ହାତ କୁ ଦୁଇହାତ ହେବେ କିନ୍ନର ବଳରାମଙ୍କ ଭଉଣୀ , ଭଉଣୀର ବାହାଘର କରାଉଥିବା ବ୍ୟକ୍ତିଙ୍କୁ ଆଶୀର୍ବାଦ କରୁଥିବେ ବଳରାମ … ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ସେସିଆଲ ମିଡ଼ିଆରେ ଭାଇରଲ ହେଉଛି କିନ୍ନର ବଳରାମ ଓ ତାଙ୍କ ଭଉଣୀ ଲଷ୍ମୀଙ୍କ କଥା, ଯୁଆଡେ ଦେଖି ସେଇ ମାନଙ୍କର କଥା, କିନ୍ନର ହେଲେ ମଧ୍ୟ ତାଙ୍କର ବି ଥିଲା ଘର ପ୍ରତି ଭଲ ପାଇବା ଆଉ ମଧ୍ୟ ରହିଥିଲା ଭଉଣୀଙ୍କ ପ୍ରତି ଦାୟିତ୍ୱ, ସେଥିପାଇଁ ପାଇଁ ତୋ ସେ ଭଉଣୀର ସୁଖ ଜୀବନ କାମନା କରି , ଭଉଣୀ ଲଷ୍ମୀ ର ଜୀବନରେ ଆନନ୍ଦ ଭରିଦେବା ପାଇଁ ଓ ହାତକୁ ଦୁଇ ହାତ କରିବା ପାଇଁ ଭଉଣୀର ବାହାଘର ଠିକ କରିଥିଲେ କିନ୍ତୁ କଣ ଖଟିଥିଲା ଘଟଣା ଯାହା ପାଇଁ ଲଷ୍ମୀ ଙ୍କ ବାହାଘର ରହିଗଲା ଅଧାରେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା |

ହଁ ଦର୍ଶକ ବନ୍ଧୁ ସବୁ ଭାଇର ଆଶା ଥାଏ କି ସେ ତା ଭଉଣୀ କୁ ଗୋଟିଏ ଭଲ ପାତ୍ର ଦେଖି ବାହା ଦେବ ଯେପରି ସୁଖରେ ଦୁଃଖରେ ସେ ତା ଭଉଣୀ ସହିତ ଛିଡା ହେବ , ଯେପରି ଭାଇ ତା ଭଉଣୀର ସାଙ୍ଗ ହୋଇଥାଏ ସିଏ ବି ହେବ, ସେହି ପରି ଏକ ଘଟଣା ଘଟିଛି କାକଟପୁର ଥାନା କୋପସାହି ଅଞ୍ଚଳର, କିନ୍ନର ବଳରାମ ଙ୍କ ଭଉଣୀ ଲଷ୍ମୀଙ୍କ ବିବଘର ହେବାକୁ ଯାଉଛି ଓଲେଇ କାଣ୍ଡିଙ୍କ ସହିତ, ବାହାଘର ଦିନ ଠିକ ହେଇଗଲା ପରେ ମଧ୍ୟ ମିର୍ବନ୍ଧ ଦିନ ଘରେ କୁଣିଆ ଆସି ଘର ଦ୍ଵାର ଖୁସି ରେ ଦୁଲୁକିଥିବା ବେଳେ ହଟାତ ଗୋଟିଏ ଦୁଃଖଦ ଘଟନା ସାମ୍ନାକୁ ଆସିଲା, ସମସ୍ତେ ହଟାତ ହୋଇଗଲେ ସ୍ତୋବଧ କିଛି କ୍ଷଣ ମଧ୍ୟରେ ସବୁ ସୁଖ ଯେପରି ଉଭେଇଗଲା |

ସାଂସାରିକ ଜୀବନରୁ ଆଉ କିନ୍ନର ଜୀବନରୁ ବଳରାମ ପାଇଗଲେ ସବୁଦିନ ପାଇଁ ମୁକ୍ତି, ପୁରୀ ku ନିଜ ଭଉଣୀ ର ଶୁଭ ମନାସିବା ପାଇଁ ଯାଇଥିଲା ବେଳେ ସିଂହଦ୍ୱାରରୁ ବଳରାମ ସିଧା ଚାଲିଯାଇଥିଲେ ସ୍ୱର୍ଗ ଦ୍ୱାର କୁ, ଭଉଣୀ ପାଇଁ ଥିବା ସମସ୍ତ ଆଶା ଯେପରି ପସନଇ ଫୋଟକା ପରି କୁଆଡେ ଉଭେଇ ଗଲା, ଆଉ ଭଉଣୀର ବାହାଘର ରହିଗଲା ଅଧାରେ |କିନ୍ତୁ ଭଗବାନଙ୍କ ଖେଳ ଓ ବଳରାମ ର ଘର ପ୍ରତି ଓ ଗାଁ ପ୍ରତି ଥିବା ଭଲ ପାଇବାକୁ ଦେଖି , ତାଙ୍କୁ ମୃତ୍ୟୁ ଖବର ଶୁଣି ଗାଁ ଲୋକ ମାନେ ମଧ୍ୟ ଆତ୍ମହରା ହୋଇପଡ଼ିଥିଲେ ଓ ଲଷ୍ମୀଙ୍କ ପରିବାରକୁ ସାହାଯ୍ୟ ପାଇଁ ହାତ ବଢ଼ାଇଥିଲେ, ଓ ଲଷ୍ମୀ ଙ୍କ ବିବାହ ର ସମସ୍ତ ଦାୟିତ୍ୱ ବୁଝିଥିଲେ, | ସେହିଭଳି ହୃଷିକେଶ ସାମଲ ନାମକ ଜଣେ ବ୍ୟକ୍ତି, ବଳରାମ କର ବିୟୋଗରେ ଆତ୍ମହରା ହୋଇପଡ଼ିଥିଲେ ଓ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ, ବାହାଘରେ ଶାଡି ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ କୁ ସେ ନିଜେ ବ୍ୟଝିଥିଲେ ଓ ଶୁକ୍ରବାର ଦିନ ମନ୍ଦିରରେ ସେମାନଙ୍କୁ ବିବାହ କରାଇଥିଲେ |

ସତେ ଯେପରି କିନ୍ନର ଭାଇ ର ହୃଦୟର କଥାକୁ ବୁଝିପାରିଥିଲେ ଲୋକ ମାନେ ଆଉ ମରିଲା ପରେ କରିଥିଲେ ଏହିପରି ସାହାଯ୍ୟ, ଯାହାକୁ ବଳରାମ ଉପରେ ଥାଇ ଦେଖି ବହୁତ ଖିସି ହେଉଥିବେ ଓ ତାଙ୍କର ଭଉଣୀ ଭିଣେଇଙ୍କୁ ଆଶ୍ରିବାଦ ଦେବା ସହିତ, ଗାଁ ର ଲୋକ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣଉଥିବେ |ତେଣୁ ବନ୍ଧୁଗଣ ମାନବିକତା ହେଉଛି ସବୁଠୁ ବଡ ଜିନିଷ ଯାହା ପାଖରେ ନାନୋବିକତା ନାହିଁ, ସେ କେବେ ମଣିଷରେ ଗଣା ନୁହଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment