Odisha News Portal

ଦେଖନ୍ତୁ Shocking ଭିଡ଼ିଓ : ହଠାତ ଆଖି ସାମ୍ନାରେ ଘଟିଲା ବଡ ଭୟଙ୍କର ଦୁର୍ଘଟଣା…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଘଟଣା ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ | ତେବେ ସେସିଆଲ ମିଡିଆରେ ତ ସବୁବେଳେ କିଛି ନା କିଛି ଘଟଣା ଭାଇରାଲ ହେଉଛି, କିନ୍ତୁ ଏହି ଘଟଣା ଟି ଟିକିଏ ନିଆରା | ପ୍ରକୃତି ର କରାଳ ଦୃଶ୍ୟ ସମସ୍ତଙ୍କ ମନରେ ଭରି ଦେଇଥାଏ ଡର ଆଉ ଆଶଙ୍କା | ତେବେ ସେପରି ଏକ ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଯେଉଁ ଘଟଣା କୁ ଯିଏ ବି ଦେଖିବ ଜାଣିପାରିବ କି ମୃତ୍ୟୁ କେତେବେଳେ ଯେ କାହା ପାଖରେ ପହଞ୍ଚିଯାଇପାରେ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଘଟିଯାଇଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ପ୍ରକୃତି ର ତାଣ୍ଡବ ଆଗରେ କିଏ ବା ମୁଣ୍ଡ ଟେକିକି ଛିଡା ହେଇପାରିବ | ଆଖି ପିଚୁଳାକେ ସବୁକିଛି ଧ୍ବଂସ ହେଇଯାଇଥାଏ | ଆଉ ସେତେବେଳେ ତାହା ଆଗରେ ଛିଡା ହେବାର ସାହସ ମଧ୍ୟ ଆମର ନ ଥାଏ |ତେବେ ପାହାଡ଼ ଆଉ ପର୍ବତ ରୁ ଅତଫା ଖୋସିବା କିଛି ନୂଆ କଥା ନୁହଁ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ସେହି ପାହାଡ଼ ରୁ ଅତଡା ଖୋସିବାର ଦୃଶ୍ୟ, ଯାହା କେମେରା ରେ କେହି ଜଣେ ଦୂରରୁ ରହିକି ରେକଡ କରିଛି ଓ ଯାହା ସେସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି |

ତେବେ ଘଟଣା ଟି ଘଟିଛି ହିମାଚଳ ପ୍ରଦେଶ ରୁ, ତେବେ ହିମାଚଳ ପ୍ରଦେଶ ଚାମ୍ବ ଜିଲ୍ଲା ସାଲୋନୀ ତହସିଲ ର ଅଟି ବ୍ରିଜ ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ଏହି ଦୃଶ୍ୟ କୁ ଯିଏବି ଦେଖୁଛି ତାର ଲୋମ ଟାଙ୍କୁରୀ ଉଠୁଛି | କାରଣ ଆଖି ପିଚୁଳାକେ ପାହାଡ଼ରୁ ଅତଡ଼ା ବ୍ରିଜ ଉପରକୁ ଖସିବାରେ ଲାଗିଛି | ଆଉ ଯାଉ ଘଟଣା ରେ ବ୍ରିଜ ଉପରେ ଲୋକ ଥିବାର ମଧ୍ୟ ଦେଖିବାକୁ ମିଳିଛି | ଆଉ ପାହାଡ଼ ଉପରୁ ଏପରି ଅତଡ଼ା ଖସିବାରୁ ଲୋକମାନେ ମଧ୍ୟ ନିଜର ପ୍ରାଣ ବିକଳରେ ବିପରୀତ ଦିଗରେ ଦୌଡିବାକୁ ଲାଗିଛନ୍ତି | ଆଉ ଯେଉଁ ଦୃଶ୍ୟ ଛାତିକୁ ଥରାଇ ଦେବା ଭଳି ମନେ ହେଉଛି |

ତେବେ ଏହି ଦୃଶ୍ୟ କୁ କେହି ଜଣେ କେମେରା ରେ କୋଏଦ କରିକି ସେସିଆଲ ମିଡ଼ିଆରେ ଭାଇରାଲ କରେଇଛନ୍ତି, ଆଉ ଯୋଉଁ ଦୃଶ୍ୟ କୁ ଆପଣ ମାନେ ମଧ୍ୟ ଦେଖିଲେ ଭୟରେ କମ୍ପିଯିବେ | ପ୍ରକୃତି ନ କେତେବେଳେ ଦାଉ ସାଜିବ ତାହା କିଏ କହି ପାରିବ | କିନ୍ତୁ ଯାହା ଜଣା ପଡିଛି କି ଏହି ଅତଡ଼ା ଖୋସିବା ବେଳେ ବ୍ରିଜ ଉପରେ ଥିବା ଲୋକ ମାନେ ଦୌଡ଼ି ପଳାଇ ଆସିଥିଲେ |ଆଉ ଏହି ଘଟଣା ରେ କାହାର ଜୀବନ ମଧ୍ୟ ଯାଇନାହିଁ |ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।