ଏଡେ ମୁହଁ ମୋ ବରକୁ ଖୁଣିଦେବ’ ହାସ୍ୟ ଅଭିନେତାଙ୍କ ଇଣ୍ଟରଭ୍ୟୁ ଆଣିବାକୁ ଯାଇଥିଲି ବୋହୂ ହେଇଗଲି…..

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଦେଖୁଥିବେ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହାକୁ ଶୁଣିଲେ ଆପଣ ବହୁତ ଖୁସି ହୋଇଯିବେ |ଆପଣ ଜାଣିଥିବେ ଯେ ଆପଣଙ୍କ ଅତିପ୍ରିୟ ହାସ୍ୟ ଅଭିନେତ୍ରି ଇତିକା ପ୍ରିୟଦର୍ଶିନୀଙ୍କ ବାହାଘର ହେବାକୁ ଯାଉଛି |ତାଙ୍କର ଏଇ କିଛି ଦିନ ହେବ ଏନଗେଜମେଣ୍ଟ ହୋଇସାରିଛି ତାହା ଆପଣ ଜାଣିଥିବେ ନିଶ୍ଚିତ, ସେ ଆଗକୁ ଆସୁଥିବା ପ୍ରେମ ମାସରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି |ମୁଁ ଆଜି ଆପଣକୁ ହାସ୍ୟ ଅଭିନେତା ଇତିକା ପ୍ରିୟଦର୍ଶିନୀ କାହ ସହିତ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଯାଉଛନ୍ତି ସେ ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ଖବର ବିଷୟରେ |

ଇତିକା ପ୍ରିୟଦର୍ଶିନୀ ନାମ ଆପଣକୁ ଭଲରେ ଜଣା ନଥିଲେ ବି ମି ପୁଚ ପୁଚରେ କମେଡି କରି ଯିଏ ବହୁତ ଭାଇରାଲ ହୋଇଥିଲେ |ଏହି ହାସ୍ୟ ଅଭିନେତ୍ରୀ ଇତିକା ଜଣେ ହାସ୍ୟ ଅଭିନେତାଙ୍କ ଘରେ ଜନ୍ମ ହୋଇଛନ୍ତି, ଆପଣ ଆହୁରି ଖୁସି ହେବେ ଯେ ସେ ଯାହାଙ୍କ ଘରକୁ ବିବାହ କରି ଯାଉଛନ୍ତି ତାଙ୍କ ଶାଶୁ ଘର ମଧ୍ୟ ଗୋଟିଏ ହାସ୍ୟ ପରିବାର |ଇତିକା ମି ପୁଚ ପୁଚରେ ଏପରି ସୁନ୍ଦର ଭାବରେ କମେଡି କରିଥିଲେ ଯେ ତାଙ୍କର ଏହି କମେଡିରେ ବହୁତ ଲୋକ ଖୁସି ହୋଇ ଯାଇଥିଲେ |

ଏହି ହାସ୍ୟ ଅଭିନେତ୍ରୀ ଇତିକାଙ୍କର ନଭେମ୍ବର 20 ତାରିଖରେ ଏନଗେଜମେଣ୍ଟ ହୋଇଛି, ତାଙ୍କର ବିବାହ ଆସନ୍ତା ପ୍ରେମ ମାସରେ ହେବାକୁ ଯାଉଛି |ସେ ଆରରେଞ୍ଜ ମ୍ୟାରେଜ କରୁଛନ୍ତି ବୋଲି ଜଣା ଯାଇଛି, ତାଙ୍କର ଏନଗେଜମେଣ୍ଟର ବହୁତ ଧୁମ ଧାମରେ ହୋଇଥିବାର କିଛି ଭିଡିଓ ଭାଇରାଲ ହୋଇଛି |ଇତିକାଙ୍କ କହିବା ଅନୁସାରେ ତାଙ୍କର ରିଙ୍ଗ ସେରିମୋନୀରେ ତାଙ୍କ ବାପା ମା ଓ ତାଙ୍କ ଶଶୁର ଶାଶୁ ମଧ୍ୟ ବହୁତ ଡ୍ୟାନ୍ସ କରିଥିଲେ |

ଇତିକା ହେଉଛନ୍ତି କଳାକାର ପରିବାରରେ ଜନ୍ମ ତାଙ୍କ ବାପାଙ୍କ ନାମ ନିରଂଜନ ପତି, ସେ ମୁନୁ ଭାଇ ନାମରେ ଓଡିଶା କଳା ଜଗତରେ ବେଶ ପରିଚିତ |ଇତିକା ପ୍ରିୟଦର୍ଶିନୀ ମଧ୍ୟ୍ୟ ଜଣେ କଳାକାର ପରିବାରରେ ବହୁ ହେବାପାଇଁ ଯାଉଛନ୍ତି, ତାଙ୍କ ଶଶୁରଙ୍କ ନାମ ଅରବିନ୍ଦ ଷଡ଼ଙ୍ଗୀ |ଅରବିନ୍ଦ ଷଡ଼ଙ୍ଗୀ ମଧ୍ୟ ହାସ୍ୟ ଅଭିନେତା ଅଟନ୍ତି |ଅରବିନ୍ଦ ଷଡ଼ଙ୍ଗୀଙ୍କ ପୁଅ ସହିତ ମି ପୁଚ ପୁଚ ଅଭିନେତ୍ରୀଙ୍କ ବିବାହ ହେବାକୁ ଯାଉଛି |ଇତିକାଙ୍କ ଉଡ଼ବି ହଜବେଣ୍ଡ ଜଣେ କଳାକାର ନୁହନ୍ତି କିନ୍ତୁ ସେ କଳାକୁ ବହୁତ ଭଲ ପାଆନ୍ତି | ସେ ଅନେକ ଛୋଟ ଛୋଟ କମେଡି ଭିଡ଼ିଓ ଇନଷ୍ଟଗ୍ରାମରେ ଅପଲୋଡ଼ ମଧ୍ୟ୍ୟ କରନ୍ତି |ଇତିକା ଓ ଷଡ଼ଙ୍ଗୀ ବାବୁଙ୍କ ଯୋଡି ସବୁ ଦର୍ଶକ ମାନଙ୍କର ବହୁତ ପସନ୍ଦ ମଧ୍ୟ୍ୟ ହୋଇଛି |ଇତିକାଙ୍କ ଏନଜଗେଜମେଣ୍ଟ ଭିଡିଓ ଏବେ ଭାଇରାଲ ହେବାର ଲାଗିଛି |

Leave a Comment