Odisha News Portal

ଦେଖନ୍ତୁ ଭିଡ଼ିଓ – ହଠାତ କାହିଁକି Bollywood ସୁପରଷ୍ଟାର ଗୋବିନ୍ଦା ପହଞ୍ଚିଲେ ସବ୍ୟ-ଅର୍ଚିତା ଙ୍କ ଘରେ, ସାମ୍ନାକୁ ଆସିଲା ସତ୍ୟତା….

ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ମାର୍ଚ୍ଚ ୧ ତାରିଖ ରେ ଅର୍ଚ୍ଚିତା ସବ୍ୟ ଙ୍କୁ ବିବାହ କରିଥିଲେ ଆଉ ବିବାହ ର ପ୍ରାୟ ୫ ଦିନ ପରେ ସେମାନେ ଓଡ଼ିଶା ଫେରିଥିଲେ। ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବର୍ତ୍ତମାନ ଏକ ଖବର ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ସବ୍ୟ ଅର୍ଚ୍ଚିତା ଙ୍କୁ କେବଳ ଅଲିଉଡ ଇଣ୍ଡଷ୍ଟ୍ରି ରେ ଶୁଭେଚ୍ଛା ଜଣାଇ ନାହାନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରି ର ଅଭିନେତା ଗୋବିନ୍ଦା ମଧ୍ୟ ତାଙ୍କୁ ଶୁଭେଛା ଜଣାଇ ଅଛନ୍ତି । ତେବେ ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଅଲିଉଡ ର ଏହି ପ୍ରିୟ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।ତେବେ ଓଡ଼ିଶା ଫେରିବା ପରେ ସେମାନେ ଓଡିଶା ରେ ନିଜର ରିସେପ୍ସନ ପାର୍ଟି ରଖିଛନ୍ତି । ତେବେ ତାଙ୍କର ଏହି ରିସେପ୍ସନ ପାର୍ଟି ରେ ସେମାନେ ସମସ୍ତ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ପ୍ରାୟ ସମସ୍ତ କଳାକାର ସେମାନଙ୍କ ରିସେପ୍ସନ ପାର୍ଟି ରେ ଯୋଗ ଦେଇ ତାଙ୍କୁ ଅନେକ ଶୁଭେଚ୍ଛା ଓ ତାଙ୍କ ଆଗାମୀ ବୈବାହିକ ଜୀବନ କିପରି ସୁଖମୟ ହେଉ ବୋଲି ୱିସ କରିଛନ୍ତି । ତେବେ ତାଙ୍କୁ ତାଙ୍କର ବିବାହ ରେ ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ମଧ୍ୟ ଶୁଭେଛା ବାର୍ତ୍ତା ଜଣାଇ ଅଛନ୍ତି। ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ବିବାହ ସମ୍ପନ୍ନ ହୋଇଛି । ତେବେ ବର୍ତ୍ତମାନ ଏକ ବଡ଼ ଖବର ଆସିଛି ଯେ ବଲିଉଡ୍ ଚଳଚ୍ଚିତ୍ର ଜଗତ ର ଅଭିନେତା ମାନେ ମଧ୍ୟ ତାଙ୍କ ବିବାହ ପାଇଁ ତାଙ୍କୁ ଶୁଭେଛା ଜଣାଇ ଅଛନ୍ତି। ବିଶେଷ କରି ଆପଣଙ୍କ ପ୍ରିୟ ଅଭିନେତା ଗୋବିନ୍ଦା ତାଙ୍କ ବିବାହ ତାଙ୍କୁ ଶୁଭେଛା ଜଣାଇ ଅଛନ୍ତି ।

ଏହା ସହିତ ସବ୍ୟ ଅର୍ଚ୍ଚିତା ଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଫଟୋ ଜରିଆ ରେ ଏହା ଦେଖି ପାରିବେ । ସବ୍ୟ ଅର୍ଚ୍ଚିତା ଙ୍କ ସହିତ ଗୋବିନ୍ଦା ଫଟୋ ଉଠାଇ ଅଛନ୍ତି ।ସବ୍ୟସାଚୀ ମିଶ୍ର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଏହି ଫଟୋ ଗୁଡ଼ିକୁ ନିଜେ ଅପଲୋଡ଼ କରିଛନ୍ତି । ଆଉ ଆପଣଙ୍କ ପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ପୋଷ୍ଟ ଜରିଆ ଆପଣ ଏହା ଦେଖି ପରିଥିବେ ।

ବଲିଉଡ୍ ଅଭିନେତା ଗୋବିନ୍ଦା ସବ୍ୟ ଅର୍ଚ୍ଚିତା ଙ୍କ ତାଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ନିକଟ ରେ ପହଞ୍ଚି ଅଛନ୍ତି। ଆଉ ତାଙ୍କ ଜୀବନ ର ଏହି ଖୁସି ର ମୁହୂର୍ତ୍ତ କୁ ସବ୍ୟସାଚୀ ମିଶ୍ର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି। ଏହା ସହିତ ସବ୍ୟ ଅର୍ଚ୍ଚିତା ତୃତୀୟ ଥର ପାଇଁ ନିଜର ବିବାହ ପାର୍ଟି ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।