EXCLUSIVE : ହସ୍ପିଟାଲ ବେଡ଼ ଉପରରେ ଖାଉଛି ରାହୁଲ..ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ନଜରରେ ଚାଲିଛି ରାହୁଲର ଚିକିତ୍ସା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ରାହୁଲ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ , ସମସ୍ତଙ୍କ ନଜର ରହିଛି ସେହି ଗୋଟିଏ ଘଟଣା ଉପରେ ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋର ଧରିଛି ତାହା ହେଉଛି 11 ବର୍ଷୀୟ ଶିଶୁ ରାହୁଲଙ୍କ କଥା |ବହୁତ ସମୟ ଧରୀ ଚାଲୁରହିଥିବା ଅପେରସନ ଏବେ ସଫଳ ହୋଇଛି , ଆଉ ଅନେକ ସମୟ ଅର୍ଥାତ 5 ଦିନର ଚେଷ୍ଟା ପରେ ରାହୁଲଙ୍କୁ ଉଦ୍ଧାର କରିବାରେ ସଫଳ ହେବେ ଉଦ୍ଧାର କାରୀ ଦଳ |ତେବେ ସମସ୍ତଙ୍କର ଆଖି ରହିଛି କେତେବେଳେ ସେ ସମୟ ଆସି ପହଚିବ ଆଉ ଉଦ୍ଧାର ହେବେ ରାହୁଲ | ତେବେ ସମସ୍ତଙ୍କ ଚେଷ୍ଟା ସାଫଳ ହେବା ସହିତ ରାହୁଲଙ୍କୁ ଉଦ୍ଧାର କରିଛନ୍ତି N. D. R. F ଟିମ ଓ ତାଙ୍କୁ ସୁଡ଼ଙ୍ଗରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନେଇଯାଇଥିଲେ ଡାକ୍ତର କାରୀ ଦଳ ଆପଲ ହସ୍ପିଟାଲ |

ସେଠି ରାହୁଲଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ବେଡ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଓ ସେହି ବେଡ଼ ରେ ତାଙ୍କୁ ଚିକିତ୍ସା ମଧ୍ୟ କରାଯାଇଥିଲା,ଦର୍ଶକ ବନ୍ଧୁ ସତରେ ରାହୁଲ ଙ୍କ ଉପରେ ଥିଲା ମହାପ୍ରଭୁ ଜଗନ୍ନାଥ ଙ୍କ ଆଶ୍ରିବାଦ, ଆଉ ରହିଥିଲା ଲକ୍ଷ ଲକ୍ଷ ଲୋକଙ୍କର ପ୍ରଥନାର ଫଳ ଯାହା ପାଇଁ ରାହୁଲ ଆଜି ପାଇଛନ୍ତି ଗୋଟିଏ ନୂଆ ଜୀବନ, ଶେଷରେ N.D. R. F ଟିମର ଚେଷ୍ଟା ଆଜି ଅନ୍ତ ଘଟିଛି ଓ ରାହୁଲ ଫେରି ଆସିଛନ୍ତି ପୂର୍ବ ପରି ତାଙ୍କର ମାଙ୍କ କୋଳକୁ, ଯାହାକୁ ଫେରି ମା ବାପା ଙ୍କର ଖୁସିର ସୀମା ରହିଲା ନାହିଁ |

ଜନ୍ମରୁ ରାହୁଲ ଥିଲେ ଦିବ୍ୟାଙ୍ଗ ସେଥିପାଇଁ ସେ ଠିକ ସେ କଥା କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନି, ସାଧାରଣ ପିଲାଙ୍କର ଯେପରି ମାନସିକ ସ୍ଥିତି ରହିଛି ସେପରି ରାହୁଲ ର ନ ଥିଲା , ସେଥିପାଇଁ ରାହୁଲ ଜନ୍ମ ହେବା ପାଖରୁ ତାଙ୍କର ମା ବାପା ବହୁତ ଚିନ୍ତାରେ ଥିଲେ, କିନ୍ତୁ ତାଙ୍କର ସେହି ମାନସିକ ବିକଳାଙ୍ଗତା ଆଜି ବଞ୍ଚାଇବାରେ ସାହାଯ୍ୟ କରିଲା ରାହୁଲଙ୍କୁ | ଦୀର୍ଘ ସମୟ ପାଖା ପାଖି 100 ଘଣ୍ଟା ଧରି ସେହି 80 ଫୁଟର ଗାତ ଭିତରେ ପଶି ରହିଥିଲେ ରାହୁଲ, ଆଉ ରାହୁଲ ମଧ୍ୟ ପାଇଥିଲେ ଗାତ ଭିତରେ ବହୁତ କଷ୍ଟ କିନ୍ତୁ ଶେଷରେ ସେମାନଙ୍କର ଚେଷ୍ଟାରେ ଅନ୍ତ ଘଟିଲା ଓ ଟିମ ମଧ୍ୟ ରାହୁଲଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଲେ |

ତେବେ ଡକ୍ଟର ଯାହା କହିଛନ୍ତି କି ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସେହି ସୁଡ଼ଙ୍ଗରୁ ବାହାରିଲା ପରେ, କେବଳ ତାଙ୍କ ଦେହର ତାପମାତ୍ରା ବଢିଯାଇଥିଲା ସେଠୁ ବାହାରିଲା ପରେ ତେଣୁ ଜ୍ୱର କେବଳ ଆସିଥିଲା , କିନ୍ତୁ ଡାକ୍ତର ପରେ ରାହୁଲର ପ୍ରେସର ଇ ପୋଲ୍ସ ରେଟ କୁ ମାପିଥିଲେ କିନ୍ତୁ ତାହା ସମ୍ପୂର୍ଣ୍ଣ ଠିକ ଥିଲା |

ତେବେ ସମସ୍ତଙ୍କ ପ୍ରାଥନା ଶେଷରେ ଭଗବାନ ଶୁଣିଲେ ଓ ରାହୁଲ ଠିକ ହେଇ ସୁଡ଼ଙ୍ଗରୁ ବାହାରି ହସ୍ପିଟାଲ କୁ ଆସିଲା, ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment