ଏମିତି କିଛି ସମୟେ ସମୟେ ସୋସିଆଲ ମିଡ଼ିଆରେ ନଜରରେ ଆସିଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ବେଳେ ବେଳେ ଛୋଟ ଛୋଟ ପିଲା ଏମିତି କିଛି ନିଜର କଳା ବା ପ୍ରତିଭା ଦେଖେଇ ଥାଆନ୍ତି ଯାହା ନିଜ ମାଟି ବା ଦେଶ ପାଇଁ ଗୌରବ ଆଣି ଥାଆନ୍ତି। ତେବେ ଏଠାରେ ଏମିତି କିଛି ଆମ ଓଡ଼ିଶା ମାଟିର ଯାଜପୁର ଜିଲ୍ଲାର ପାଣିକୋଇଲି ନଭୋଦୟ ବିଦ୍ୟାଳୟ ର ଛାତ୍ରୀ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତି ଜାଣିବା ଏମିତି କଣ କରିଛନ୍ତି।
ଏହିଠାରେ ପୁଣି ଏକ ଝିଅ ଭାଇରଲ ହୋଇଥିବାର ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯାହା ନିଜର ପ୍ରତିଭା ପାଇଁ। ଆଉ ଏହି ସମୟରେ ଏକ ଝିଅ ଏବେ ଚର୍ଚ୍ଚାକୁ ଆସିଛି ଆଉ ସାରା ରାଜ୍ୟ ପାଇଁ ନାଁ ରଖିଛି। ଏମିତି କିଛି ନିଜର ଆନ୍ତରିକ ପ୍ରତିଭା ପାଇଁ ସେ ଏତେ ବଡ଼ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରିଥିଲା। ବେଳେ ବେଳେ ଏମିତି କିଛି ପ୍ରତିଭା ପାଇଁ କିଛି ପିଲା ଲୋକ ଲୋଚନ କୁ ଆସି ଥାଆନ୍ତି। ଏହି ଛୋଟ ଝିଅ ଟି ନିଜର ପ୍ରତିଭା କୁ ସାରା ଦେଶ ସମ୍ମୁଖରେ ଦେଖାଇଥିଲା ଯାହା ଜଣେ ଓଡ଼ିଆ ଝିଅ ଭାବରେ। ସେହି ଝିଅ ଏମିତି କିଛି କରିଛି ଯାହା ଆମ ରାଜ୍ୟ ପାଇଁ ଗୌରବ ଆଣିଛି ।
ଏଠାରେ ସେହି ଝିଅ ଜଣଙ୍କ ନିଜର କଳା ବଳ ରେ ସେ ଏତେ ଆଗକୁ ଯାଇ ପାରିଛି ଏବଂ ସେଠାରେ ନିଜର ପ୍ରତିଭା କୁ ମଧ୍ୟ ଭଲ ଭାବରେ ଉପସ୍ଥାପନା କରିଛି। ଆଉ ଏଠାରେ କିଛି ଦିନ ତଳେ ବିଭିନ୍ନ ରାଜ୍ୟରେ ପ୍ରତିଯୋଗିତା ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରେ ନିଜ ପ୍ରତିଭା ଦେଖାଇବା ପାଇଁ ସୁଯୋଗ ମିଳିଥାଏ। ଏହିଠାରେ ସେହି ଝିଅ ଟି ହେଲା ଆମ ଓଡ଼ିଶାର ଯାଜପୁର ଜିଲ୍ଲା ରେ ଅବସ୍ଥିତ। ସେହି ଝିଅ ଜଣଙ୍କ ଯାଜପୁର ଜିଲ୍ଲାର ଏକ ନଭୋଦୟ ବିଦ୍ୟାଳୟ ରେ ପାଠ ପଢି ଥାଆନ୍ତି। ଏଠାରେ ପ୍ରଥମେ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହୋଇଥିଲା ଏଠାରେ ବିଭିନ୍ନ ସ୍କୁଲ ର ପିଲା ମାନେ ନିଜ ନିଜର ପ୍ରତିଭା ଦେଖାଇ ଥିଲେ ଯେଉଁଠାରେ ଏହି ଝିଅ ଟି ଭଲ ପ୍ରଦର୍ଶନ ଦେଖାଇ ଆଗକୁ ଯାଇଥିଲେ ଆଉ ପରେ ରାଜ୍ୟ ସ୍ତରରେ ଏମିତି ଭଲ କରି ପ୍ରଧାନମନ୍ତ୍ରୀ ଙ୍କ ଏହି ” ପରକ୍ଷା ପେ ଚର୍ଚ୍ଚା ” କାର୍ଯ୍ୟକ୍ରମ ପାଇଁ ଚୟନ କରା ଯାଇଥିଲା ଯାହା ସୂଚନା ଯୋଗ୍ୟ। ସେ ନିଜର ଦକ୍ଷ ଥିଲା ଚିତ୍ରକଳା ଉପରେ ଯାହା ପାଇଁ ଏତେ ଆଗକୁ ଆସିଛନ୍ତି।
ଆଉ ଏହି ଝିଅ ଜଣଙ୍କ ଆମ ଓଡିଶାରୁ ଏକମାତ୍ର ପିଲା ଥିଲେ ଯାହା ସେ ଏଠାରେ କହିଛନ୍ତି। ଆଉ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ରାଜ୍ୟର ପିଲା ମାନେ ନିଜ ନିଜ ପ୍ରତିଭା ଓ କଳା ସମସ୍ତଙ୍କ ଆଗରେ ଉପସ୍ଥାପନା କରିଛନ୍ତି ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଦେଖୁବା ସହିତ ଖୁସିବ୍ୟକ୍ତ ହୋଇଛନ୍ତି।ଏଠାରେ ଏହି ଯାଜପୁର ର ଝିଅ କହୁଛନ୍ତି ସେ ଏତେ ପାଖରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କୁ ପାଖରେ ଦେଖି ବେଶ ଖୁସି ମଧ୍ୟ ହୋଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।