ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ। ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ ।
ତେବେ ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି। ତେବେ ଏଭଳି ଏକ ଘଟଣା ଦେଖିବା କୁ ମିଳିଛି ବର୍ତ୍ତମାନ ସମୟରେ , ଯାହା ଆପଣ ବିଶ୍ବାସ କରି ପାରିବେ ନାହିଁ। ଆପଣ ଜାଣିଲେ ଅବାକ ହୋଇ ଯିବେ ଆଉ ଭାବିବା ପାଇଁ ବାଧ୍ୟ ହେବେ କି ଏହା ସତ ବୋଲି।ତେବେ ଆସନ୍ତୁ ଜାଣିବା ସେହି ଘଟଣାଟି ବିଷୟରେ ।
ସେହି ଆଶ୍ଚର୍ୟ୍ୟଜନକ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଦେଖି୍ବାକୁ ମିଳିଛି । ସେଠାରେ ଏକ ଭିନ୍ନ ପ୍ରଜତିର୍ ପ୍ରଜାପତି ଦେଖିବାକୁ ମିଳି ଥିଲା। ଛତ୍ରପୁର ର ଏନସିସି ରେ ଭାସ୍କରରାଓପେଟା ସାହି ରେ ଜଣେ ନିବାସୀ ଙ୍କ ଘରେ ଏହି ପ୍ରଜାପତି ଟି ଦେଖିବାକୁ ମିଳିଛି। ସେହି ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ କୃତିବାସ ନାୟକ ଙ୍କ ଘରେ ଏହି ପ୍ରଜାପତି ଟି ଉଡିବା ରେ ଦେଖିବାକୁ ମିଳି ଥିଲା। ତେବେ ପ୍ରଜାପତିଟି କିଛି ଦିନ ଆଗରୁ ଆପେ ଆସି ତାଙ୍କ ଘର ଆଗରେ ଉଡି ବୁଲୁ ଥିଲା। ଆଉ ଯେତେ ଓଡାଇଲେ ବି ସେ ଯାଉ ନ ଥିଲା।
ଆଉ ସେହି ବିଚିତ୍ର ପ୍ରକାର ପ୍ରଜାପତିଟି ଟି ସୋମବାର ସକାଳେ କୃତିବାସ ଙ୍କ ଗୋଡ ତଳେ ବସିଲା ଏବଂ ସେ ତାକୁ ଉଠାଇ ଆଣିଲେ । ଆଉ ଦେଖିଲେ କି ସେହି ପ୍ରଜାପତି ପିଠି ରେ ଶ୍ରୀ ଜଗନ୍ନାଥ ଙ୍କ ନୃସିଂହ ଅବତାର ରହି ଥିଲା। ତେବେ ସେ ଏହା ଦେଖି ଆଚାର୍ଯ୍ୟ ହୋଇ ଗଲେ ଓ ତାଙ୍କ ଘର ଲୋକ ଙ୍କୁ ଡାକି ଏହା ଦେଖାଇଲେ।
ସେମାନେ ଏହି ପ୍ରଜାପତି ଟି କୁ ସାଇତି ରଖି ତାକୁ ଧୁପ ଦୀପ ଦେଇ ପୂଜା କରିବା କୁ ଲାଗିଲେ ଓ ସେହି ପ୍ରଜାପତି ଆଗରେ ନଡ଼ିଆ ମଧ୍ୟ ଫଟାଇଲେ। ଏସବୁ ଦେଖି ଆଖପାଖ୍ ଲୋକ ସବୁ ଦେଖିବାକୁ ଆସିଲେ ଏବଂ ଏହି ପ୍ରଜାପତି ର ଫୋଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଏଭଲି ଘଟଣା ଭଗବାନ ଙ୍କ ଲୀଳା ବୋଲି ସମସ୍ତେ କୁହନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।