Odisha News Portal

ହେ ଭଗବାନ ! ହାତ ଗୋଡ ବଙ୍କା କୁ ମୁଂହ ବଙ୍କା, ଝିଅର ଏମିତି ଅବସ୍ଥା ଦେଖି ବାପା ମା’ ଙ୍କ ଛାତି ଫାଟି ପଡୁଛି । ଆପଣଙ୍କର ଗୋଟିଏ ସାହାର୍ଯ୍ୟ ଏହି ଝିଅର ଜୀବନ ବଞ୍ଚିଯାଇପାରେ ?

ଏହି ସୃଷ୍ଟିରେ ସୃଷ୍ଟିକର୍ତ୍ତା ପ୍ରତ୍ୟେକ ମନୁଷ୍ୟକୁ ନିଜର କିଛି ସ୍ବତନ୍ତ୍ର ଗୁଣ ଦେଇଥାନ୍ତି । ଏହି ଧରାପୃଷ୍ଠରେ ସାଧାରଣତଃ 3 ପ୍ରକାରର ମନୁଷ୍ୟ ଦୃଷ୍ଟି ଗୋଚର ହୋଇଥାନ୍ତି । ତେବେ ଭଗବାନ ମନୁଷ୍ୟ ଜାତିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯଥା ପୁରୁଷ, ନାରୀ ଏବଂ ଟ୍ରାନ୍ସଜେଣ୍ଡର ବୋଲି ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ପ୍ରତ୍ୟେକ ଜାତିର ସ୍ବତନ୍ତ୍ର ଗୁଣ ରହିଥିବା ବେଳେ ମଣିଷ ଜାତିର ମଧ୍ୟ ନିଜର ସ୍ବତନ୍ତ୍ର ଗୁଣ ରହିଛି । କିନ୍ତୁ ଭଗବାନ କାହାକୁ କେମିତି ଗଢିଥାନ୍ତି ତାହା କେବଳ ସେହି ଅନ୍ତର୍ଯ୍ୟାମୀ ଭଗବାନଙ୍କୁ ହିଁ ଜଣାଥାଏ । କାହାକୁ କେମିତି ଗଢ଼ିବେ ,କଷ୍ଟ ଦେବେ, ଖୁସି ଦେବେ ସବୁ ତାଙ୍କରି ହାତରେ ।

କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳେ ଯାହା ସବୁ ଦୁଃଖ କଷ୍ଟ , ଯନ୍ତ୍ରଣାକୁ ବଳି ଯାଇଥାଏ । ଆଜି ଆମେ ସେହିପରି ଗୋଟିଏ କଥା କହିବାକୁ ଯାଉଛୁ ଯାହା ଏକ ଗରିବ ପରିବାରର ଦୁଃଖଭରା ଅସହ୍ୟ କାହାଣୀ । ଡିଏନକେ ଗ୍ରାମର ଏହି କରୁଣ ଚିତ୍ର ଦେଖିବାକୁ ମିଳିଛି ।

ଏଠାରେ ଜଣେ ଗରିବ ଅସହାୟ ବାପା ମାଆଙ୍କ ଦୟନୀୟ ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଝରିଯିବ । ତେବେ ତାଙ୍କର ଏକମାତ୍ର ଝିଅ , ଯାହାର ନାଣ ହେଉଛି ସିଲା । ସିଲାର ଗୋଡ ହାତ ବଙ୍କା ଏବଂ ତାସହିତ ମୁହଁ ମଧ୍ୟ ବଙ୍କା , ବଞ୍ଚିବା ମରିବା ସହିତ ସମାନ ହୋଇ ଯାଇଛି ଏହି କୁନି ଝିଅ ପକ୍ଷରେ ।

ସେପଟେ ସେମାନଙ୍କର ଏପରି ଦୟନୀୟ ଅବସ୍ଥାରେ ସବୁଠାରୁ ବଡ ବାଧକ ସାଜିଛି ଦାରିଦ୍ର୍ୟ । କୁନିଝିଅର ଏମିତି କଷ୍ଟଦାୟକ ଅବସ୍ଥା ଦେଖି ବାପା ମାଙ୍କ ଛାତି କୋହରେ ଫାଟି ପଡୁଛି ! କିନ୍ତୁ କଣ ବା କରିପାରିବେ ସେମାନେ , ଏହିପରି ସମୟରେ ପୁଣି ଝିଅକୁ ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ ।

ଯେଉଁ କାରଣରୁ ବହୁତ୍ କଷ୍ଟରେ ଝିଅର ବାପା ନିବେଶ ବାରାଇ, ଏବଂ ମା’ ସୁଜାତା ବାରଇ ଝିଅକୁ ଲାଳନ ପାଳନ କରୁଛନ୍ତି । ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଲେ ସେମାନେ ଝିଅର ଏଭଳି ଅବସ୍ଥା ସମୟରେ ତାର ଚିକିତ୍ସା କରି ପାରିଥାନ୍ତେ । କିନ୍ତୁ ତାହା ମଧ୍ୟ ହୋଇ ପାରି ନାହିଁ । ଯାହାକୁ ନେଇ ବାପା ମାଆ ଅନୁରୋଧ ମଧ୍ୟ କରିଛନ୍ତି।

 


ତେବେ ସେହି ଝିଅର ଏଭଳି ପରିସ୍ଥିତିରେ କିଛି ସହାୟତା ପାଇଲେ ଦିବ୍ୟାଙ୍ଗ ଝିଅଟି ଭଲ ହୋଇପାରନ୍ତା ଏବଂ ତାର ଚିକିତ୍ସା ମଧ୍ୟ କରାଯାଇ ପାରନ୍ତା । ଯାହାକୁ ନେଇ ତାର ବାପା ମାଙ୍କ ଆକୁଳ ନିବେଦନ କରିଛନ୍ତି । ତେବେ ଆପଣ ମାନଙ୍କୁ ଆମର ଆକୁଳ ନିବେଦନ ଦୟାକରି ଆପଣ ନିଜର ସକ୍ଷମ ଅନୁସାରେ ଯେତିକି ପାରୁଛନ୍ତି ସହାୟତା କରନ୍ତୁ । ତଳେ ଦିଆଯାଇଥିବା ଆକାଉଣ୍ଟ ନମ୍ୱର୍, ନାମ ଏବଂ ଠିକଣା ଏହି ଦିବ୍ୟାଙ୍ଗ କୁନିଝିଅର ବାପାଙ୍କର ଅଟେ । ଏହାର ସତ୍ୟତା ଜାଣିବା ପାଇଁ ଆପଣ ଏହି ନମ୍ୱରରେ ଯୋଗାଯୋଗ କରିପାରିବେ ।

A/C NO- 84039009334 (STATE BANK OF INDIA)
IFSC-SBINORRUKGB
NAME -NIBESH BARAI
CONTACT NO-9556362049

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।