Odisha News Portal

ହେ ଭଗବାନ ! ଝିଅଟି ର ଏମିତି ଅବସ୍ଥା ଥରେ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ , ଗୋଟିଏ ସହାୟତା ପାଇଲେ ଝିଅ ଟି ଭଲ ହୋଇପାରନ୍ତା

0 570

ସତରେ ଈଶ୍ବରଙ୍କ ଲୀଳା ଚମତ୍କାର , ତାହାକୁ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଈଶ୍ବର କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି । ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ । ଦୁନିଆରେ ଏମିତି ଅନେକ ପିଲାମାନେ ଜନ୍ମ ନେଇଥାନ୍ତି ଯେଉଂମାନେ କି ଜନ୍ମରୁ ହିଁ ବିକଳାଙ୍ଗ ହୋଇଥାନ୍ତି କିନ୍ତୁ ଆଉ କିଛି ପିଲାମାନେ ରହିଛନ୍ତି ଯେଉଁମାନେ ଜନ୍ମପରେ କିଛି ରୋଗ କାରଣରୁ ବିକଳାଙ୍ଗ ହୋଇଯାଇଥାନ୍ତି ।

ଅନେକ ସମୟରେ ପିଲା ଜନ୍ମ ହୋଇ ସରିଲା ପରେ , ପିଲାର ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥାଏ , ଯାହା ପାଇଁ ପିଲା ଟି ଶରୀର ବିକଳାଙ୍ଗ ଭଳି ହୋଇ ଯାଏ । ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣି ଘଟଣାଟି କଣ ।

ଏହି ଘଟଣା ଟି ଦେଖିବାକୁ ମିଳିଛି ଟିଏନକେ ଗ୍ରାମ ର ଦେବେସ ପରାଇ ଓ ସୁଜାତା ପରାଇ ଙ୍କ ଝିଅ ସିଲା ପରୋଇ ସହ ରହୁଛନ୍ତି । ତେବେ ଦେଖିବାକୁ ମିଳିଛି କି ଝିଅଟି ବିକଳାଙ୍ଗ ହୋଇ ଯାଇଛି,ତାର ହାତ ଓ ଗୋଡ ବଙ୍କା ହୋଇ ଯାଇଛି। ଆଉ ଯେଉଁଥି ପାଇଁ ସେ କୌଣସି କାର୍ଯ୍ୟ କରି ପାରୁ ନାହିଁ,ଏହା ପାଇଁ ବାପା ଏବଂ ମାଁ ର ସାହାର ଦରକାର୍ ପଡୁଛି । ତେବେ ଝିଅର ଏଭଳି ଅସହାୟ ଅବସ୍ଥା ଦେଖି ବାପା ମାଁ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।

ସବୁଠାରୁ ବଡ କଥା ହେଉଛି ସେମାନେ ଦରିଦ୍ର ହୋଇ ଥିବାରୁ , ଆର୍ଥିକ ସ୍ଥିତି ଭଲ ନ ଥିବାରୁ , ସେମାନେ ଝିଅ ର ଚିକିତ୍ସା କରି ପାରୁ ନାହାନ୍ତି । ଆଉ ଝିଅ ର ଏହି ଭଲ ପରିସ୍ଥିତି କୁ ମଧ୍ୟ ସହି ପାରୁ ନାହାନ୍ତି ।

କିନ୍ତୁ ଏହି ଦରିଦ୍ର ପରିବାର ଉପରେ କାହାରି ବି ନଜର ପଡୁନି ,ଜିଲ୍ଲା ପ୍ରଶାସନ , ସରକାର ଆଦି କାହାରି ବି ନୁହଁ । ତେବେ ତା ସହ କେହି ଲୋକ ମଧ୍ୟ ଏହା ସହାୟତା ର ହାତ ବଢ଼ାଉ ନାହାନ୍ତି । ଆଉ ଏହି ପରିବାର ଙ୍କ ପରିସ୍ଥିତି ବହୁତ ଦୟନିୟ୍ ହୋଇ ପଡିଛି । ଏମାନେ ଅନେକ କଷ୍ଟ ରେ ଜୀବନୟାପନ କରୁଛନ୍ତି ।

ତେବେ ସମସ୍ତେ ଏହି ପରିବାର କୁ ଏବଂ ଏହି ଅସହାୟ ଝିଅ ଟି ପାଇଁ ସହାୟତା ର ହାତ ବଢାଇଲେ ହୁଏ ତ ତାଙ୍କର କିଛି ଦୁଃଖ କମିଯିବ । ତେବେ ଯେଉଁ ମାନେ ଏହି ଅସହାୟ ଦରିଦ୍ର ଝିଅଟିକୁ ସାହାଯ୍ୟ କରିବା ପାଇଁ ଇଛୁକ୍ ଅଛନ୍ତି , ତଳେ ଦିଅ ଯାଇ ଥିବା ଆକାଉଣ୍ଟ କୁ ପଇସା ପଠାଇ ପାରିବେ ।

Name:-NIBESH BARAI
Contact No:-9556362049
A/C No:-84039009334 (State Bank of India)
IFSC No:-SBINORRUKGB

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।