Odisha News Portal

ହେ ଭଗବାନ ! ହଠାତ ଅଭିନେତ୍ରୀ ଝିଲ୍ଲିକ୍ (Jhilik) ଙ୍କ ଉପରେ ଚଢ଼ି ଗଲେ ମାଙ୍କଡ଼, ତାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସାରା ରାଜ୍ୟରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଉ ଏହି ସମୟରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପଶୁ ପକ୍ଷୀ ମାନେ ମଧ୍ୟ ବଞ୍ଚିବା ପାଇଁ ଅନେକ ସଂଗ୍ରାମ କରୁଛନ୍ତି। ବାସ୍ତବ ରେ ଏହା ଏକ ସମ୍ବେଦନଶିଳ ଘଟଣା, ଯାହା ଉପରେ ଭାବିବା ଆଉ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କାରଣ ମନୀଷ ସବୁବେଳେ ନିଜ କଥା ଭାବି ସିନା ତାର ଜୀବନକୁ ସମସ୍ୟା ଭିତରେ ବି ଚଳାଇ ପାରୁଛି କିନ୍ତୁ ପଶୁ ପକ୍ଷୀ ମାନେ ଏହିଭଳି ଦୁର୍ଦ୍ଦିନରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉ ଛନ୍ତି। ଯାହାକୁ ସମସ୍ତେ ବୁଝି ପାରିବେନି।

ଆଉ ଏହି ସମୟରେ କିଛି ଏମିତି ପଶୁ ପ୍ରେମୀ ଅଛନ୍ତି ଯେଉଁମାନେ ଜୀବଜନ୍ତୁ ମାନଙ୍କୁ ଖାଇବା ପାଇଁ ଆହାର ଏବଂ ପାନୀୟ ଜଳ ଦେଇଥାନ୍ତି ସେମାନଙ୍କ ତୃଷ୍ଣା ନିବାରଣ କରିବା ପାଇଁ ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ।ଅନେକ ସମୟରେ ଏହିଭଳି ସହାନୁଭୂତି ପୂର୍ଣ୍ଣ କାର୍ଯ୍ୟ କଲାପର ଭିଡିଓ ଆମ ସମ୍ମୁଖକୁ ଆସିଥାଏ। ଯାହା ପ୍ରମାଣ କରି ଦେଇଥାଏ ଯେ ଏବେବି ବଞ୍ଚିଛି ମାନବିକତା ଆଉ ଏବେବି କିଛି ଲୋକଙ୍କ ପାଖରେ ରହିଛି ମଣିଷ ପଣିଆ।ସେହିଭଳି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଥିରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ମାଙ୍କଡ ମାନଙ୍କୁ ଖାଦ୍ୟ ଏବଂ ପାନୀୟ ଜଳ ଦେଉଛନ୍ତି।

ସେ କଦଳୀ କାନ୍ଧି ନେଇ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସହିତ ପାଣି ର ବ୍ୟବସ୍ଥା କରି ସେମାନଙ୍କର ଏହି ଗ୍ରୀଷ୍ମ ର ପ୍ରଚଣ୍ଡ ତାପ ସମୟରେ ଭୋକ ଓ ତୃଷ୍ଣା କୁ ନିବାରଣ କରିବାକୁ ଚେଷ୍ଟା କରିଛନ୍ତି। ମାଙ୍କଡ ମାନେ ମଧ୍ୟ ତାଙ୍କ ଉପରେ ଚଢ଼ି ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି।ତେବେ ଦୁନିଆ ରେ ବହୁ ଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି। ଯେଉଁ ମାନଙ୍କ ଅଭିନୟ, ନାଚ, ଗୀତ ଇତ୍ୟାଦି ରେ ଏକଦା ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇ ଥିଲେ। ଯାହା ପାଇଁ ଏହି ଅଭିନେତ୍ରୀ ମାନେ ଅନେକ ସଫଳତା ସାଉଁଟି ଛନ୍ତି।

ଆପଣମାନେ ଜାଣିଥିବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ କଳାକାର ମାନଙ୍କର ଅଭିନୟ ଯେମିତି ଆପଣ ଦେଖୁଛନ୍ତି, ସେମାନେ ସବୁବେଳେ ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ କିନ୍ତୁ ସେମାନେ ତାଙ୍କର ବାସ୍ତବ ଜୀବନରେ ନିଜକୁ ସବୁବେଳେ ଅତିବାହିତ କରି ପାରି ନଥାନ୍ତି।ସେମାନେ ଅନେକ ପରୋପକାରୀ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଥାନ୍ତି।

ପ୍ରତିଟି କଥାରେ ସେମାନଙ୍କ ଚିନ୍ତାଧାରା ର ପ୍ରତିଫଳନ ଦେଖିବାକୁ ମିଳିଥାଏ।ସେମାନେ ଏକ ନିଆରା ଢଙ୍ଗ ରେ ଉପସ୍ଥାପିତ କରନ୍ତି ନିଜର ଜୀବନକୁ। ସବୁବେଳେ କିଛି ନା କିଛି ଚଳନି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେମାନେ ଚର୍ଚ୍ଚାକୁ ଆସିଥାନ୍ତି। ଯେମିତି ଝିଲିକ ତାଙ୍କ ପଶୁ ପ୍ରେମର ପ୍ରମାଣ ଦେଖାଇଛନ୍ତି ଏଭଳି କିଛି କାର୍ଯ୍ୟ କରି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।