Odisha News Portal

ହେ ଭଗବାନ ! ଗୋଟିଏ ୧୭ ବର୍ଷ ର ଝିଅ ସହିତ ସାପ ଟି ୩୪ ଥର କଲା ଏମିତି କାମ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଆଶ୍ଚର୍ଯ୍ୟକର କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ କେବେ ହେଲେ ମଧ୍ୟ ଶୁଣିନଥିବେ । ଏ ଦୁନିଆରେ ଆମେ ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟକର କଥା ଶୁଣିବାକୁ ପାଇଥାଉ ହେଲେ କେଉଁ କଥାକୁ ବିଶ୍ୱାସ କରୁ ତ କାହାକୁ ପୁଣି ଏକ ପ୍ରକାର ଅନ୍ଧବିଶ୍ୱାସ କହି ବିଶ୍ୱାସ କରୁନୁ । ମାତ୍ର ସମସ୍ତ କଥା ମଧ୍ୟରେ କିଛି ମାତ୍ରାରେ ସତ୍ୟତା ତ ଲୁଚି ରହିଥାଏ । କାରଣ ଆମ ସମାଜରେ ସେମିତିକା କଥା ପ୍ରାୟତଃ ଘଟିବା ସମ୍ଭବପର ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଘଟଣା ସଂପର୍କରେ କହିବୁ । ଯାହାକୁ ଶୁଣିଲେ ଆପଣ ମାନେ ବିସ୍ୱାସ କରିପାରିବେନି ମାତ୍ର କଥାଟି ବା ଘଟଣାଟି ସତ୍ୟ ଅଟେ ।

ଆପଣ ମାନେ ସାପକୁ ତ ଦେଖିଥିବେ ସମସ୍ତେ ସାପକୁ ଦେଖିଥିବେ ଏବଂ ବିଭିନ୍ନ ପ୍ରକାରର ସାପକୁ ମଧ୍ୟ ଦେଖିଥିବେ କାରଣ ବିଶ୍ୱରେ ଅନେକ ପ୍ରଜାତିର ସାପ ମାନେ ରହିଛନ୍ତି । ଯାହାକୁ ଦେଖିବା ମାତ୍ରେ ସମସ୍ତ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ଆସଥାଏ କାରଣ ଏହା ହେଉଛି ଏକ ବିଷଧର ଜୀବ ଯିଏ ଦଂଶନ ବା କାମୁଡିବା ମାତ୍ରେ ମନୁଷ୍ୟର ମୃତ୍ୟୁ ହୋଇଥାଏ ।

ମାତ୍ର ଏବେକା ସମୟରେ ଲୋକମାନେ ସଚେତନ ହେଲେଣି ଏବଂ ସାପ କାମୁଡିବା ମାତ୍ରେ ସେମାନେ ଡାକ୍ତରଖାନାକୁ ନେଇଯାଉଛନ୍ତି , ତଥାପି ଅନେକ ସମୟରେ ଅଧିକାଂଶ ଲୋକ ସାପ କାମୁଡିବା ମାତ୍ରେ ପ୍ରଥମେ ଗୁଣିଆ ପାଖକୁ ନେବେ ପରେ ତାହାକୁ ଡାକ୍ତର ଖାନା ନେଇ କରି ଯାଆନ୍ତି । ମାତ୍ର ଏବେକା ସମୟରେ କେହି ଲୋକ ଗୁଣ ଗାରେଡିକୁ ବିସ୍ୱାସ କରୁନାହାନ୍ତି ହେଲେ ମଧ୍ୟ କେତେକ ଲୋକ ଏହାକୁ ବିସ୍ୱାସ କରୁଛନ୍ତି । 

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ସେହି ଘଟଣାରେ ଜଣେ 17 ବର୍ଷର ଝିଅକୁ ଗୋଟିଏ ସାପ 34 ଥର ଦଂଶନ କଲାଣି ହେଲେ ମଧ୍ୟ ଝିଅଟିର କିଛି ହୋଇନାହିଁ । ତେବେ ଏହା କିପରି ସମ୍ଭବ ହେବ ଏହା ଏକ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଜନକ କଥା ଅଟେ ।

ଘଟଣାଟି ହେଉଛି କି ପ୍ରଥମ କରି ଯେତେବେଳେ ସେହି ସାପଟି ଝିଅକୁ କାମୁଡିଥିଲା ତାହା ପରେ ସେହି ଝିଅଟି ବେହୋସ ହୋଇଥିଲା ମାତ୍ର କିଛି ସମୟ ପରେ ପୁଣି ଉଡିଯାଇଥିଲା ।

ତାର କିଛି ହୋଇନଥିଲା , ଏହି ଘଟଣା ପରେ ସେହି ସାପଟି ସେ ଝିଅକୁ 34 ଥର ଦଂଶନ କଲାଣି ତଥାପି ସେ ଝିଅର କିଛି ହୋଇନାହିଁ । ଏହି ଘଟଣା ଦେଖି ଯେତେବେଳେ ବାପା ମା ଏକ ଗୁଣିଆ ପାଖକୁ ଗଲେ ଏପରି କାହିଁକି ହେଉଛି ଜାଣିବା ପାଇଁ , ତେବେ ସେ ଗୁଣିଆଟି ଏହି କଥାର ଅନୁସନ୍ଧାନ କରି କହିଲା କି ସାପଟି ତାର ପୂର୍ବ ଜନ୍ମର ପ୍ରତିଶୋଧ ନେଉଛି ।

ଝିଅଟିର ସାପ ସହିତ ପୂର୍ବ ଜନ୍ମରେ ଏକ ସଂପର୍କ ରହିଥିଲା ଯାହା ପ୍ରତିଶୋଧ ସାପଟି ସେ ଝିଅ ଉପରେ ନେଉଛି । ତେବେ ଏହି କଥାଟି ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।