ବିଭିନ୍ନ ସମୟରେ ଏମିତି କିଛି ସୋସିଆଲ ମିଡ଼ିଆରେ ଅଭୂତ ଘଟଣା ମାନ ସାମ୍ନାକୁ ଆସୁଛି ଯାହା ଦେଖିବା ପରେ ୟୁଜର ମାନେ ପ୍ରଶଂସା କରି ଥାଆନ୍ତି। ଆଉ ଏହିପରି ଏକ ଭିଡ଼ିଓ ଏବେ ଏବେ ଦେଖିବାକୁ ମିଳୁଛି ୬ବର୍ଷ ବାଳକ ଟିର ବୁଦ୍ଧି ଦେଖି ଥାନା ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ନିଜର ଅସୁବିଧା ପାଇଁ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ବନ୍ଧୁଗଣ ଏଠାରେ ଯେପରି କୁନି ପିଲାଟି କରିଛି ତାହା ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ଏହି କୁନି ପିଲାର ଏମିତି ବିଚକ୍ଷଣ ବୁଦ୍ଧି ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ଯେଉଁଠି ତାର ଏହିଭଳି ସାହାସିକତା ସମସ୍ତଙ୍କୁ ଆଚଙ୍କିତ କରି ଦେଇଛି। ଆଉ ଏମିତି ଅଭୂତ ଘଟଣା ବେଳେବେଳେ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏଠାରେ କୁନି ପିଲାଟି ଯାହା କରିଛି ସାଧାରଣ ପିଲାଟିଏ ଏମିତି କରିବା ପାଇଁ ଡରି ଯିବ। ଆଉ ଏଠି ଜଣେ ୬ ବର୍ଷର ବାଳକ ଯାହା କରିଛି ତାହା ବାସ୍ତବରେ ଅସମ୍ଭବ। ଆଉ ସେହି ବାଳକଟି ସ୍କୁଲ ଯିବା ସମୟରେ ବିଭିନ୍ନ ଅସୁବିଧା କୁ ସମ୍ମୁଖୀନ କରି ଥିବାରୁ ଥାନାର ଦ୍ୱାରସ୍ଥ ହୋଇଛି।
ଏହି ଘଟଣାଟି ଆନ୍ଧ୍ରପ୍ରଦେଶ ରେ ଦେଖା ଦେଇଛି ଆଉ ସେହି କୁନି ପିଲାଟି ର ନାମ କାର୍ତ୍ତିକ। କୁନି ପିଲାଟିର ସ୍କୁଲ ଯିବା ବାଟରେ ରାସ୍ତାରେ ଅସୁବିଧା କୁ ସାମ୍ନା କରିବାକୁ ପଡୁ ଥିଲା ଯାହା ପାଇଁ ଥାନାକୁ ଆସିଛନ୍ତି ଅଭିଯୋଗ କରିବା ପାଇଁ। ଆଉ ଏଠାରେ ତାଙ୍କର ଅଭିଯୋଗ ଶୁଣିବା ପାଇଁ ଥାନା ଅଧିକାରୀ ବ୍ୟଗ୍ର ହୋଇ ପଡିଛନ୍ତି। ତା ପରେ ସେହି କୁନି ପିଲା କାର୍ତ୍ତିକ କହିଛନ୍ତି ଯେ ସେ ନିକଟରେ ଥିବା ସ୍କୁଲ ରେ ୟୁକେଜି ରେ ପାଠ ପଢ଼ୁଛନ୍ତି ଏବଂ ସେ ଯିବା ବାଟରେ ରାସ୍ତା କାମ ହୋଇ ଥିବାରୁ ଅଧିକ ଗାଡି ଯିବାରୁ ରାସ୍ତା ଭିଡ଼ ହୋଇଛି ଯେଉଁଠି ପାଇଁ ତାଙ୍କୁ ଯିବା ଅସୁବିଧା ହୋଇଛି।
ଆଉ ଏହି ଅସୁବିଧା ସମ୍ପର୍କରେ ଜଣେଇବା ପାଇଁ ଥାନା ଅଧିକାରୀଙ୍କ ପାଖରେ ପହଂଚିଛନ୍ତି। ଆଉ ଏମିତି ବିଚକ୍ଷଣ ବୁଦ୍ଧି କୁନି ବାଳକ ଟିର ଦେଖିବା ପରେ ଥାନା ବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପାଖକୁ ଡାକି ପଚାରି ବୁଝିଥିଲେ ଅଭିଯୋଗ ସମ୍ପର୍କରେ। ଆଉ ଶେଷରେ ସେ ଅଭିଯୋଗ ଶୁଣିବା ପରେ ପୋଲିସ ଅଧିକାରୀ କୁନି ବାଳକର ଅସୁବିଧା କୁ ଦେଖି ବାରକୋର୍ଟ ବ୍ୟବସ୍ଥା କରିଥିଲେ ଯାହା ପାଇଁ ସମସ୍ତଙ୍କୁ ଯିବା ପାଇଁ ସୁବିଧା ହେବ। ଆଉ ଏତେ କମ ବର୍ଷ ବୟସରେ ସାହସ ଗୋଟିଏ ବଡ଼ ପିଲା ପାଖରେ ନ ଥିବା ବୋଲି ସମସ୍ତେ କହୁଛନ୍ତି। କୁନି ବାଳକ କାର୍ତ୍ତିକ ର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ସମସ୍ତେ ତାକୁ ପ୍ରଶଂସା କରିବା ସହିତ ସାହାସିକତା କୁ ବହୁତ ତାରିଫ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।