି ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆଜିର ଦୁନିଆ ତ ଆଧୁନିକ ଦୁନିଆ କହିବାକୁ ଗଲେ ଏଠାରେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ କାମ ହୋଇଥାଏ ଏବଂ ଆମେ ମାନେ ମଧ୍ୟ ବହୁତ କଥା ଜାଣିଥାଉ ବହୁତ ବହୁତ ନୂତନ ନୂତନ ଘଟଣା ମାଧ୍ୟମରେ ମଧ୍ୟ ଆମେ ମାନେ ସୋସିଆଲ ମିଡିଆରେ ସହାୟତାର ବହୁତ ଜଲଦି ଜାଣି ପାରିଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ଆପଣ ମାନେ ଜାଣିଥିବେ କି ଦୁନିଆରେ ପ୍ରତ୍ୟେକ ଦିନ ହଜାର ହଜାର ଶିଶୁ ମାନେ ଜନ୍ମଗ୍ରହଣ କରୁଛନ୍ତି ମାତ୍ର ସମସ୍ତେ ସମାନ ପ୍ରକାରର ଜନ୍ମ ଗ୍ରହଣ କରିନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼ ତେବେ ଏହି ଭଳି ଶିଶୁ ମାନଙ୍କୁ ଆମେ ଆବନର୍ମାଲ ଶିଶୁ ବୋଲି କହି ଥାଉ ।
ତେବେ ସେହିପରି ଏକ ଘଟଣା ଏବେ ଦେଖିବାକୁ ମିଳିଛି ଯାହା ହେଉଛି କି ଉତ୍ତର ପ୍ରଦେଶ ର ଭବାନୀ ପୁର ଗ୍ରାମ ରେ ଜଣେ ଦମ୍ପତୀ ଏକ ଏଭଳି ଛୁଆ କୁ ଜନ୍ମ ଦେଇଛନ୍ତି ଯାହାକି ଦେଖିବା ପାଇଁ ପୁରା ପୁରି ଭାବେ ମା କାଳୀ । ଲୋକ ମାନେ ଏହି ଛୁଆ ଟିକୁ ମାତା ଙ୍କ ର ଏକ ରୂପ ବୋଲି କହୁ ଅଛନ୍ତି । ଆଉ ଏହି ଛୁଆ ପାଖକୁ ବିଭିନ୍ନ ସ୍ଥାନ ରୁ ଆସି ଆଶୀର୍ବାଦ ନେଉ ଅଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସେହି ଛୁଆ ଟି ର ଫଟୋ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।
ତେବେ ଲୋକ ମାନେ କେବଳ ଶିଶୁ ଟିକୁ ମା କାଳୀ ର ରୂପ ଭାବି ଦର୍ଶନ କରୁ ନାହାନ୍ତି ତା ସମ୍ମୁଖ ରେ କଦଳୀ, ନଡ଼ିଆ ଆଦି ଫଳ ମୂଳ ଭୋଗ ମଧ୍ୟ କରୁଛନ୍ତି ଓ ଦକ୍ଷିଣା ମଧ୍ୟ ଦେଉଛନ୍ତି । ତେବେ ଏବେ ସେହି ସମୟରେ ଭବାନୀପୁର ଗ୍ରାମ ଏକ ତୀର୍ଥ ପାଲଟିଯାଇଛି । ସମସ୍ତେ ସେହି ପିଲାଙ୍କୁ ଦର୍ଶନ କରୁଛନ୍ତି ।
ତେବେ ପ୍ରକୃତ ସତ୍ୟ କଥାଟି ଏହାକୁ ସେ ପିଲାଟି ମୃତ ହୋଇ ଜନ୍ମ ଗ୍ରହଣ କରିଛି , ଏହା ସହିତ ଡାକ୍ତରଙ୍କ କହିବା ଅନୁସାରେ ଏହି ଶିଶୁଟି 6 ମାସରେ ଜନ୍ମ ଗ୍ରହଣ କରିଛି ତେଣୁ ଏହି 6 ମାସରେ ଜନ୍ମ ଗ୍ରହଣ କରିବାର ଦ୍ୱରା ତାହାର ସଠିକ ବିକାଶ ହୋଇପାରିନାହିଁ । ଏହା ସହିତ ସେହି ଶିଶୁଟି ଫୋଲିକ ଏସିଡ ପ୍ରଭାବରୁ ଏମିତି ରୂପ ଧାରଣ କରିଛି ବୋଲି କହିଛନ୍ତି ।
ମାତ୍ର ଆଜିର ଲୋକମାନେ ସେ କଥାକୁ ବୁଝୁ ନାହାନ୍ତି ଏମିତି ଏକ ପିଲାଙ୍କୁ ଦେଖି ସେମାନେ ତାହାକୁ ମା କାଳୀର ରୂପ ବୋଲି କହି ପୂଜା କରୁଛନ୍ତି ଏବଂ ଯେଉଁ ଶିଶୁଟି ମଜଟ ମଧ୍ୟ ଅଟେ ସେ ଆଉ ଜୀବିତ ନାହିଁ । ତେବେ ଏହି ପିଲାର ଫଟୋ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ବାଇରାଲ ହେବାରେ ଲାଗିଛି , ଏହା ସହିତ ଲୋକମାନେ ଦର୍ଶନ କରିବାକୁ ମଧ୍ୟ ସେଠାକୁ ଯାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।